ବିନା ଡ୍ରାଇଭରରେ ଚାଲିଯାଉଥିଲା କାର୍,ପଛ ସିଟରେ ଆରାମରେ ବସିଥିଲେ ବ୍ୟକ୍ତି,ପୁଣି ପୋ-ଲି-ସ ଏମିତି ଶିଖେଇଲ ବୁଦ୍ଧି,ଦେଖନ୍ତୁ ଭିଡ଼ିଓ

ଟେସଲା ବିଷୟରେ ସମସ୍ତେ ଜାଣନ୍ତି,ଟେସଲା ଏକ ଜଣାଶୁଣା କାର|ସିକ୍ୟୁରିଟି ଓ ସେଫ୍ଟିକୁ ଧ୍ୟାନରେ ରଖି ଏହି କାର ବନାଯାଇଛି|କାରର ସବୁଠାରୁ ଖାସ କଥା ଏହା ଯେ ଏଥିରେ ଅଟୋ ପାଇଲଟ୍ ମୋଡ୍ ମଧ୍ୟ ରହିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଵସିବାର ଅଛି,ଓ କାର ଆପେଆପେ ଚାଲେ|ଏତିକି କେଵଳ ନାହିଁ, ଏହି କାରରେ ରିମୋଟ ଡ୍ରାଇଭିଙ୍ଗ ସିଷ୍ଟମ୍ ମଧ୍ୟ ରହିଛି|ଏବେ ଏମିତି ଏକ ଘ-ଟ-ଣା ସାମ୍ନାକୁ ଆସିଛି,ଯେଉଁଥିରେ କାରର ମାଲିକ ପଛରେ ବସିଥିଲା ଓ କାର ଆପେଆପେ ଚାଲୁଥିଲା|

Google

କାର୍ଲିଫର୍ଣିଆ ହାଇୱେ ପେଟ୍ରୋଲର ଗୋଲ୍ଡେନ ଡିଭିଜନ ଏହି ଫଟୋ ରିଲିଜ କରିଛନ୍ତି|ଫେସବୁକରେ ଏହି ଫଟୋ ସେୟାର କରାଯାଇଛି|ଏଥିରେ ଟେସ୍ଲା କାରର ମାଲିକ ନିଜ ଗାଡିରେ ଆରାମରେ ପଛରେ ବସିଛି ଓ କାର ଆପେଆପେ ଚାଲୁଅଛି|ପୋଲିସ ଫେସବୁକରେ କହିଛନ୍ତି ଯେ ତାଙ୍କୁ ଏହି କଥାର ତଥ୍ୟ ଅନ୍ୟ ସୂତ୍ରରୁ ମିଳିଥିଲା|

ଏହି ଫଟୋକୁ ସେୟାର କରି ପୋ-ଲି-ସ ଲୋକମାନଙ୍କୁ ଏକ ସନ୍ଦେଶ ଦେଉଛନ୍ତି ଯେ ଯଦି ଆପଣ ହାଇୱେରେ କାହାକୁ ଏମିତି କରୁଥିବା ଦେଖନ୍ତି ତେବେ ପୋ-ଲି-ସକୁ ଶିଘ୍ର ଏହି କଥାର ସୂଚନା ଦିଅନ୍ତୁ|ଫଳରେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|ଏବେ ପୋ-ଲି-ସ ସେହି ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି|

ସେୟାର କରାଯାଇଥିବା ଏହି ଭିଡିଓରେ ଆପଣ ଦେଖିବେ ଯେ ଗାଡିର ଷ୍ଟିୟରିଙ୍ଗ ଖାଲି ରହିଛି ଓ ପଛରେ ଜଣେ ବ୍ୟକ୍ତି ବସିଛି|ଗାଡି ଆପେଆପେ ଚାଲୁଅଛି|କାର୍ଲିଫର୍ଣିଆ ନି-ୟ-ମ ଅନୁଯାୟୀ ଅଟୋପାଇଲଟ୍ କାରରେ ସଦାବେଳେ ଷ୍ଟିୟରିଙ୍ଗ ହୁଇଲ ପଛରେ କେହିନା କେହି ରହିବା ଆବଶ୍ୟକ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *