ହେ ଭଗବାନ : ସ୍ତ୍ରୀ ପକେଟରୁ ୧୦ ଟଙ୍କା ନେଇଥିବାରୁ ସ୍ୱାମୀ ଠେ-ଙ୍ଗା ଧରି ପି-ଟି ଚାଲିଲା,ଦେଖନ୍ତୁ ଭିଡିଓ,ଆପଣଙ୍କ ର-କ୍ତ ଗ-ରମ ହୋଇଯିବ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ | ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଦେହ ମଧ୍ୟ କ-ମ୍ପି ଉଠିବ | ଉତ୍ତରପ୍ରଦେଶର ଶ୍ରାବସ୍ତି ଜିଲ୍ଲାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଏହି କଥା ପାଇଁ ଖୁବ ପି-ଟି-ଲା, କାରଣ ସେ ମ-ଦ ପିଇବାପାଇଁ ଟଙ୍କା ଦେଇନଥିଲେ |

ଉତ୍ତରପ୍ରଦେଶର ଶ୍ରାବସ୍ତିର ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଜଣେ ମ-ଦ୍ୟ-ପ ସ୍ୱାମୀ ନିଜ ସ୍ତ୍ରୀକୁ ବହୁତ ନି-ର୍ଦ୍ଦ-ୟ ଭାବେ ମା-ଡ ମା-ରୁଥି-ବାର ଦେଖାଯାଉଛି | ଭିଡ଼ିଓଟି ଥା-ନା କୋତବାଲି ଭିନଗାର ମଛରିହବା ଗାଁର ଅଟେ | ସ୍ତ୍ରୀ ମ-ଦ ପିଇବାପାଇଁ ସ୍ୱାମୀକୁ ଟଙ୍କା ନ ଦେବାରୁ ଅ-ସନ୍ତୁ-ଷ୍ଟ ରା-କ୍ଷ-ସ ସ୍ୱାମୀ ସ୍ତ୍ରୀକୁ ଠେ-ଙ୍ଗାରେ ପି-ଟି ଚାଲିଛି | କା-ନ୍ଦୁଥି-ବା ସ୍ତ୍ରୀ ଅ-ନୁରୋ-ଧ କରି ଭିକ ମା-ଗି କହୁଛି ଯେ ସେ କେବଳ ପକେଟରୁ ୧୦ ଟଙ୍କା ନେଇଛନ୍ତି |

ଦେଖନ୍ତୁ ଭିଡିଓ :-

କା-ନ୍ଦି କା-ନ୍ଦି ପିଲାଟି ଏହି ଘ-ଟ-ଣାର ଭିଡିଓ ତିଆରି କରିଛି | ସୋସିଆଲ ମିଡିଆରେ ହୃ-ଦ-ୟ ଥ-ରାଇ-ଲା ଭଳି ଏ ଭିଡିଓ ଭାଇରଲ ହେବାପରେ ଲୋକଙ୍କର ର-କ୍ତ ଗ-ରମ ହେଇଯାଇଛି | ଲୋକମାନେ ଉତ୍ତରପ୍ରଦେଶ ପୋ-ଲି-ସ-କୁ ଏହି ରା-କ୍ଷ-ସ ବ୍ୟକ୍ତି ବି-ରୋ-ଧ-ରେ କ-ଡା ଆ-କ୍ସ-ନ ନେବାକୁ କହିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *