WHO ର ଚେ-ତାବ-ନୀ : କରୋନାର ଦ୍ଵିତୀୟ ଲହରୀ ଅଧିକରୁ ଅଧିକ ମା-ରାତ୍ମ-କ ହେବାକୁ ଯାଉଛି,ଜାଣନ୍ତୁ କଣପାଇଁ ଏହି ସମୟରେ ଛୋଟ ପିଲାଙ୍କୁ ଟୀକା ଦେବା ଉଚିତ ନୁହେଁ,ଜାଣନ୍ତୁ କାରଣ…

WHO ଶୁକ୍ରବାର ଦିନ କହିଥିଲା କି, କରୋନା ଭାଇରସର ଦ୍ଵିତୀୟ ବର୍ଷ ପ୍ରଥମ ବର୍ଷ ଠାରୁ ଅଧିକ ମା-ରାତ୍ମ-କ ପ୍ରମାଣିତ ହେବାକୁ ଯାଉଛି । ଏହି ସମୟରେ ଧନୀ ଦେଶ ମାନଙ୍କ ମଧ୍ୟରୁ ସୂଚନା ଆସୁଛି କି, ସେମାନେ ଏବେ ଟୀକା ନଲଗାଇ ଗରିବ ଦେଶକୁ ଦିଅନ୍ତୁ । ଆପଣଙ୍କୁ ଜଣାଇଦେଉଛୁ କି, କାନାଡ଼ା ଓ ଆମେରିକା 12 ରୁ 15 ବର୍ଷ ବୟସର ପିଲାଙ୍କୁ ଟୀକାକରଣ ପାଇଁ ମଞ୍ଜୁରୀ ଦେଇଛନ୍ତି ।

WHO ର ମହାନିର୍ଦେଶକ ଟ୍ରେଡ୍ରସ ଅଦନୋମ କହିଛନ୍ତି କି, ମହାମାରୀ ର ଦ୍ଵିତୀୟ ବର୍ଷ ପ୍ରଥମ ବର୍ଷ ମୁକାବିଲାରେ ଅଧିକ ଖତରନାକ ହେବାକୁ ଯାଉଛି । ଶୁକ୍ରବାର ଦିନ ପ୍ରେସ କନ୍ଫରେନ୍ସରେ ସେ ଧନୀ ଦେଶ ମାନଙ୍କ ପିଲାଙ୍କୁ ଟୀକାକରଣ ନକରାଇବାକୁ ଅପିଲ କରିଛନ୍ତି । ମୁଁ ବୁଝାଇବାକୁ ଚାହୁଁଛି କି, କାହିଁକି କିଛି ଦେଶର ପିଲା ଓ କିଶୋର ମାନଙ୍କୁ ଟୀକାକରଣ କରିବା ଆବଶ୍ୟକ ନୁହେଁ । କିନ୍ତୁ ମୁଁ ତାଙ୍କୁ ନିବେଦନ କରୁଛି କି, ଏହାଉପରେ ଆଉଥରେ ବି-ଚା-ର କରନ୍ତୁ ଓ ଏହା ବଦଳରେ କୋଭାକ୍ସ ପ୍ରୋଗ୍ରାମ ପାଇଁ ଭ୍ୟାକ୍ସିନ ଦାନ କରାଯାଉ ।

Google

WHO ର ଏକ ବିଶେଷଜ୍ଞଙ୍କ ମୁତାବିକ, ଆସୁଥିବା ସମୟରେ କରୋନା ଭାଇରସର ଆହୁରି ନୂଆ ଷ୍ଟ୍ରେନ ମିଳିବ । ଏବେ ଆମକୁ ଜଣାଅଛି ଯେ, ଆମକୁ କଣ କରିବାକୁ ହେବ । କୋବୁଇଡ଼-19 କୁ ନେଇ WHO ର ଟେକନିକାଲ ଲିଡ଼ ମାରିଆ ବାନ କେରକୋବ କହିଥିଲେ କି, ମୁଁ ଭୟକୁ କିଛି ଉତ୍ପାଦକତା ଓ ସବଳତା ଦିଗରେ ମୋଡ଼ିବାକୁ ଚାହିଁବି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *