ଯଦି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଟେଷ୍ଟ ଡ୍ର କିମ୍ବା ଟାଇ ରହେ,ତାହେଲେ କିଏ ହେବ ବିଜେତା ? ଜାଣନ୍ତୁ ସମ୍ପୂର୍ଣ ସୂଚନା

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ ମ୍ୟାଚ ପାଇଁ ଦଳ ଘୋଷଣା ହୋଇଯାଇଛି । ଏହି ମ୍ୟାଚ ଆରମ୍ଭ ହେବାକୁ ବର୍ତ୍ତମାନ ଏକମାସ ବାକି ରହିଛି । ଏହି ମ୍ୟାଚ 18 ରୁ 22 ମାର୍ଚ୍ଚ ମଧ୍ୟରେ ସାଉଥହାମ୍ପଟନ ର ହାମ୍ପଶାୟାର ବାଉଲ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଟିମ ଏହି ମ୍ୟାଚ ପାଇଁ ଇଂଲଣ୍ଡ ଯିବାଆଗରୁ ଭାରତରେ ୮ ଦିନ ପର୍ଯ୍ୟନ୍ତ ବାୟୋ ବବଲରେ ରହିବ । ଏହି ଅବଧି ମେ 25 ତାରିଖରୁ ଆରମ୍ଭ ହେବ । ଭାରତରୁ ଖେଳାଳି ମାନଙ୍କୁ ଇଂଲଣ୍ଡ ନେଇ ଯିବାପାଇଁ ଏକ ସ୍ପେଶାଲ ଚାର୍ଟଡ଼ ପ୍ଲେନର ସୁବିଧା କରାଯିବ । ଦେଖାଯାଏ ତ ଏହି ମ୍ୟାଚର ଫଳାଫଳ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି କିନ୍ତୁ ଯଦି ମ୍ୟାଚ ଟାଇ କିମ୍ବା ଡ୍ର ହୁଏ ତାହେଲେ କଣ ହେବ ଚାଲନ୍ତୁ ଦେଖିବା ।

Google

ଇଣ୍ଟରନାଶନାଲ କ୍ରିକେଟ ନିୟମ ମୁତାବିକ, 23 ଜୁନରେ ଏହି ଫାଇନାଲ ମ୍ୟାଚର ରିଜର୍ଭ ଡେ ରଖାଯାଇଛି । ଯଦି ଫାଇନାଲ୍ ମ୍ୟାଚ ଡ୍ର କିମ୍ବା ଟାଇ ରୁହେ ତାହେଲେ ଉଭୟ ଟିମକୁ ସଂଯୁକ୍ତ ବିଜେତା ଘୋଷଣା କରାଯିବ । ପ୍ଲେଇଂ କଣ୍ଡିସନରେ ମଧ୍ୟ ରିଜର୍ଭ ଡେର ଅପଶନ ରହିଛି । ଆପଣଙ୍କୁ ଜଣାଇଦେଉଛୁ କି, ଟେଷ୍ଟ ମ୍ୟାଚର ନିର୍ଦ୍ଧାରିତ ସମୟ 30 ଘଣ୍ଟା ରହିଛି । ରିଜର୍ଭ ଡେ ସେତେବେଳେ ଲାଗୁହେବ ଯେତେବେଳେ ନିୟମିତ ଦିନର ଖେଳରେ କୌଣସି ବାଧା ଆସେ ତାହେଲେ ଏହିଦିନରେ ଭରଣା କରାଯିବ ।

ଭାରତୀୟ ଟିମ :-

ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି ( ଅଧିନାୟକ), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ଋଦ୍ଧିମାନ ଶାହ ।

Google

ଷ୍ଟାଣ୍ଡ ବାଇ :- ଅଭିମନ୍ୟୁ ଈଶ୍ୱରନ, ପ୍ରସିଦ୍ଧ କୃଷ୍ନା, ଆଭେଶ ଖାନ, ଅରଜାନ ନାଗବାସବାଲା ।

ନ୍ୟୁଜିଲାଣ୍ଡ ଦଳ :-

କେନ ଉଇଲିୟମସନ, ଟମ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲଟ, ଡ୍ରଗ ବ୍ରେସୱେଲ, ଡେଭୋନ କାଂବେ, କଲିନ ଡ଼ି ଗ୍ରାଣ୍ଡହୋମ, ଜ୍ୟାକବ ଡ଼ଫି, ମ୍ୟାଟ ହେନରୀ, କାଇଲ ଯେମିସନ, ଟମ ଲଥମ, ଡେରିଲ ମିଶେଲ, ହେନରୀ ନିକୋଲାସ, ଏଯାଜ ପଟେଲ, ରଚିଚ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଟିମ ସାଉଥି, ରସ ଟେଲର, ନିଲ ୱାଗନର, ବିଜେ ୱାଟଲିଙ୍ଗ, ବିଲ ୟଙ୍ଗ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *