ହେ ଭଗବାନ : ICU ଭିତରେ ଥିଲେ କରୋନା ରୋଗୀ, ୱା-ର୍ଡ ବୟ ରାତି ସାରା କରି ଚାଲିଲା ବ-ଳା-ତ୍କା-ର, ଯ-ନ୍ତ୍ର-ଣା କାରଣରୁ ପ୍ର-ତିବା-ଦ କରି ପାରିନଥିଲା ପୀ-ଡି-ତା,ଜାଣନ୍ତୁ ପୁରା ଘ-ଟ-ଣା

କରୋନା କାଳରେ ହସ୍ପିଟାଲରେ ଭର୍ତ୍ତି ରୋଗୀ ପ୍ରଥମରୁ ହିଁ ବହୁତ ଚିନ୍ତିତ ଥିଲେ । ଉପରୁ ହସ୍ପିଟାଲର ବିଲ, ଇଞ୍ଜେକ୍ସନ, ଅକ୍ସିଜେନ ନମିଳିବା ଓ ତାଙ୍କର କଳାବଜାରୀ ର ଟେନ୍ସନ ମଧ୍ୟ ଅଲଗା ରହିଥାଏ । ଏମିତି ମା-ମ-ଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ଚିକିତ୍ସିତ ହେଉଥିବା କୋଭିଡ଼-19 ସଂକ୍ରମିତ ମହିଳାଙ୍କର ଯୌ-ନ ଶୋ-ଷ-ଣ ହେଉଛି । ଏହି ଲ-ଜ୍ୟାଜ-ନକ ଘ-ଟ-ଣା ରାଜସ୍ଥାନର ରାଜଧାନୀ ଜୟପୁର ଠାରେ ଦେଖିବାକୁ ମିଳିଛି ।

ଜୟପୁର ର ଏକ ପ୍ରାଇଭେଟ ହସ୍ପିଟାଲରେ ଜଣେ ମହିଳାଙ୍କ ଚିକିତ୍ସା କରାଯାଉଥିଲା । ତାଙ୍କର ଅବସ୍ଥା ଅଧିକ ବିଗିଡ଼ିବା ପରେ ତାଙ୍କର ଅପରେସନ ହୋଇଥିଲା । ଅପରେସନ ପରେ ମହିଳା ଆଇସିୟୁ ୱା-ର୍ଡରେ ଭର୍ତ୍ତି ଥିଲେ । ମହିଳାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ତାଙ୍କର ହାତ ଗୋଡ଼ ମଧ୍ୟ ବ-ନ୍ଧାଥି-ଲା । ଏହାମଧ୍ୟରେ ଏକ ୱା-ର୍ଡ ବୟ ମହିଳାଙ୍କୁ ଦେଖିବାପରେ ତାଙ୍କର ନି-ୟ-ତ ଖ-ରା-ପ ହୋଇଯାଇଥିଲା ଓ ସେ ମହିଳାଙ୍କ ରାତିସାରା ରେ-ପ କରିଥିଲେ ।

Google

ରେ-ପ ସମୟରେ ମହିଳା ବହୁତ ବାର ରେ-ପ ହୋଇଥିଲେ । ମହିଳାଙ୍କ ଶରୀରରେ ଏତେ ବଳ ନଥିଲା କି, ସେ ଚି-ତ୍କା-ର କରିପାରିଲେ । ବାସ ଏହିକଥାର ଫାଇଦା ସେ ଉଠାଇଥିଲେ। ସେ ରେ-ପ ସମୟରେ ମହିଳାଙ୍କୁ ଚିମୁଡ଼ିକି ଦେଖୁଥିଲା କି, ସେ ହୋ-ଶ ରେ ଅଛନ୍ତି କି ନାହିଁ । ଅନ୍ୟ ଦିନରେ ଯେତେବେଳେ ମହିଳାଙ୍କ ସ୍ୱାମୀ ଆସିଲେ ସେ ଇଶାରାରେ ତାଙ୍କୁ କହିଥିଲେ ଓ ସେ ବୁଝିପାରିନଥିଲେ । ଏହାପରେ ମହିଳା ଜଣକ ଲେଖିକରି କହିଥିଲେ । ମହିଳାଙ୍କ ଏହିକଥା ଶୁଣି ପତିଙ୍କ ହୋ-ଶ ଉଡ଼ିଗଲା ଓ ସେ ଏହାପରେ ହସ୍ପିଟାଲର ପ୍ର-ଶାସ-ନ ପାଖରେ ଏହାର ଅ-ଭି-ଯୋ-ଗ ଆଣିଥିଲେ ।

ପୋ-ଲି-ସ ସିସିଟିଭି ଫୁଟେଜ ଦ୍ୱାରା ଆ-ରୋ-ପୀ-ର ଚିହ୍ନଟ କରି ତାଙ୍କ ମୋବାଇଲ ନମ୍ବର୍ ଟ୍ରେ-ସ କରି ଗି-ର-ଫ କରିଥିଲେ । ଆ-ରୋ-ପୀ ଖୁଶିରାମ ଗୁର୍ଜର କରୋଉଳି ଜିଲ୍ଲାର ନାଦୌତି ଗ୍ରାମର ଅଟେ । ସେ ଜୟପୁରର ଶୈଲବୀ ହସ୍ପିଟାଲରେ ନ-ର୍ସିଂକ-ର୍ମୀ ଭାବରେ କାମ କରୁଥିଲେ ଓ ସହରରେ ଏକ ଭଡ଼ା ଘରେ ରହୁଥିଲେ ।

Google

ଏହି କେ-ସ ରେ ଯା-ଞ୍ଚ କରୁଥିବା ଜୟପୁରର ଡ଼ିସିପି ପ୍ରଦୀପ ମୋହନ ଶର୍ମା କହିଥିଲେ କି, ମା-ମ-ଲା ବହୁତ ଗମ୍ଭୀର ଅଟେ । ଆ-ରୋ-ପୀ-କୁ କୋ-ର୍ଟରେ ପେ-ଶ କରାଯାଇ ତାକୁ ଗମ୍ଭୀର ଦ-ଣ୍ଡ ଦିଆଯିବ । ପୀ-ଡି-ତାଙ୍କ ସ୍ୱାମୀ ଚିତ୍ରକୂଟ ଥା-ନା-ରେ ନିଜର ଅ-ଭିଯୋ-ଗ ରୁ-ଜୁ କରିଥିଲେ । ସେ କହିଥିଲେ, ହସ୍ପିଟାଲ ନି-ୟ-ମ ମୁତାବିକ, ଆଇସିୟୁରେ କାହାକୁ ରଖାଯାଇନଥିଲା । ନର୍ସ କହିଥିଲେ, ଦରକାର ହେଲେ ସେ ତାଙ୍କୁ କଲ କରିବେ ଏଥିପାଇଁ ସେ ନିଜର ଘରକୁ ଚାଲିଯାଇଥିଲା । ତାଙ୍କୁ କଣ ଜଣାଥିଲା, ଯେଉଁ ହସ୍ପିଟାଲରେ ସେ ନିଜ ପତ୍ନୀ ର ର-କ୍ଷା କରିବାକୁ ଆସିଥିଲା ସେଠାରେ ତାଙ୍କର ଜୀବନ ବ-ର୍ବା-ଦ ହୋଇଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *