ଦେଖନ୍ତୁ ଭିଡିଓ : ମହିଳା ଜଣକ ଜାନୁଆରର ନାମ ଧରି ଡାକିଲେ, ଏହାପରେ କୁକୁରଟି ତାଙ୍କୁ ଜାଣିପାରି କଲା ଏମିତି କାମ । ଲୋକମାନେ କହିଲେ- ବାଃ କି ଟ୍ରେନିଂ

ବହୁତ କମ ଲୋକ ରହିଛନ୍ତି ଯିଏକି କୁକୁର କୁ ପସନ୍ଦ କରନ୍ତି ନାହିଁ । ଅଧିକତର ଲୋକେ କୁକୁର କୁ ପସନ୍ଦ କରନ୍ତି ଓ ତାଙ୍କୁ ଘରେ ଏମିତି ଟ୍ରେନିଂ ଦେଇଥାନ୍ତି ଯେ, ଆପଣ ଦେଖିବାପରେ ଭାବିବେ କୁକୁରଟି ଏମିତି ଚାଲାକ କେମିତି ହେଲା । ଏହିକଥା ତ ସତ ଯେ, କୁକୁର ମାନଙ୍କ ଭିତରେ ମଧ୍ୟ ମଣିଷ ଭଳି ଦିମାଗ ରହିଥାଏ । ତେବେ ତ ସେମାନେ ନିଜର ଏହି ବୁଦ୍ଧି ପାଇଁ ଏମିତି କାମ କରିଥାନ୍ତି ଯାହାକୁ ମଣିଷ କରିପାରିନଥାଏ ।

ସୋସିଆଲ ମିଡିଆରେ ଏବେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଓ ଏହାକୁ ଦେଖିଲେ ଆପଣ ହଇରାଣ ହୋଇଯିବେ । ଏହି ଭିଡ଼ିଓରେ କୁକୁର ଟି କିଛି ଏମିତି କରୁଛି ଯାହାକୁ ଦେଖିଲେ ବିଶ୍ୱାସ ହେବନାହିଁ । ଏହି ଭିଡ଼ିଓକୁ Buitengebieden ନାମକ ୟୁଜର୍ସ ଶେୟର କରିଛନ୍ତି । ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, କୁକୁରକୁ ଏମିତି ଟ୍ରେନିଂ ଦିଆଯାଇଛି ଯେ, ସେ ନିଜର ଆଖପାଖ ରେ ରଖାଯାଇଥିବା ଜିନିଷକୁ ବହୁତ ସହଜରେ ଚିହ୍ନିଯାଉଛି । ଆପଣ ଦେଖିପାରିବେ ମାଲିକ ଜଣକ ଯେଉଁ ପଶୁର ନାମ କହୁଛି କୁକୁର ଟି ସେହି ପଶୁକୁ ଖେଳନା ଦ୍ୱାରା ଚିହ୍ନଟ କରୁଛି ।

ଲୋକମାନେ ଏହି ଭିଡ଼ିଓ କୁ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଏହାକୁ 36 ହଜାର ରୁ ଅଧିକବାର ଦେଖାଯାଇଛି । ଲୋକମାନେ ଭିଡ଼ିଓରେ ଲାଗାତର କମେଣ୍ଟ କରୁଛନ୍ତି । ଏହାସହ କୁକୁର ର ବହୁତ ଜୋରରେ ପ୍ରଶଂସା କରାଯାଉଛି । ଜଣେ ଲେଖିଥିଲେ, କେତେ ବୁଦ୍ଧିମାନ ଅଟ । ଆଉଜଣେ ଲେଖିଥିଲେ, ଜବରଦସ୍ତ ଟ୍ରେନିଂ ଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *