ଏକ ତରଫା ପ୍ରେମରେ ଯୁବକ କଲା ଏମିତି କା-ଣ୍ଡ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏମିତି ଆଗରୁ ହୋଇଥିବାର ଆପଣ କେବେ ଶୁଣି ନଥିବେ

ଏକତରଫା ପ୍ରେମରେ ପାଗଳ ଏକ ଯୁବକ ଝିଅଟିର ବାହାଘର ମଣ୍ଡପରେ କରିଦେଲା ଏମିତି କା-ଣ୍ଡ ଯାହାଦ୍ୱାରା ସେଠାରେ ହଇଚଇ ହୋଇଯାଇଥିଲା । ସେ ଝିଅଟିର ବର ସାମ୍ନାରେ ଯାଇ ହ-ଙ୍ଗା-ମା କରିଦେଲା ଓ ଝିଅଟି ମଥାରେ ସିନ୍ଦୂର ମଧ୍ୟ ପିନ୍ଧାଇ ଦେଲା । ଲୋକମାନେ ଏହାପରେ ଯୁବକକୁ ଧରି ପି-ଟିଥି-ଲେ ଓ ପୋ-ଲି-ସକୁ ଦେଇଥିଲେ । ପୋ-ଲି-ସ ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ରାତି ପ୍ରାୟ 11 ଘଟିକା ସମୟରେ ଷ୍ଟେଜ ରେ ଜୟମାଳାର ରସମ ଚାଲୁଥିଲା । ବର ଓ କନ୍ୟା ଉଭୟ ଷ୍ଟେଜ ଉପରେ ଥିଲେ । ଉଭୟ ପରସ୍ପରକୁ ଜୟମାଳା ପିନ୍ଧାଇବାକୁ ଥିବାବେଳେ ଗୋଲୁ ବିଶ୍ଵକର୍ମା କୁରାଢ଼ୀ ନେଇ ଆସିଥିଲା ଓ ବର ଉପରେ ଲଗାଇ ଦେଇଥିଲା । ବର କିଛି କରିବା ଆଗରୁ ସେ ଏମିତି କା-ଣ୍ଡ କରିଦେଇଥିଲା କି, ସମସ୍ତେ ଚକିତ ହୋଇ ରହିଗଲେ । ବର କୁ କୁରାଢ଼ୀ ଦେଖାଇ ପାଗଳ ପ୍ରେମିକ ପ୍ରେମିକା ମଥାରେ ସିନ୍ଦୁର ଦେଲା । ଏହାପରେ ସେଠାରେ ମା-ମ-ଲା ଗମ୍ଭୀର ରୂପ ନେଇଥିଲା ।

Google

ଗ୍ରାମ ଲୋକେ ଯୁବକକୁ ଧରି ବହୁତ ପି-ଟି-ଲେ :-

ପରିବାର ଲୋକେ ଗ୍ରାମ ଲୋକଙ୍କ ସହାୟତାରେ ଯୁବକକୁ ନିର୍ଧୁମ ଛେ-ଚିଥି-ଲେ ଓ ପୋ-ଲି-ସକୁ ହସ୍ତାନ୍ତର କରିଦେଲେ। ପୋ-ଲି-ସ ଏହାପରେ ଯୁବକକୁ ହସ୍ପିଟାଲ ପଠାଇଥିଲେ । ଏହାପରେ ବର ପକ୍ଷର ଲୋକେ କନ୍ୟା ଗ୍ରହଣ କରିନଥିଲେ କିନ୍ତୁ ପଞ୍ଚାୟତ ବସିବାପରେ ଶେଷରେ କନ୍ୟା ବିଦା ହୋଇଥିଲା।

ଘ-ଟ-ଣାଟିରେ ଖୋରାବାର କ୍ଷେତ୍ରରେ ରହୁଥିବା ଯୁବତୀର ବିବାହ ଦେବରିଆ ଜିଲ୍ଲାରେ ହେବାର ଥିଲା । ଝିଅଟିର ଘରଲୋକେ ସାରା ପ୍ରସ୍ତୁତି କରିଥିଲେ । ବରଯାତ୍ରୀ ମଧ୍ୟ ଉପସ୍ଥିତ ସମୟରେ ପହଞ୍ଚିଥିଲା । ଯେତେବେଳେ ବର- କନ୍ୟା ଉଭୟ ଜୟମାଳା ପିନ୍ଧାଇ ପରସ୍ପର ସହିତ ଚିରଦିନ ରହିବାକୁ ସଂକଳ୍ପ କରୁଥିଲେ ସେତେବେଳେ ସେଠାକୁ ଏକ ଯୁବକ ଆସି ଡ୍ରାମା ଆରମ୍ଭ କରିଦେଇଥିଲା ।

Leave a Reply

Your email address will not be published. Required fields are marked *