ନିଜ ପ୍ରେମିକକୁ ବିବାହ କରିବାପାଇଁ ଜି-ଦ ଧରି ବସିଲା ପ୍ରେମିକା, ପ୍ରେମିକ ଘର ଆଗରେ 80 ଘଣ୍ଟା ପର୍ଯ୍ୟନ୍ତ ଦେଲା ଧା-ର-ଣା,ଜାଣନ୍ତୁ ପୁରା ଘ-ଟ-ଣା

କେତେଥର ଲୋକ ପ୍ରେମରେ ଧୋ-କା ଖାଇବାପରେ ଓ ବ୍ରେ-କଅ-ପ ହେବାପରେ ସେମାନେ ଭାବିଥାନ୍ତି କି, ତାଙ୍କର ଭାଗ୍ୟରେ ଏହି ପ୍ରେମ ନଥିଲା । ଏହିପରି କିଛି ଲୋକ ଥାଆନ୍ତି ଯିଏକି ନିଜର ପ୍ରେମକୁ ପାଇବାକୁ ସୀମା ପାର କରିଦେଇଥାନ୍ତି। ଏମିତି ହିଁ ଏକ ମା-ମ-ଲା ୟୁପି ଠାରେ ଦେଖିବାକୁ ମିଳିଛି । ଏଠାରେ ଏକ ପ୍ରେମିକା ନିଜର ପ୍ରେମୀ ସହ ବିବାହ କରିବାକୁ ଜିଦ ଧରି ବସିଲା । ଏହାପରେ ସେ ପ୍ରେମିକ ଘରେ ଧା-ର-ଣା ଦେଇ ବସିଲା ।

ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଘ-ଟ-ଣା କନୌଜ ର ସୌରିଖ ଅଞ୍ଚଳର ଅଟେ । ଏଠାରେ ଯେତେବେଳେ ପ୍ରେମିକାକୁ ନିଜ ପ୍ରେମରେ ଧୋ-କା ମିଳିଥିଲା ସେତେବେଳେ ସେ ପ୍ରେମିକ ଘର ଆଗରେ ଧ-ମ-କ ଦେଇ ଧା-ର-ଣା ଦେଇ ବସିଲା । ତା’ ପ୍ରେମିକ ବର୍ତ୍ତମାନ ନିଜର ପରିବାର ସହିତ ଫେ-ରା-ର ଅଛି । ଘର ତାଲା ପଡିଛି । ଝିଅଟି କହୁଛି ସେ ବିବାହ କରିବ ତ କେବଳ ନିଜ ପ୍ରେମିକ ସହିତ କରିବ ନଚେତ ଆ-ତ୍ମହ-ତ୍ୟା କରିଦେବ । କୁହାଯାଉଛି, ପ୍ରେମୀ ବିବାହ କରିବାକୁ ଝିଅଟିକୁ କଥା ଦେଇଥିଲା କିନ୍ତୁ ଏବେ ନିଜ କଥାରୁ ଓହରି ଯାଉଛି ।

ପ୍ରେମିକା ଆ-ତ୍ମହ-ତ୍ୟା କରିବାକୁ ଧ-ମ-କ ଦେଲା :-

ପ୍ରେମିକା ବିବାହ ନେହେବାଦ୍ୱାର ଆ-ତ୍ମହ-ତ୍ୟାର ଧ-ମ-କ ଦେଲା । ଏହି ପୁରା ମା-ମ-ଲା ପୋ-ଲି-ସ ପର୍ଯ୍ୟନ୍ତ ପହଞ୍ଚିଗଲା ଓ ସେ ବର୍ତ୍ତମାନ ଯୁବତୀର ସୁ-ର-କ୍ଷାରେ ଲାଗି ପଡିଛନ୍ତି । କୁହାଯାଉଛି ପ୍ରେମିକା ନିଜ ପ୍ରେମିକ ଘର ସାମନାରେ 80 ଘଣ୍ଟା ଧା-ର-ଣା ଦେଇ ବସିଛି ।

ସୂଚନା ମୁତାବିକ, ଏଠାରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ଭେଟ 1 ବର୍ଷ ପୂର୍ବରୁ ହୋଇଥିଲା । ବିଶୁନା ଥା-ନା ଅଞ୍ଚଳର ଯୁବକ ର ଭେଟ ସମ୍ପର୍କୀୟ ଅଞ୍ଚଳ ଏକ ଯୁବତୀ ସହ ହୋଇଥିଲା । ଉଭୟ ଧିରେ ଧିରେ ପାଖକୁ ଆସିଥିଲେ ଓ କଥା ବିବାହ ପର୍ଯ୍ୟନ୍ତ ଆସିଥିଲା । କିନ୍ତୁ ଉଭୟଙ୍କ ପରିବାର ଲୋକେ ଏହା ବି-ରୋ-ଧ କରୁଥିଲେ । ଏହାପରେ ଉଭୟ ପ-ଳାୟ-ନ କରିଥିଲେ । ଝିଅଟି ଫେ-ରା-ର ହେବାପରେ ପରିଜନ ଅ-ଭିଯୋ-ଗ ଆଣିଥିଲେ ପୋ-ଲି-ସ-ରେ ଏ-ଫଆ-ଇଆ-ର ଦ-ର୍ଜ କରିଥିଲେ।

କୋ-ର୍ଟ ରେ କୁହାଯାଇଥିବା କଥା ଅ-ବମା-ନନା :-

ଉଭୟ ଫେ-ରା-ର ଥିଲେ ଓ ଏହାପରେ ସେମାନେ ଫେରି ଆସିଥିଲେ । ଉଭୟ ପରିଜନ ବିବାହକୁ ହଁ କହିଥିଲେ। ଝିଅକୁ ନେଇ ଫେ-ରା-ର ଅ-ଭିଯୋ-ଗରେ ପୋ-ଲି-ସ ଯୁ-ବ-କୁ ଗି-ର-ଫ କରି କୋ-ର୍ଟ ଚାଲାଣ କଲା । କୋ-ର୍ଟ ଏହାପରେ ନିଷ୍ପତ୍ତି ନେଲା କି, ସେମାନଙ୍କର ବିବାହ ହେବ ଓ ମା-ମ-ଲା ପୁରା ସମ୍ଭାଳି ଯାଇଥିଲା।

ଏବେ ମା-ମ-ଲା ଏହାକି ଯେ, କୋ-ର୍ଟ ରୁ ଆସିବାପରେ ଯୁବକର ପରିବାର ବିବାହ ପାଇଁ ମନା କରିଦେଇଥିଲେ । ଏହିକଥା ଝିଅକୁ ଯେତେବେଳେ ଜଣାପଡ଼ିଲା ସେ ମେ 19 ତାରିଖରେ ଯୁବକର ଘର ପାଖରେ ପହଞ୍ଚିଲା ଓ ଏସମୟରେ ଯୁବକ ଘର ବନ୍ଦ ଥିଲା । ଝିଅଟି ଏବେ ଜିଦ ଧରି ବସିଛି କି, ବିବାହ କରିବ ତ କେବଳ ନିଜର ପ୍ରେମିକକୁ ହିଁ କରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *