କାଦୁଅ ଭିତରେ ଫସିଗଲା ହାତୀ,ବନବିଭାଗ ଜେସିବି ଦ୍ୱାରା କଲା ଉଦ୍ଧାର,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ହାତୀ ମାନଙ୍କର ଭିଡ଼ିଓ ଭାଇରାଲ ହେଉଛି । ଏହିକଥାରେ ଆମେ ସମସ୍ତେ ଅବଗତ ଯେ, ହାତୀ ଜଙ୍ଗଲର ସବୁଠାରୁ ବିଶାଳକାୟ ଜୀବ ଅଟେ । ହାତୀର ଓଜନ ମଧ୍ୟ ବହୁତ ଅଧିକ ହୋଇଥାଏ ମ ଏହି ଓଜନ କାରଣରୁ ସେ ସାଧାରଣତଃ କିଛି ସ୍ଥାନରେ ଫସିଯାଇଥାଏ । ଏମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହାତୀ ମାନେ ରାଗରେ ଥିବାବେଳେ ଆପଣ ଦେଖିଥିବେ ଓ କେବେକେବେ ହାତୀ ମାନଙ୍କୁ କାଦୁଅରେ ପଶିଥିବାର ମଧ୍ୟ ଆପଣ ଦେଖିଥିବେ । ଏହାମଧ୍ୟରେ ଏକ ହାତୀ କାଦୁଅ ଭିତରେ ପଶିଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଏହି ହାତୀ କୁ ବନ ବିଭାଗ ଉଧାରକାରୀ ଦଳ ଉଧାର କରୁଛନ୍ତି । ଏବେ ହାତୀର ଏହି ଭିଡ଼ିଓ ବହୁତ ଦ୍ରୁତ ବେଗରେ ଭାଇରାଲ ହେଉଛି । ଏହି ଘଟଣା କର୍ଣ୍ଣାଟକର କୁର୍ଗ ଅଞ୍ଚଳରେ ଘଟିଛି । ଏଠାରେ ଏକ ଗର୍ତ ମଧ୍ୟରେ ଫସି ରହିଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି । ଏହାକୁ ସରାଭାଇ ନାମକ ୟୁଜର ଟ୍ୱିଟରରେ ଶେୟର କରିଥିଲେ । ଏହି ଭିଡ଼ିଓ ରେ ଦେଖାଯାଉଛି କିଭଳି ହାତୀକୁ ରେସକ୍ୟୁ ଟିମର ଉଦ୍ଧାରକାରୀ ଉଦ୍ଧାର କରୁଛନ୍ତି । ଏହା ପରଠାରୁ ଏହି ଭିଡ଼ିଓ ବହୁତ ଜୋରରେ ଶେୟର କରାଯାଉଛି।

ଏକ ସୂଚନା ମୁତାବିକ, ଜାଣିବାକୁ ମିଳିଥିଲା କି, ହାତୀଟି ଭୁଲରେ ଏକ ଗର୍ତ ଭିତରେ ଗଳି ପଡିଥିଲା । ହାତୀ ବାହାରକୁ ବାହାରି ପାରୁନଥିଲା କାରଣ ଗର୍ତ ଭିତରେ କାଦୁଅ ଥିଲା । ଏହା ଜାଣିବାପରେ ବନ ବିଭାଗ ଟିମ ସେଠାକୁ ଜେସିବି ଲୋଡର ନେଇ ଆସିଥିଲେ ଓ ହାତୀକୁ ବହୁତ ଘଣ୍ଟାର ପରିଶ୍ରମ ପରେ ବଞ୍ଚାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *