ପୋ-ଲି-ସ ଅଧିକାରୀ ଭାବରେ ଅଛନ୍ତି ଏହି ୬ ଭାରତୀୟ ଖେଳାଳି,ନମ୍ବର ୪ ଅଟେ ଦେଶର ଗର୍ବ,ପାକିସ୍ତାନକୁ ଦେଲେ ବଡ କଷ୍ଟ

ଆଜିର ସମୟରେ ଭାରତୀୟ ଯୁବକ ଖେଳ କ୍ଷେତ୍ରରେ ନିଜର କ୍ୟାରିଅର ଵନାଉଛନ୍ତି ଓ ଖେଳାଳିଙ୍କ ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପଦକ ଜିତିବା ଵଡ ଉପଲବ୍ଧି ଅଟେ|

ଏହି ଖେଳାଳିଙ୍କ ପାଇଁ ତାଙ୍କ ଉପଲବ୍ଧି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପୁରସ୍କୃତ କରିଥାନ୍ତି|ଏତିକି କେବଳ ନୁହଁ ,ସରକାର ମଧ୍ୟ ଚାକିରି ଦେଇଥାନ୍ତି,ସେମାନେ ଏହାକୁ ସୂଚାରୁରୂପେ ସମ୍ପାଦନା କରିଥାନ୍ତି|ଆସନ୍ତୁ ଆଜି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା ଯିଏ ଗୁରୁତ୍ୱପୂର୍ଣ୍ଣ ପଦକ ଜିତେଇବାରେ ଭୂମିକା ନିର୍ବାହ କରିଆସିଛନ୍ତି|ତାଙ୍କୁ ସରକାର ପୋ-ଲି-ସ ବିଭାଗରେ ଅଫିସର ପଦରେ ନିଯୁକ୍ତ କରିଛନ୍ତି|

୧-ଗୀତା ଫଗୋଟ:ଭାରତର ଅନ୍ତଃରାଷ୍ଟ୍ରୀୟ ମହିଳା କୁସ୍ତି ଯୋଦ୍ଧା ଗୀତା ଫଗୋଟ ୨୦୧୦ରେ ରାଷ୍ଟ୍ରମଣ୍ଡଳ ଖେଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଓ ବହୁ ଅନ୍ତଃରାଷ୍ଟ୍ରୀୟ ପଦକ ହାସଲ କରିଥିଲେ|ଗୀତା ଏହି ଉପଲବ୍ଧି ଦେଖିକି ହରିୟାଣା ସରକାର ରାଜ୍ୟ ପୋ-ଲି-ସ ବିଭାଗର ଡିସିପି ପଦରେ ନିଯୁକ୍ତି କରିଛନ୍ତି|

୨-ବବିତା ଫଗୋଟ:ଗୀତାର ଛୋଟ ଭାଇ ବବିତା ଫଗୋଟ ୨୦୧୦ରେ ରୋପ୍ୟ ପଦକ ଓ ୨୦୧୪ ଗ୍ଲାସଗୋ ରାଷ୍ଟ୍ରମଣ୍ଡଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ|ତାଙ୍କୁ ରାଜ୍ୟସରକାର ଉତ୍ତମ ପ୍ରଦର୍ଶନ ଫଳରେ ସବ୍ଇନସପେକ୍ଟର ଭାବରେ ନିଯୁକ୍ତି ଦେଇଥିଲେ|

୩-ବିଜେନ୍ଦର ସିଂ:ଭାରତର ପ୍ରମୁଖ ମୁଷ୍ଟି ଯୋଦ୍ଧା ବିଜନ୍ଦର ସିଂ ଦେଶପାଇଁ ବହୁ ଅନ୍ତଃରାଷ୍ଟ୍ରୀୟ ପଦକ ଜିତିଛନ୍ତି|ତାଙ୍କର ଏହି ଉପଲବ୍ଧି ଦେଖି ପୁରସ୍କାର ସ୍ୱରୂପ ହରିୟଣା ସରକାର ପୋ-ଲି-ସ ବିଭାଗରେ ଡିଏସପି ପଦବୀରେ ନିଯୁକ୍ତି ଦେଇଛନ୍ତି|

୪:ଯୋଗୀନ୍ଦର ଶର୍ମା:ଭାରତୀୟ ଟି-୨୦ ଖେଳାଳି ଯୋଗୀନ୍ଦର ଶର୍ମା ହରିୟଣାରୁ ଅଟନ୍ତି|୨୦୦୧ ମସିହାରେ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳି ହରିୟାଣା ପୋ-ଲି-ସ-ରେ ଡିଏସପି ପଦରେ କାର୍ଯ୍ୟରତ|୨୦୦୭ ବିଶ୍ଵକପରେ ସେ ଟି-୨୦ ବିଶ୍ୱକପରେ ଫାଇନାଲ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶେଷ ଓଭରରେ ଭଲ ପ୍ରଦର୍ଶନ କରି ଜିତେଇଥିଲେ|

୫:ହରଭଜନ ସିଂ:”ଭଜ୍ଜି” ନାମକ ପ୍ରସିଦ୍ଧ କ୍ରିକେଟର ନାମକ ସ୍ପିନର ବୋଲର ହରଭଜନ ସିଂକୁ ପଞ୍ଜାବ ସରକାର ସମ୍ମାନିତ କରି ତାଙ୍କୁ ପଞ୍ଜାବ ପୋ-ଲି-ସ-ର ବରିଷ୍ଠ ପୋ-ଲି-ସ ଅଧିକ୍ଷକ ଭାବରେ ନିଯୁକ୍ତି ଦେଇଛନ୍ତି|ତାଙ୍କୁ ୨୦୧୩ ରେ ଏସ୍ଏସପି ଭାଵରେ ପଞ୍ଜାବ ପୋଲିସ ମୁଖ୍ୟାଳୟ ଦାୟିତ୍ଵ ଦିଆଯାଇଛି|ଏହି ଭୂମିକାରେ ସେ ଗୈରାବାନ୍ୱତ ବୋଲି କହିଛନ୍ତି|

୬:ହରମନପ୍ରୀତ କୈର:ଭାରତୀୟ ମହିଳା ଟି-୨୦ ଅଧିନାୟକ ଓ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହରମନକୁ ପଞ୍ଝାବ ସରକାର ପଞ୍ଝାବ ସରକାର ପଞ୍ଝାବ ପୋ-ଲି-ସ ଡିଏସପି ପଦରେ ନିଯୁକ୍ତି ଦେଇଥିଲେ|ଯଦିଓ ପରେ ତାଙ୍କ ସ୍ନାତକ ଡିଗ୍ରୀ ଠିକ୍ ନହେବା ଫଳରେ ଏହି ପଦ ଫେରାଇ ନିଆଗଲା ଓ ଦ୍ୱାଦଶ ଶ୍ରେଣୀ ଆଧାରରେ କନେଷ୍ଟବଳ ଚାକିରୀ ଅଫର ଦିଆଯାଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *