ବରଯାତ୍ରୀ ନେଇ ଦୁଇ ଜଣ ବର ପହଞ୍ଚିଗଲେ ଗୋଟିଏ କନ୍ୟାଙ୍କ ଘରେ, ସମସ୍ତେ ଆଶ୍ଚର୍ଯ୍ୟ,ଆଉ ତା ପରେ ..ଜାଣନ୍ତୁ ପୁରା ଘ-ଟ-ଣା

ଜଣେ କନ୍ୟା ପାଇଁ ଦୁଇ ଜଣ ବର। ଜଣେ କନିଆକୁ ବିବାହ କରିବା ପାଇଁ କନ୍ୟା ଘରେ ଦୁଇ ଦୁଇ ଜଣ ବର ପହଞ୍ଚିଗଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଉତ୍ତରପ୍ରଦେଶ କନୌଜରେ ଏଭଳି ଘ-ଟ-ଣା ଘଟିଛି। ବିବାହ ମଣ୍ଡପରେ ଦୁଇ ଦୁଇ ଜଣ ବରଙ୍କୁ ଦେଖି ପରିବାର ଲୋକଙ୍କର ଆଶ୍ଚର୍ଯ୍ୟ ହୋଇଗଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛିକି ବିବାହ ମଣ୍ଡପରେ ପହଞ୍ଚିଥିବା ଦୁଇ ଜଣ ବରଙ୍କ ମଧ୍ୟରୁ ଜଣେ ହେଉଛନ୍ତି କନ୍ୟାଙ୍କ ପ୍ରେମିକ ଓ ଅନ୍ୟ ଜଣଙ୍କୁ ଝିଅ ଘରଲୋକ ପସନ୍ଦ କରିଥିଲେ।

କନୌଜ କକଲାପୁର ଗାଁରେ ସୌରିଖ ଥା-ନା ଅଞ୍ଚଳର ବର ବରଯାତ୍ରୀ ନେଇ ବିବାହ କରିବାକୁ ଯାଇଥିଲେ। କନ୍ୟାଘର ଲୋକେ ବରକୁ ସ୍ବାଗତ କରିବା ଲାଗି ମଧ୍ୟ ପହଞ୍ଚିଲେ। ଯେତେବେଳେ ବିବାହ ରୀତିନୀତି ଚାଲିଥିଲା ସେତେବେଳେ ଜଣାପଡିଲାଯେ କନ୍ୟାଙ୍କର ପ୍ରେମିକ ମଧ୍ୟ ବରଯାତ୍ରୀ ଧରି ସେଠାରେ ପହଞ୍ଚିଛନ୍ତି। ପ୍ରେମିକଙ୍କୁ ଦେଖି କନ୍ୟା ଖୁସି ହୋଇଗଲେ, ମାତ୍ର ଘର ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରେମିକଙ୍କୁ ଦେଖି ଯୁବତୀ ଜଣକ ବିବାହ କରିବା ପାଇଁ ମନା କରିଦେଇଥିଲେ। କେହି ଜଣେ ଏହି ସମୟରେ ପୋ-ଲି-ସକୁ ଖବର ଦେଇଦେଇଥିଲା

Google

ଘ-ଟ-ଣାସ୍ଥ-ଳରେ ପୋ-ଲି-ସ ପହଞ୍ଚି ଉଭୟ ବରଙ୍କୁ ଥା-ନାକୁ ନେଇଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଉଲ୍ଲେଖଯୋଗ୍ୟଯେ, ଯୁବତୀଙ୍କ ପ୍ରେମିକଙ୍କର ମଧ୍ୟ ଜୁନ ୨୩ ତାରିଖରେ ବିବାହ ସ୍ଥିର ହୋଇଥିଲା। ସେ ଝିଅ ଘର ଲୋକ ମଧ୍ୟ ସେଠାରେ ପହଞ୍ଚି ପା-ଟିତୁ-ଣ୍ଡ କରିବାକୁ ଲାଗିଲେ। ତିନି ପକ୍ଷ ମଧ୍ୟରେ ଆଲୋଚନା କରାଯାଇ ଯୁବତୀଙ୍କର ବିବାହ ପୋ-ଲି-ସ ଉପସ୍ଥିତିରେ ତାଙ୍କର ପ୍ରେମିକଙ୍କ ସହ କରିଦିଆଗଲା। ଅନ୍ୟ ପଟେ ବର ହୋଇ ଆସିଥିବା ଯୁବକଙ୍କୁ ସେହି ଗାଁରେ ଅନ୍ୟ ପ୍ରସ୍ତାବ ମିଳିବା ପରେ, ସେହି ରାତିରେ ତାଙ୍କର ବିବାହ କରିଦିଆଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *