ତୀବ୍ର ଗତିରେ କାର ସାମ୍ନାରେ ପଲଟି ଗଲା ଟ୍ରକ, ପୁଣି ଡ୍ରାଇଭର କଲେ କିଛି ଏମିତି,ତା ପରେ …..ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଦୁ-ର୍ଘଟ-ଣାର ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି। ଅଚାନକ ତୀବ୍ର ଗତିରେ ଯାଉଥିବା ଏକ କାର ସାମ୍ନାରେ ଟ୍ରକ ଉଲଟି ପଡ଼ିଲା। ଡ୍ରାଇଭର ଯେମିତି ସେମିତି ଗାଡ଼ିକୁ ରୋକିବାରେ ଓ ନିଜକୁ ବଞ୍ଚାଇବାରେ ସଫଳ ରହିଲେ। ଏହି ଘ-ଟ-ଣା ଆମେରିକା ରାଜ୍ୟ ଅଲବାମାରେ ମେ ୧୦ତାରିଖରେ ହୋଇଥିଲା। ଏହି କାରରେ ଥିବା କ୍ୟାମେରା ଦ୍ଵାରା ସବୁକିଛି ରେ-କ-ର୍ଡ କରାଯାଇଥିଲା, ଯେଉଁ ସମୟର ଦୁ-ର୍ଘଟ-ଣା ହୋଇଥିଲା।

Google

ଭିଡ଼ିଓରେ ଦେଖିପାରିବେକି କାରର ସାମ୍ନାରେ ଏକ ଟ୍ରକ ଦେଖାଯାଏ। ସେ ବୁଲି ସଡକକୁ ଆସନ୍ତି। କିନ୍ତୁ ଦୃତ ଗତି କାରଣରୁ ଟ୍ରକର ପଛ ଅଂଶଟି ଉଲଟି ପଡେ। କାର ଏହି ଟ୍ରକର ପାଖାପାଖି ପହଞ୍ଚିଯାଏ। ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇ ଦିଏ ଓ ପଛକୁ ଗାଡ଼ି ବୁଲାଇନିଏ। ଯଦି କାରଟି ଟ୍ରକକୁ କୁଟିଥାନ୍ତା ତେବେ ବଡ ଦୁ-ର୍ଘଟ-ଣା ହୋଇଯାଇଥାନ୍ତା।

ଦୁ-ର୍ଘଟ-ଣା ରୋକି ଗଲା। ବଞ୍ଚିବା ପରେ ଡ୍ରାଇଭର କହିଲେକି,’ ଯଦି ମୁଁ ଠିକ୍ ସମୟରେ ଗାଡି ପଛକୁ କରିନଥାନ୍ତି, ତେବେ ଟ୍ରକ ତଳେ ଆସିଯାଇଥାନ୍ତି।’

ଦେଖନ୍ତୁ ଭିଡିଓ:

ମେ ୧୧ ତାରିଖରେ ଅପଲୋଡ଼ ହୋଇଥିବା, ଏହି ଭିଦିଓକୁ ୟୁଟୁବରେ ବର୍ତ୍ତମାନ ପର୍ଯ୍ୟନ୍ତ ୩,୨୦୦ରୁ ଅଧିକ ଥର ଦେଖାଯାଇଛି। ୟୁଟୁବର ଅବେ ମାଇନ ଲେଖିଛନ୍ତି,’ କର୍ମା ତୁମକୁ ର-କ୍ଷା କରିନେଲେ ଭାଇ। ଛୋଟ ଲୁହାର ଅଂଶ ୱିଣ୍ଡସିଲ୍ଡରେ ଯଦି ପଡ଼ିଥାନ୍ତା ତେବେ ଆ-ହ-ତ ହୋଇପାରିଥାନ୍ତେ। ଏହା ଭଲ ହେଲାକି ତୁମେ ସଙ୍ଗେ ସଙ୍ଗେ ଗାଡ଼ି ପଛକୁ କରିନେଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *