ଦୁଇ ବର ସକାଳେ ମାମୁଘରେ, ହାତଗଣ୍ଠି ରାତିରେ ପଡ଼ିଲା

ଘୋଡ଼ା ପିଠିରେ ବା-ଣ ରୋଷଣୀରେ ବସି ବର ବାହା ହେବାକୁ ଗଲେ। ରାତିରେ ଜାକଜକମର ବାହାଘର ହେଲା। ଆଜି ସକାଳେ ବର ଓ ବୋହୂ ଘରକୁ ଫେରିବା କଥା କିନ୍ତୁ ବର ଥା-ନାକୁ ଗଲା। କୋଭିଡ ଗାଇଡଲାଇନ ଉ-ଲ୍ଲଙ୍ଘ-ନ କରିଥିବାରୁ ଗଞ୍ଜାମ ପୋ-ଲି-ସ ଦୁଇ ବର ଓ ତାଙ୍କର ବାପାଙ୍କୁ ଅଟକ ରଖି ପଚରାଉଚରା କରୁଅଛି।

ଘ-ଟ-ଣାଟି ହେଉଛି ଏମିତି। ହିଞ୍ଜିଳିକାଟୁ ଦୁର୍ଗନ୍ଧ ପଞ୍ଚାୟତର ଗୋଦାରାପାଲି ଗାଁର କେ. ରାମମୂର୍ତିଙ୍କ ଦୁଇ ପୁଅ କେ.ସୁଶାନ୍ତ ଓ କେ. ବସନ୍ତଙ୍କର ଶୁକ୍ରବାର ଦିନ ବାହାଘର ଥିଲା। ବୈଦିକ ରୀତିନୀତିରେ ବାହାଘର ହୋଇଥିଲା। ବାହାଘର ପରେ ରାତିରେ ଦୁଇ ଭାଇ ଘୋଡ଼ାରେ ବସି ସାରା ଗାଁରେ ପରିକ୍ରମା କରୁଥିଲେ। ଆଗରେ ଯାଉଥିଲା ଡିଜେ ଗାଡ଼ି। ପଛରେ ଦୁଇ ଭାଇ ଦୁଇଟି ଘୋଡ଼ାରେ ବସି ବୁଲୁଥିଲେ। ସେହିପରି ଶୋଭାଯାତ୍ରାରେ ଛୋଟ ପିଲା ଓ ମହିଳା ସାମିଲ ଥିଲେ। କାହାରି ମୁହଁରେ ମାସ୍କ ନଥିବାର ଅ-ଭିଯୋ-ଗ ହୋଇଛି। ବିବାହ ଉତ୍ସବରେ ୩୦ଜଣରୁ ଅଧିକ ଲୋକ ସାମିଲ ହୋଇଥିବାର ଅ-ଭିଯୋ-ଗ ହେଉଛି।

Google

ସେହିଭଳି ହିଂଜିଲି ବ୍ଲକର ବଡ଼ଖଣ୍ଡି ଗାଁରେ ଚାଲିଥିବା ଏକ ଭୋଜିରେ ପୋ-ଲି-ସ ଚଢ଼ଉ କରିଛି। ଶତାଧିକ ଲୋକଙ୍କର ଆୟୋଜନ ହୋଇଥିବା ଭୋଜିକୁ ଜ-ବ-ତ କରିବା ସହ ସେ ଗୁଡିକୁ ହିଂଜିଲି ଏନଏସିର ଗରିବ ଲୋକମାନଙ୍କୁ ବାଣ୍ଟି ଦିଆଯାଇଛି।

ସୂଚନା ଅନୁସାରେ, ମହାମାରୀ କରୋନା ବର୍ତ୍ତମାନ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ଶହଶହ ଲୋକ ମହାମାରୀ ଜାଲରେ ପଡ଼ୁଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଗାଇଡଲାଇନକୁ ଖୋଲା ଖୋଲି ଭାବରେ ଉ-ଲ୍ଲଙ୍ଘ-ନ କରୁଛନ୍ତି କିଛି ଅ-ମାନି-ଆ। ବିନା ମାସ୍କରେ ଘୋଡ଼ା ପିଠିରେ ବସି ବାଣ ରୋଷଣୀରେ ବାହା ହେବାକୁ ଯାଉଅଛନ୍ତି। ଯାହାଫଳରେ କରୋନା ବ୍ୟାପିବାର ଆ-ଶ-ଙ୍କା ଦେଖାଯାଉଛି। ଏହି ବ୍ୟକ୍ତିଙ୍କ ବି-ରୋ-ଧରେ କଠୋର ରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦା-ବି କରାଯାଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *