ବାପା ପଡିଛନ୍ତି ହସ୍ପିଟାଲରେ,ସେପଟେ ବାପାକୁ ବଞ୍ଚାଇବା ପାଇଁ ପୁଅ କରୁଛନ୍ତି ଦ-ଣ୍ଡବ-ତ ପରିକ୍ରମା,ଜାଣନ୍ତୁ ପୁରା ଘଟଣା

କରୋନାର ଏହି ଦ୍ଵିତୀୟ ଲହର ଭଲ ଭଲ ଲୋକଙ୍କୁ ଭା-ଙ୍ଗି ରଖିଦେଇଛି। ଏମିତି ଏକ ମାମଲା ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଆସିଛି ଯେଉଁଠି କୋଭିଡରେ ସଂକ୍ରମିତ ପିତାଏନକେ ବଞ୍ଚାଇବା ପାଇଁ ପୁଅ ଦ-ଣ୍ଡବ-ତ ପରିକ୍ରମା କରିଛନ୍ତି। ପ୍ରାଇଭେଟ ହସ୍ପିଟାଲ ରୁ ଅଚଳଶ୍ଵେର ମହାଦେବ ପର୍ଯ୍ଯନ୍ତ ୩ ଦିନ ଧରି ପୁଅ ପରିକ୍ରମା କରୁଛି। ଡାକ୍ତର ତାଙ୍କୁ କହିଲେକି ବର୍ତ୍ତମାନ ଭଗବାନ ର-କ୍ଷା କରିପାରିବେ, ମୋ ହାତରୁ ମା-ମ-ଲାଟି ବାହାରି ଯାଇଛି।

Google

ଏହି ଘ-ଟ-ଣା ଗ୍ୱାଲିୟରର ଏକ ପ୍ରାଇଭେଟ ହସ୍ପିଟାଲରେ ଘଟିଛି। ସଂକ୍ରମଣରେ ଭିଣ୍ଡ ନିବାସୀ ୫୧ ବର୍ଷୀୟ ରାମକୁମାର ଶର୍ମା ପ୍ରୋଫେସନାଲରେ ହାର୍ଡୱେୟର ବ୍ୟବସାୟୀ ଅଟନ୍ତି। ତାଙ୍କର ପୁଅ ଶିବମ, ପିତାଙ୍କର ଫୁସଫୁସ ୭୫ପ୍ରତିଶତ ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ୧୫ଦିନ ପୂର୍ବେ ଗ୍ୱାଲିୟରର ଜନକ ହସ୍ପିଟାଲ ନେଇ ଆସିଥିଲେ।

ପିତାଙ୍କ ଚିକିତ୍ସା ପାଇଁ ପୁଅ ଲକ୍ଷ ଲକ୍ଷ ତାଙ୍କ କରିସାରିଲେଣି। ଚିକିତ୍ସା ସମୟରେ ଶିବମ ରେମଡେସିବିର ଇଞ୍ଜେକ୍ସନ ଅଧିକ ଦାମରେ କିଣିଥିଲେ। ଡାକ୍ତର ଯେତିକି ଫିସ ମାଗିଥିଲେ ସେ ସେତିକି ଦେଇଥିଲେ। ସେମାନେ ଯଥାସମ୍ଭବ ପ୍ରୟାସ କରିଥିଲେ ଏହା ପରେ ପିତା ରାମକୁମାରଙ୍କ ସ୍ଥିତିରେ କୌଣସି ସୁଦ୍ଧାର ଆସିନଥିଲା।

Google

ତିନି ଦିନ ପୂର୍ବେ ଡାକ୍ତର ହାତ ଟେକିଦେଇଥିଲେ। ହସ୍ପିଟାଲର ଡାକ୍ତର ଭେଣ୍ଟିଲେଟରରେ ଅକ୍ସିଜେନ ଦେଉଥିଲେ। ଡାକ୍ତର ଉତ୍ତର ଦେଇ କହିଲେକି ବର୍ତ୍ତମାନ ଆମ ହାତରେ ଆଉ କିଛି ନାହିଁ। ଶରୀରରେ ସଂକ୍ରମଣ ବ୍ଯାପିଯାଇଛି। ଫୁସଫୁସ ସଠିକ ଭାବରେ କାମ କରୁନାହିଁ

ପିତାଙ୍କର ଏମିତି ସ୍ଥିତି ଦେଖି ପୁଅ ଶିବମ କହିଲେକି ବର୍ତ୍ତମାନ ମୁଁ କଣ କରିବି? ସେତେବେଳେ ଡାକ୍ତର କହିଲେକି ବର୍ତ୍ତମାନ ଭଗବାନ ହିଁ ବଞ୍ଚାଇ ପାରିବେ।

ଏହା ଶୁଣି ପୁଅ ଶିବମ ଓ ତାଙ୍କର ଜଣେ ସମ୍ପର୍କୀୟ ଜନକ ହସ୍ପିଟାଲର ଅଚଳଶ୍ଵେର ମହାଦେବ ମନ୍ଦିର ପର୍ଯ୍ଯନ୍ତ ପାଖାପାଖି ୩କିଲୋମିଟର ଦଣ୍ଡବତ ପରିକ୍ରମା ଆରମ୍ଭ କରିଦେଲେ। ସେ ତିନିଦିନ ଲଗାତାର ଏହିପରି ପରିକ୍ରମା କରୁଛନ୍ତି। ବର୍ତ୍ତମାନ ଶିବମ, ଅଚଳଶ୍ଵେର ମହାଦେବର ଶରଣରେ ଅଛନ୍ତି। ଶିବମଙ୍କର କହିବା କଥାକି ଭଗବାନ ଅଚଳଶ୍ଵେର ମହାଦେବ ମୋର ପିତାଙ୍କୁ ର-କ୍ଷା କରିବେ। ବର୍ତ୍ତମାନ ମନ୍ଦିରର ପଣ୍ଡିତ, ପୂଜାରୀ ଓ ଶ୍ରଦ୍ଧାଳୁଙ୍କୁ ଭରସା ଅଛିକି ବହଗବାନ ଅଚଳଶ୍ଵେର ପ୍ରତ୍ଯେକ ବିଗିଡି ଯାଇଥିବା କାମକୁ କରିଦିଅନ୍ତି। ନିଶ୍ଚିତ ଭଲ ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *