ବରର ସାଙ୍ଗମାନେ କଲେ ଏପରି ଥଟ୍ଟା ମଜା, ବରଣମାଲା ସମୟରେ ଷ୍ଟେଜ ଉପରେ ଠିଆ ହୋଇଥିବା କନ୍ୟା ରାଗିଗଲା, ଆଉ ତା’ପରେ…,ଦେଖନ୍ତୁ ଭିଡିଓ

ଯେକୌଣସି ବିବାହରେ ବରର ସାଙ୍ଗମାନେ ସବୁଠାରୁ ଅଧିକ ମସ୍ତି ଏବଂ ଥଟ୍ଟା କରିଥାନ୍ତି | ଏପରି ପରିସ୍ଥିତିରେ ଅନେକଥର ତ ଲୋକମାନଙ୍କୁ ସେମାନଙ୍କର ଥଟ୍ଟା ବହୁତ ଭଲ ଲାଗେ, କିନ୍ତୁ ଅନେକଥର ଲୋକମାନେ ଏପରି ଥଟ୍ଟା ପାଇଁ ଅସନ୍ତୁଷ୍ଟ ହୋଇଯାନ୍ତି | ଏପରି ପରିସ୍ଥିତିରେ ଯେଉଁଠାରେ ସବୁଠାରୁ ଅଧିକ ଥଟ୍ଟା ତାମସା ହୋଇଥାଏ, ତାହା ହେଉଛି ବରମାଳା | ଏହି ସମୟରେ ବରର ସାଙ୍ଗମାନେ କନ୍ୟା ସହିତ ଥଟ୍ଟା କରିବାପାଇଁ ବରକୁ କାନ୍ଧରେ ବସାଇ ବାରମ୍ବାର ପଛକୁ ଟାଣି ନେଉଛନ୍ତି, ଯେପରିକି କନ୍ୟା ସହଜରେ ବରମାଳା ପିନ୍ଧାଇ ପାରିବନାହିଁ | ସେହିପରି କନ୍ୟାର ସମ୍ପର୍କୀୟ ମଧ୍ୟ ପଛକୁ ହଟନ୍ତି ନାହିଁ, ସେମାନେ ମଧ୍ୟ କନ୍ୟାକୁ କୋଳରେ ଉଠାଇ ନିଅନ୍ତି କିମ୍ବା ପୁଣି କିଛି ଥଟ୍ଟା ମଜା କଥା କରନ୍ତି |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ବରମାଳା ସମୟରେ ବରର ସାଙ୍ଗମାନେ କନ୍ୟାକୁ ଥଟ୍ଟା ମଜାରେ ଏପରି କିଛି କହିଦେଲେ ଯାହା ଉପରେ କନ୍ୟା ରାଗିଗଲା | ଭାଇରଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଷ୍ଟେଜ ଉପରେ ବର ଏବଂ କନ୍ୟା ପରସ୍ପରକୁ ବରମାଳା ପିନ୍ଧାଇବାପାଇଁ ରେଡି ଅଛନ୍ତି | ପ୍ରଥମେ କନ୍ୟା ବରକୁ ବରମାଳା ପିନ୍ଧାଇଲେ | କନ୍ୟା ବରକୁ ବରମାଳା ପିନ୍ଧାଇବା ମାତ୍ରେ ବରର ସାଙ୍ଗମାନେ ମଜାରେ ହାପି ବାର୍ଥ ଦେ ଗୀତ ଗାଇବା ଆରମ୍ଭ କରିଦିଅନ୍ତି |

ଏହି ଥଟ୍ଟା ମଜାରେ କନ୍ୟା ରାଗିଗଲା ଏବଂ ରାଗ ଜରଜର ଥିବାର ଦେଖିବାକୁ ମିଳିଲା | ବର ଚୁପଚାପ ଠିଆ ହେଲା ଏବଂ କନ୍ୟା ତାର ସାଙ୍ଗମାନଙ୍କୁ ରାଗରେ ଦେଖିବାକୁ ଲାଗିଲା | ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଶୀଘ୍ର ଭାଇରଲ ହେବାରେ ଲାଗିଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି | ଏହାସହିତ ଲୋକେ ଭିଡିଓରେ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *