ସବୁବେଳେ ଯୋଗ କରେ ଏହି କୁକୁର, ଭିଡିଓ ଦେଖି ଲୋକଙ୍କର ଉଡ଼ିଗଲା ହୋସ

କେବେ କୁକୁରକୁ ଯୋଗ କରୁଥିବାର ଦେଖିଛନ୍ତି କି ?

ଚିତାର ଚାଲି ଏବଂ କୁକୁରର ବୁଦ୍ଧି ଉପରେ କେବେହେଲେ ସନ୍ଦେହ କରାଯାଏ ନାହିଁ | ସୋସିଆଲ ମିଡ଼ିଆ କୁକୁରମାନଙ୍କର ଚମତ୍କାର ଭିଡିଓରେ ପରିପୂର୍ଣ ରହିଛି | ଯାହାମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ହସାଇଥାଏ ଏବଂ ଆଉ କିଛି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ | ଏହି କ୍ଲିପଟି ମଧ୍ୟ ଏହିପରି ଅଟେ, ଯେଉଁଥିରେ ଆପଣ ଏକ କୁକୁରକୁ ଯୋଗ କରୁଥିବାର ଦେଖିପାରିବେ | ସବୁଠାରୁ ଅଜବ କଥା ଏୟା ଯେ କୁକୁର ନିଜେ ନିଜର ଯୋଗ ମାଟ ବିଛାଉଛି ଏବଂ ଠିକ ସେହିପରି ଯୋଗାସନ କରୁଛି ଯେପରି ତା ସାଇଡରେ ଥିବା ମହିଳା କରୁଛନ୍ତି | ଏହି କ୍ଲିପକୁ ଖବର ଭାବରେ ଲେଖାଯିବା ବେଳକୁ ୧୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି |

ଏହି ଭିଡିଓ ଟ୍ୱିଟର ୟୁଜର @RexChapman ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ‘ଠିକରେ ଏହି କୁକୁର ଯୋଗ କରୁଛି’ | ତାଙ୍କର ଏହି ଟ୍ୱିଟକୁ ନ୍ୟୁଜ ଭାବରେ ଲେଖାଯିବା ବେଳକୁ ୭୦ ହଜାର ଲାଇକ ଏବଂ ୧୪ ହଜାରରୁ ଅଧିକ ରିଟ୍ୱିଟ ମିଳିସାରିଛି |

ଏହି କୁକୁରର ନୁଆଁ ଭିଡିଓଗୁଡିକ ଆପଣ ଇନଷ୍ଟାଗ୍ରାମ ପେଜ my_aussie_gal ରେ ଦେଖିପାରିବେ | ଏଠାରେ ଏହାକୁ ସାଢେ ଛଅ ଲକ୍ଷ ୟୁଜର୍ସ ଫୋଲୋ କରିଥାନ୍ତି | ଆଉ ହଁ, ଏହି କୁକୁର Australian Shepherd ପ୍ରଜାତିର ଅଟେ, ଯିଏକି ନିଜ ମାଲିକାଣିଙ୍କ ସହିତ ଅନେକ ଭିଡିଓ କରିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *