୧୧ ବର୍ଷ ଝିଅଟି ଅ-ପହ-ରଣ-କାରୀ କୁ ଦେଲା ଚ-କମା ଓ ନିଜର ସାହସ ଦେଖାଇ ବଞ୍ଚାଇଲା ନିଜ ଜୀବନ,ଜାଣନ୍ତୁ ପୁରା ଘ-ଟ-ଣା

ସୋସିଆଲ ମିଡିଆରେ ଏକ 11 ବର୍ଷୀୟ ଛୋଟ ପିଲାଟିର ଭିଡ଼ିଓ ବହୁତ ଭାଇରାଲ ହେଉଛି । ଏହି ଭିଡ଼ିଓ ଆମେରିକାର ବୋଲି କୁହାଯାଉଛି । ମଙ୍ଗଳବାର ଦିନ ଫ୍ଲୋରିଡାର ୱେଷ୍ଟ ପେଂଷାକୋଲା ବସ ଷ୍ଟପରେ ଗୋଟିଏ ଝିଅଟି ବସ ଅପେକ୍ଷାରେ ଥିଲା । କିନ୍ତୁ ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ କି-ଡନା-ପ କରିବାପାଇଁ ଆସୁଛି । କି-ଡନା-ପର ପିଲାଟିକୁ ଉଠାଇବାକୁ ଚେଷ୍ଟା କରୁଛି କିନ୍ତୁ ପିଲାଟି ତା’ସହ ଲ-ଢ଼ି ନିଜର ଜୀବନ ବଞ୍ଚାଉଛି ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟତା ହାସଲ କରିଛି ।

ଟ୍ୱିଟର ମାଧ୍ୟମରେ ଏହି ଘ-ଟ-ଣାର ଭିଡ଼ିଓକୁ କେତେକ ଲୋକମାନେ ଶେୟର କରିଛନ୍ତି । ବ୍ୟକ୍ତି ଜଣକ ନିଜର ଏସ୍ୟୁଭି ଦ୍ୱାରା ଝିଅ ପାଖକୁ ଆସୁଛି ଓ ସେ ଝିଅଟିକୁ କି-ଡନା-ପ କରିବାକୁ ଆସୁଛି । ଏହିସମୟରେ ଝିଅଟି ଓ କି-ଡନା-ପର ଉଭୟ ପଡିଯାଉଛନ୍ତି । ଏହାପରେ ଝିଅଟି ଅନ୍ୟ ଆଡ଼କୁ ପ-ଳାଉ-ଛି । ଏହାପରେ କି-ଡନା-ପର ଭ-ୟରେ ନିଜର କାର ରେ ବସି ଚାଲିଯାଉଛି । ଏହି ଘ-ଟ-ଣାର ଭିଡ଼ିଓ ସିସଟିଭିରେ ରେ-କ-ର୍ଡ଼ ହୋଇଯାଉଛି ।

ଏହି ଘ-ଟ-ଣାର ଭିଡ଼ିଓରୁ ସ୍ପଷ୍ଟ ହେଉଛି କି, ଯେଉଁ ବ୍ୟକ୍ତି ଝିଅଟିକୁ କି-ଡନା-ପ କରିବାକୁ ଆସିଥିଲା ତା’ ହାତରେ ଛୁ-ରୀ ଥିଲା । ବର୍ତ୍ତମାନ ପୋ-ଲି-ସ ଏକ ବ୍ୟକ୍ତିଙ୍କୁ ଗି-ର-ଫ କରିଛନ୍ତି। ପୋ-ଲି-ସ କହିଛି ଦୁଇ ସପ୍ତାହ ପୂର୍ବରୁ ପଲ ନାମକ ସେହି ବ୍ୟକ୍ତି ଝିଅଟିର ପି-ଛା କରୁଥିଲା । ଏହିକଥା ଝିଅଟି ନିଜର ମାଆଙ୍କୁ କହିଥିଲେ । ଏହାପରେ ସ୍କୁଲ ପ୍ର-ଶାସ-ନକୁ ଏହାର ସୂଚନା ଦିଆଯାଇଥିଲା ।

ଆପଣଙ୍କୁ ଜଣାଇଦେଉଛୁ ଏହି ଘ-ଟ-ଣା ପୂର୍ବରୁ ହିଁ ଝିଅଟିର ମାଆ ଝିଅକୁ ବସ ଷ୍ଟପ ଛାଡିବାକୁ ଯାଉଛନ୍ତି । କିନ୍ତୁ ମଙ୍ଗଳବାର ଦିନ କୌଣସି କାରଣରୁ ସେ ଯାଇପାରିନଥିଲେ ଓ ଏହି ସମୟରେ ଘ-ଟ-ଣାଟି ଘ-ଟିଥି-ଲା । ବର୍ତ୍ତମାନ ଆ-ରୋ-ପୀକୁ ଗି-ର-ଫ କରାଯାଇ ତା’ଉପରେ ନାବାଳକ କି-ଡନା-ପ ଅ-ଭିଯୋ-ଗ ଲାଗିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *