ଏକ ସ୍କୁବା ଡ଼୍ରାଇଭର ସହିତ ମାଛଟି ନେଲା ଅଦ୍ଭୁତ ସେଲ୍ଫି,ଆପଣ ଏହାକୁ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ମଜାଳିଆ ଭିଡ଼ିଓ ଶେୟର ହେଉଥାଏ । ଯାହାକୁ ୟୁଜର ମାନଙ୍କ ଦ୍ୱାରା ବହୁତ କରାଯାଉଥାଏ । ଏମାନଙ୍କ ମଧ୍ୟରୁ କିଛି ଭିଡ଼ିଓ ହଇରାଣ କରିଦେବାପରି ହୋଇଥାଏ ତ କିଛି ମନକୁ ଖୁସି କରିଦେଇଥାନ୍ତି। ଏହି ସମୟରେ ଏକ ଭିଡ଼ିଓ ଲୋକମାନଙ୍କ ସାମ୍ନାକୁ ଆସିଛି । ଯାହାକି ଲୋକଙ୍କ ହୃଦୟ ଜିତିସାରିଛି । ଭାଇରାଲ ଭିଡ଼ିଓ ଦେଖି ପ୍ରତ୍ୟେକ କହୁଛନ୍ତି କି, ଏହା କେବଳ ଭାଗ୍ୟରେ ଥିଲେ ହୋଇଥାଏ ।

କଳାକାର ଓ ସ୍କୁବା ଡାଇଭର jules casey ନିଜର ଇଂଷ୍ଟାଗ୍ରାମ ହ୍ୟାଣ୍ଡଲ ରେ ହୃଦୟ ଜିତିଲା ପରି ଏକ ଭିଡ଼ିଓ ଶେୟର କରିଛନ୍ତି । ଏହି ଭିଡ଼ିଓର କ୍ୟାପ୍ସନରେ ସେ ଲେଖିଥିଲେ କି, ସେ ଭାଗ୍ୟବାନ ଅଟନ୍ତି । ଭିଡ଼ିଓ ୟୁଜର୍ସ ମାନଙ୍କୁ ବହୁତ ଭଲ ଲାଗୁଛି ଓ ଏହି ଭିଡ଼ିଓ ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ମଧ୍ୟ ଶେୟର କରାଯାଉଛି ।

ଭିଡ଼ିଓ ରେ ଆପଣ ଦେଖିପାରୁଥିବେ କି, ଯେମିତି jules casey ନିଜର କ୍ୟାମେରା ଖୋଲି ଫୋଟୋ ନେଉଛନ୍ତି ସେସମୟରେ ପଛରୁ ଏକ ମାଛ ଆସୁଛି ଓ ସ୍ମାଇଲ ଦେଇ ତାଙ୍କ ସହ ସେଲ୍ଫି ନେଇଛି । ଭିଡ଼ିଓ ଦେଖି ଏମିତି ଲାଗୁଛି କି, ଯେମିତି ମାଛଟି ସେଲ୍ଫି ନେବାରେ ଏକ୍ସପର୍ଟ ଅଟେ ।

ସୋସିଆଲ ମିଡ଼ିଆରେ ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ଓ ଲୋକମାନେ ନିଜର ପଜିଟିଭ କମେଣ୍ଟ ମଧ୍ୟ ଦେଉଛନ୍ତି । ଆଉଜଣେ କହିଥିଲେ, ଏହି ଭିଡିଓ ବହୁତ ଶାନଦାର ଅଟେ କି, ମୋତେ ଏହାସହ ପ୍ରେମ ହୋଇଗଲା । ଏହାସହ ଅନ୍ୟ ୟୁଜର ମଧ୍ୟ ନିଜର ପ୍ରତିକ୍ରିୟା ଏହି ଭିଡ଼ିଓକୁ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *