ନୂଆ ପ୍ଲାନ୍ : ପ୍ରତିମାସରେ ଆପଣଙ୍କ ଖାତାକୁ ଆସିବ ୮୭୫୦ ଟଙ୍କା ମାତ୍ର କରାଇ ନିଅନ୍ତୁ ଏହି ପ୍ଲାନ

ସାଧାରଣ ବ୍ୟକ୍ତି ନିଜ ପ୍ରତିଦିନର ଜୀବନ ଚଳାଇବା ପାଇଁ ଯେତିକି ଖର୍ଚ୍ଚ କରିଥାଏ ସେ ଚାହିଁକି ବି ନିଜ ମନପସନ୍ଦ ଜିନିଷ କିଣିପାରେ ନାହିଁ । ଖାଆସ କରି ଚାକିରୀ କରିଥିବା ଲୋକଙ୍କ କଥା କହିବାକୁ ଗଲେ ତାଙ୍କ ପାଖରେ ମାସ ଶେଷ ବେଳକୁ ଟଙ୍କା ବଞ୍ଚି ପାରେନାହିଁ । ଯଦି ଆପଣ ଏମାନଙ୍କ ମଧ୍ୟରୁ ଜଣେ ଓ ଆପଣ ଚାହାଁନ୍ତି କୁଆଡୁ କିଛି ଟଙ୍କା ଆସିଗଲେ ଏଲଆଇସି ନୂଆ ଜୀବନ ପ୍ଲାନରେ ଫାଇଦା ଉଠାଇପାରିବେ । ଆପଣଙ୍କୁ ମାସିକ ଏକ ଖାଆସ ଟଙ୍କା ନିବେଶ କରିବାକୁ ହେବ ଯାହାଦ୍ୱାରା ଆପଣଙ୍କୁ ମାସିକ କିମ୍ବା ବାର୍ଷିକ ଏକ ନିର୍ଦ୍ଧାରିତ ଟଙ୍କା ମିଳିଯିବ ।

ଯଦି ଆପଣ ଚାହାଁନ୍ତି ଆପଣଙ୍କୁ ମାସିକ ଏତିକି ଟଙ୍କା ମିଳୁ ତାହେଲେ ଆପଣଙ୍କୁ LIC ର ନୂଆ ଜୀବନ ଆନନ୍ଦ ପ୍ଲାନରେ ନିବେଶ କରିବାକୁ ହେବ । ସରକାରୀ ବୀମା କମ୍ପାନୀ LIC ର ଏହା ଏକ ପେନସନ ପ୍ଲାନ ଅଟେ । ଯେଉଁଥିରେ ଆପଣ ମାସକୁ ମାସ ଟଙ୍କା ଲଗାଇ ଏକ ନିର୍ଧାରିତ ରାଶି ପ୍ରତିମାସରେ ପାଇବେ।

Google

ମାସକୁ ୮୭୫୦ ଟଙ୍କା ପାଇବାକୁ ହେଲେ ଏହା କରିବାକୁ ହେବ:-

ଏଲଆଇସିର ନୂଆ ଜୀବନ ଆନନ୍ଦର ଫାଇଦା ସେମାନଙ୍କୁ ଅଧିକ ମିଳିଥାଏ ଯାହାକୁ ଅଳ୍ପ ବୟସ ହୋଇଥାର । ଉଦାହରଣ ସ୍ୱରୂପ ଆପଣ ୩୫ ବର୍ଷ ବୟସରେ ୫ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ଓ ୨୦ ବର୍ଷ ପରେ ଆପଣଙ୍କୁ ୧.୦୫ ଲକ୍ଷ ଟଙ୍କା ମାସକୁ ୮୭୫୦ ଟଙ୍କା ରୂପରେ ମିଳିବ । ଏହାର ଆଉ ଗୋଟିଏ ଫାଇଦା ଏହା ହେଉଛି କି, ଆପଣ ନିଜର ନିବେଶର ୫ ବର୍ଷ ପରେ ଏହାର ମାସିକ ପେନସନ ଫିକ୍ସ କରିପାରିବେ । ଯଦିଓ ଆପଣଙ୍କ ରାଶି କମ ହୋଇଯିବ । ଏହି ସ୍କିମରେ ୨୧.୬ ପ୍ରତିଶତ ଦରରେ ବାର୍ଷିକ ସୁଧ ମିଳିଥାଏ ।

ଏହାର ମଧ୍ୟ ଲାଭ ହେବ :-

ଯଦି ଆପଣ ପଲିସି ନେବାପରେ ଆପଣଙ୍କୁ ଲାଗୁଛି ଆପଣ ଏଥିରୁ ବାହାରକୁ ବାହାରିବାକୁ ଚାହୁଁଛନ୍ତି ତ ଆପଣ ତିନିମାସ ଭିତରେ ଏହି ରାଶି କୁ ଉଠାଇପାରିବେ । ଯଦିଓ ଆପଣ ଏମିତି କରୁନାହାନ୍ତି ଓ ଏହାକୁ ଲମ୍ବା ଅବଧି ପର୍ଯ୍ୟନ୍ତ ଚଳାଉଛନ୍ତି ତାହେଲେ ଆପଣଙ୍କୁ ଏହାର ଫାଇଦା ମିଳିବ । ଏହାକୁ ଆପଣ ୩୦ ବର୍ଷ ବୟସରୁ ଆରମ୍ଭ କରିପାରିବେ । ଥରେ ପଲିସି ଆକ୍ଟିଭ ହେବାର ତିନିମାସ ପରେ ଆପଣ ଏଥିରେ ଲୋନ ମଧ୍ୟ ନେଇପାରିବେ । ଲୋନ ରାଶି ଆପଣଙ୍କ ଜମା ହୋଇଥିବା ରାଶିର ୮୦ ରୁ ୯୦ ପ୍ରତିଶତ ହେବ ।

Leave a Reply

Your email address will not be published. Required fields are marked *