ଦେଖନ୍ତୁ ଭିଡିଓ : ଅଣ୍ଡା ଚୋ-ରାଇଲେ ପୋ-ଲି-ସ୍ ଭାଇ,ଭିଡିଓ ଦେଖିଲେ ହସି ହସି ଗଡିଯିବେ

ସୋସିଆଲ ମିଡିଆରେ ପ୍ରତିଦିନ ଗୋଟିଏ ନା ଗୋଟିଏ ଭିଡିଓ ଭାଇରାଲ ହୋଇଥାଏ|କେଉଁ ଭିଡିଓରେ ମୁହଁରେ ହସ ଆସିଥାଏ ତ କେଉଁଥିରେ ରାଗ|ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ପୋ-ଲି-ସ ସୈ-ନ୍ୟ ବହୁ ଚତୁରତା ସହକାରେ ଚୋ-ରୀ କରୁଥିବା ଦେଖାଯାଇଛି|ସଞ୍ଜୟ ତ୍ରିପାଠୀ ନାମକ ପତ୍ରାକାର ଏହି ଭିଡିଓକୁ ଟୁଇଟ୍ କରିଛନ୍ତି|ସେ ଏହାର କ୍ୟାପ୍ସନ ଦେଇଛନ୍ତି ଯେ”ବଡ ଚତୁରତାର ସହ ଏହି ଚୋ-ରୀ କରାଯାଉଛି,ନହେଲେ ଆ-ର୍ମି ପୋଷାକଧାରୀର ଚମଡା ଉତାରି ଦେଇଥାନ୍ତେ”

ଭାଇରାଲ ଭିଡିଓରେ ପୋ-ଲି-ସକୁ ସୈ-ନ୍ୟ ପୋଷାକରେ ଦେଖାଯାଇଛି|ତା ମୁଣ୍ଡରେ ପଗଡି ରହିଛି|ସାମ୍ନାରେ ଠିଆ ହୋଇଥିବା ଗାଡ଼ିରେ ପଞ୍ଜାବ ନମ୍ବର ରହିଛି|ସେଥିପାଇଁ କୁହାଯାଇଛି ଏହି ଭିଡିଓ ପଞ୍ଜାବ ପୋ-ଲି-ସର ଅଟେ|

ଭାଇରାଲ ଭିଡିଓରେ ସୈ-ନ୍ୟ ସଡକରେ ଠେଲାରୁ ଅନ୍ୟ ଆଡକୁ ଅନେଇ ନିଜ ପକେଟରେ ଅଣ୍ଡା ରଖୁଥିବା ଦେଖାଯାଇଛି|ସେ ଗୋଟିଏ ଗୋଟିଏ କରି ୨-୩ ଟି ଅଣ୍ଡା ନିଜ ପକେଟରେ ରଖୁଛି|ଠେଲାବାଲା ଆସିବା ପୂର୍ବରୁ ସେ ସେଠାରୁ ବାହାର କରିବାକୁ ଚେଷ୍ଟା କରିଥିଲେ|ଟୁଇଟରରେ ଲୋକମାନେ ପଞ୍ଜାବ ପୋ-ଲି-ସକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *