ଭୟଭୀତ ହେଲେ ଉତ୍ତର କୋରିଆ ଲିଡ଼ର କିମ୍ ଜଙ୍ଗ ଉନ,ଏହି କାରଣରୁ ସ୍କିନି ଜିନ୍ସ ଓ ହେୟାର ଷ୍ଟାଇଲ ଉପରେ ଲଗାଇଲେ ପ୍ରତିବନ୍ଧକ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଉତ୍ତର କୋରିଆର ତାନାଶାହୀ ଶାସକ କିମ ଜଙ୍କ ଉନ ନିଜର ଏକନୀତି ଓ ଆମେରିକା ସହିତ ଖୋଲାଖୋଲି ଟକର କୁ ନେଇ ପରିଚିତ । ଏବେ କିମ ଜଙ୍ଗ ଉନ ନିଜ ଦେଶର ଲୋକଙ୍କୁ ନେଇ ଏକ ଫଇସଲା ଦେଇଛନ୍ତି । ତାଙ୍କ ମୁତାବିକ, ତାଙ୍କୁ ଡ଼ର ଆସିଲାଣି ଯେ, ତାଙ୍କ ଦେଶର ଲୋକେ ପଶ୍ଚିମ ସଂସ୍କୃତି ପ୍ରତି ବଢ଼ୁଛନ୍ତି । ତେଣୁ ସେ ନିଜ ଦେଶରେ ମୁଲେଟ ହେୟାର ଷ୍ଟାଇଲ ଓ ସ୍କିନି ଜିନ୍ସ ପିନ୍ଧିବାକୁ ନେଇ ବ୍ୟାନ କରିଦେଇଛନ୍ତି ।

ତାଙ୍କର ମାନିବା ହେଉଛି ଏହି ପଶ୍ଚିମ ସଂସ୍କୃତି ଉତ୍ତର କୋରିଆ ଲୋକଙ୍କ ପାଇଁ ପତନର କାରଣ ହେବ । ଡେଲି ମେଲର ଏକ ରିପୋର୍ଟ ମୁତାବିକ, କିମ ଙ୍କ ମତରେ ଯଦି ପୁଞ୍ଜିବାଦୀ ଜୀବନ ଶୈଳୀର ପ୍ରଭାବକୁ ନରୋକାଯାଏ ତାହେଲେ ତାଙ୍କ ଦେଶ ଦୁର୍ବଳ ହୋଇଯିବ ।

ଆପଣଙ୍କୁ ଜଣାଇଦେଉଛୁ କି, ବର୍ତ୍ତମାନ ଯେଉଁ ଲୋକେ ଉତ୍ତର କୋରିଆରେ ପଶ୍ଚିମ ଫ୍ୟାଶନକୁ ନେଇ ସେଠାରେ ଆଇନର ଧଜିଆ ଉଡାଉଛନ୍ତି ସେମାନଙ୍କୁ ଆଇନ ମୁତାବିକ, ଶ୍ରମ ଶିବିରରେ ରଖାଯିବ । ଏହାବ୍ୟତୀତ କୌଣସି ଯୁବା ଯଦି ଆଭୂଷଣ ପିନ୍ଧିବା ପାଇଁ ନିଜର ମୁହଁରେ କଣା କରନ୍ତି ତାହେଲେ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ।

ଉତ୍ତର କୋରିଆରେ ସତ୍ତାରୂଢ଼ ୱାକର୍ସ ପାର୍ଟିର ସ୍ୱାମିତ୍ୱ ରିପୋର୍ଟର ମୁରବିକ, ଇତିହାସ ଆମକୁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ । ଅନ୍ତତଃ ଆମର ଆର୍ଥିକ ଓ ରକ୍ଷା ଶକ୍ତିକୁ ଖାତିର କରାଯାଉନାହିଁ ଓ ଦେଶର ପାଚେରୀ ଦୁର୍ବଳ ହୋଇଯାଉଛି । ଯଦି ଆମେ ଏହା ଚାହୁଁନାହେଁ ତାହେଲେ ଆମକୁ ଆମ ଜୀବନ ଶୈଳୀ ଅନୁସାରେ ପୂର୍ବଭଳି ଚାଲିବାକୁ ହେବ ।

ଆଗକୁ ଲେଖାଯାଇଛି, ପୁଞ୍ଜିବାଦୀ ଜୀବନ ଶୈଳୀ ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସଂଘର୍ଷ କରିବାକୁ ପଡିବ ।ଉତ୍ତର କୋରିଆରେ ଦାବି କରାଯାଇଛି କି, ସେଠାରେ କେବଳ 15 ପ୍ରକାରର ହେୟାର ଷ୍ଟାଇଲକୁ ମଞ୍ଜୁରୀ ମିଳିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *