କରୋନାକୁ ତଡିବା ପାଇଁ ବାବା କଲେ ଯଜ୍ଞ, ଏପରି ମନ୍ତ୍ର ପଢିଲେ ଯେ ଶୁଣି ଡରିଗଲେ ଲୋକେ, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ଏକ ବଡ଼ ମଜାଳିଆ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ନ ହସି ରହିପାରିବେ ନାହିଁ | ଏହି ଭିଡିଓରେ ଜଣେ ବାବା କରୋନାକୁ ତଡିବାପାଇଁ ଯଜ୍ଞ କରୁଥିବାର ଦେଖାଯାଉଛି | ବାବା ପୁରା ବିଧି-ବିଧାନ ସହିତ ପୂଜା କରୁଥିବାର ଦେଖାଯାଉଛନ୍ତି | କିନ୍ତୁ ବାବା କରୋନା ମାତ୍ର ପଢିବାମାତ୍ରେ ଲୋକମାନେ ସମ୍ପୂର୍ଣ ଭାବେ ଡରିଗଲେ | ବାବା ଉଚ୍ଚ ସ୍ୱରରେ ଏବଂ ବଡ଼ ଖତରନାକ ଷ୍ଟାଇଲରେ ଜୋରରେ ମନ୍ତ୍ର ପଢୁଛନ୍ତି |

ଦେଖନ୍ତୁ ଭିଡିଓ :-

ଆପଣ ନିଜେ ଦେଖିପାରିବେ ଯେ ବାବା କିପରି ଜବରଦସ୍ତ ଷ୍ଟାଇଲରେ ମନ୍ତ୍ର ପଢୁଛନ୍ତି | ଯାହାକୁ ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ | ଭିଡିଓ ଦେଖିବାପରେ ଲୋକମାନେ କହିଛନ୍ତି ଯେ ଗୋ କରୋନା ଗୋ ଭିଡିଓର ନେକଷ୍ଟ ଲେଭଲ ଭିଡିଓ ଅଟେ | ଏହି ଭିଡିଓକୁ ଇନଷ୍ଟାଗ୍ରାମରେ varindertchawla ନାମକ ଜଣେ ୟୁଜର ସେୟାର କରିଛନ୍ତି | ଭିଡିଓ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି, ‘ ଗୋ କରୋନା ଗୋ ଭର୍ସନ 2.0.’ |

ସୋସିଆଲ ମିଡିଆରେ ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି | ଏହି ଭିଡିଓ ଏତେ ମଜାଳିଆ ଯେ ଲୋକମାନେ ଏହାକୁ ଦେଖି ନିଜର ହସକୁ ରୋକି ପାରୁନାହାନ୍ତି | ମନ୍ତ୍ର ପଢ଼ିବାର ଏତେ ଖତରନାକ ଷ୍ଟାଇଲ ତ ବୋଧହୁଏ ଆପଣ ମଧ୍ୟ ପୂର୍ବରୁ କେବେହେଲେ ଦେଖିନଥିବେ | ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟରେ ନିଶ୍ଚିତ ଭାବେ ଜଣାଇବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *