କଣ ଏହି ଫଟୋରେ ଗାର୍ଲଫ୍ରେଣ୍ଡଙ୍କ ସହିତ ରାହୁଲ ଗାନ୍ଧୀ ଅଛନ୍ତି ? ଜାଣନ୍ତୁ କାହିଁକି ଭାଇରଲ ହେଉଛି ଏହି ଫଟୋ

ସୋସିଆଲ ମିଡିଆରେ ଆଜିକାଲି କିଛି ନା କିଛି ମାମଲାକୁ ନେଇ ଚର୍ଚ୍ଚା ଚାଲିଥାଏ | ଯାହା ଉପରେ ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ଲେଖି ନିଜର ମତ ରଖିଥାନ୍ତି | ଅନେକଥର ଯେତେବେଳେ ମାମଲା ମଜାଳିଆ ହୋଇଥାଏ, ସେତେବେଳେ ଲୋକମାନେ ବହୁତ ମଜା ନେଇଥାନ୍ତି | ତେବେ ବର୍ତ୍ତମାନ ମଧ୍ୟ ଏହିପରି ଏକ ମାମଲା ଆସିଛି | ଯାହାକୁ ଦେଖିବାପରେ ଆପଣଙ୍କ ହସ ଅଟକିବନାହିଁ |

ଆମେ ସମସ୍ତେ ଜାଣିଛନ୍ତି ଯେ ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ସବୁବେଳେ ଚର୍ଚ୍ଚାର ବିଷୟ ହୋଇଥାନ୍ତି | ଯେଉଁଠାରେ ଅନେକଥର ତାଙ୍କୁ ନେଇ ଜୋକ୍ସ କରାଯାଇଥାଏ ତ ସେହିପରି ଆଉ କେତେକ ଥର ତାଙ୍କ ବଡ଼ିକୁ ନେଇ ଚର୍ଚ୍ଚା ହୋଇଥାଏ | ଏହି ପରିପ୍ରେକ୍ଷୀରେ ଏକ ଫଟୋ ସାମ୍ନାକୁ ଆସିଛି | ଯାହା ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଯାହାକୁ ଦେଖିବାପରେ ଲୋକମାନେ ଏହାକୁ ରାହୁଲ ଗାନ୍ଧୀଙ୍କ ଗାର୍ଲଫ୍ରେଣ୍ଡ ବୋଲି କହୁଛନ୍ତି |

ଏହି ମଜାଳିଆ ଫଟୋକୁ Me and Who ନାମକ ଟ୍ୱିଟର ପେଜ ସେୟାର କରିଛି | ଏହି ଫଟୋ ସାମ୍ନାକୁ ଆସିବାପରେ ଦେଶୀ ଲୋକମାନେ ମିମସର ଖେଳ ଆରମ୍ଭ କରିଦେଲେ ଏବଂ ନିଜ ନିଜର କମେଣ୍ଟ ମାଧ୍ୟମରେ ଲୋକମାନେ ନିଜର ରିଆକ୍ସନ ଦେବା ଆରମ୍ଭ କରିଦେଲେ |

ଏହି ଫଟୋ ‘Fifty Shades of Grey’ ମୁଭିର ଏକ ସୀନ ଅଟେ | ଯାହାକୁ ଲୋକମାନେ ରାହୁଲ ଗାନ୍ଧୀ ଭାବୁଛନ୍ତି, ସେ ପ୍ରକୃତରେ ବଲିଉଡ ଆକ୍ଟର ଯେମି ଅଟନ୍ତି | ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀଙ୍କ ତୁଳନା ପ୍ରାୟତଃ ଯେମିଙ୍କ ସହିତ କରାଯାଇଥାଏ | ୨୦୧୫ ରେ ମଧ୍ୟ ଯେତେବେଳେ ଫିଲ୍ମ ଆସିଥିଲା, ସେତେବେଳେ ମଧ୍ୟ ଲୋକମାନେ ଥଟ୍ଟା କରି କହିଥିଲେ ଯେ ସେମାନଙ୍କୁ ଲାଗୁଛି ଯେ ଫିଫ୍ଟି ସେଡ୍ସ ଅଫ ଗ୍ରେରେ ରାହୁଲ ଗାନ୍ଧୀ ଅଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *