ଆମେରିକା ପ୍ରସ୍ତୁତ କଲା ହାଇପର ସୋନିକ ମିସାଇଲ,ଏହାଦେଖି ଚୀନ ଓ ରୁଷ ହୋଇଗଲେ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

ରୁଷ, ଚୀନ ପରେ ଏବେ ଆମେରିକା ହାଇପର ସୋନିକ ମିସାଇଲ ତିଆରି କରିବାରେ ସଫଳତା ହାସଲ କରିଛି । ଏହି ମିସାଇଲ ଆମେରିକାର ପୁରୁଣା ମିସାଇଲ ଅପେକ୍ଷା 17 ଗୁଣା ଦ୍ରୁତରେ ଶତ୍ରୁ ଦେଶ ଉପରେ ଆକ୍ରମଣ କରିବ । ରାଡ଼ାର ର କବଜାରେ ଧରା ପଡୁନଥିବା ଏହି ଆମେରିକି ମିସାଇଲର ମାରକ କ୍ଷମତା 2700 କିଲୋମିଟର ଅଟେ । ଏହି ମିସାଇଲ ସହିତ ହିଁ ଆମେରିକା ବର୍ତ୍ତମାନ ଚୀନ ଓ ରୁଷ ଉପରେ ଭୀଷଣ ଆକ୍ରମଣ କରିବାକୁ ସକ୍ଷମ ହୋଇଯାଇଛି ।

ଆମେରିକା ସେନାର ପ୍ରବକ୍ତା କହିଛନ୍ତି, ଏହି ମିସାଇଲ ବର୍ତ୍ତମାନ ହାଇପର ସୋନିକ ଗତିରେ ନିଜର ଲକ୍ଷ୍ୟକୁ ସାଧନ କରିପାରିବ । ଆମେରିକା ବର୍ତ୍ତମାନ 2023 ମସିହାରେ ଏହାର ପରୀକ୍ଷଣ କରିବାକୁ ଯୋଜନା କରୁଛି । ଏହାକୁ ଏକ ଟ୍ରକ ଉପରେ ଲଦି ଲଞ୍ଚ କରାଯାଇପାରିବ । ଗୋଟିଏ ଟ୍ରକ ଉପରେ ଦୁଇଟି ହାଇପର ସୋନିକ ମିସାଇଲ ରଖାଯାଇ ପାରିବ । କୁହାଯାଉଛି କି, ଆମେରିକା ସେନାର ଏହି ମିସାଇଲ ନାଭି ର ଏକ ହତିଆର ଉପରେ ଆଧାରିତ ।

ଚୀନ ର ସୈନ୍ୟ ଏରିଆ ଉପରେ ଆ-କ୍ର-ମ-ଣ କରିବାକୁ ସକ୍ଷମ :-

ଆମେରିକାର ନୌସେନା ନିଜର ହାଇପର ସୋନିକ ମିସାଇଲ କୁ ସମସ୍ତ ୬୯ ଡେଷ୍ଟ୍ରୟର ଠାରେ ମହଜୁଦ ରଖିବ । ବିଶେଷଜ୍ଞଙ୍କ କହିବାକଥା ହେଲା, ଏହା ଯୁଦ୍ଧ ସମୟରେ ଶତ୍ରୁ ଉପରେ ଆ-କ୍ର-ମ-ଣ-ର ଫାଇଦା ଦେବ । ଏତିକି ରେଞ୍ଜ ସହିତ ଏହି ମିସାଇଲକୁ ପ୍ରଶାନ ମହାସାଗରରେ ଦକ୍ଷିଣ କୋରିଆ, ତାଇୱାନ, ଜାପାନ କିମ୍ବା ଫିଲିପାଇନ୍ସ କେଉଁଠାରେ ମଧ୍ୟ ରଖାଯାଇ ଚୀନ ଭୂମି ଉପରେ ଜୋରଦାର ଆ-କ୍ର-ମ-ଣ କରାଯାଇପାରିବ ।

ଏହିପରି ଆମେରିକା ବର୍ତ୍ତମାନ ନିଜର ମିସାଇଲକୁ 3 ଲକ୍ଷ ବର୍ଗ କିଲୋମିଟର ଏରିଆରେ କେଉଁଠାରେ ମଧ୍ୟ ଲୁଚାଇ ରଖିପାରିବ । ଯଦି ଏହି ମିସାଇଲକୁ ଲଣ୍ଡନ ଠାରେ ରଖାଯାଏ ତାହେଲେ ଏହା ରୁଷ ର ପୂର୍ବ ଅଞ୍ଚଳ ଉପରେ ସହଜରେ ଆ-କ୍ର-ମ-ଣ କରିପାରିବ । ରୁଷ ଓ ଚାଇନା ପ୍ରଥମେ ହାଇପର ସୋନିକ ମିସାଇଲ ତିଆରି କରି ବର୍ତ୍ତମାନ ନିଜ ପାଇଁ ବିପଦ ଆଣିଛନ୍ତି । ଏବେ ଆମେରିକା ବହୁତ ଜଲଦି ନିଜର ନୂଆ ମିସାଇଲ ଜରିଆରେ ଚୀନ ଓ ରୁଷକୁ ପଛରେ ପକାଇଦେବ। ରୋଚକ କଥା ଏହାକି ଯେ, ଆମେରିକା ନିଜର ଜମି ଠାରୁ ବହୁତ ଦୂରରେ ଏହି ମିସାଇଲ କୁ ମା-ରି-ଦେ-ଇ ପାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *