ଦେଖନ୍ତୁ ଭିଡ଼ିଓ : ଯୁବକ ଜଣକ ନିଜ ବାଇକରେ ୭ ଜଣଙ୍କୁ ବସାଇ ଏମିତି ଭାବରେ ଗାଡ଼ି ଚଳାଇଲା ଯେ,ଆପଣ କଣ ଯେ କେହି ବି ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଶେୟର ହେଉଥାଏ । କିନ୍ତୁ କେତେଥର ଏମିତି ଭିଡ଼ିଓ ସୋସିଆଲ ମିଡ଼ିଆକୁ ଆସିଥାଏ ଯାହାକୁ ଦେଖିଲାପରେ ସମସ୍ତେ ଚକିତ ହୋଇ ରହିଯାଆନ୍ତି । ଏହାମଧ୍ୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଶେୟର ହୋଇଛି ଯାହାକୁ ଦେଖିବା ମାତ୍ରକେ ଆପଣ ଥୟ ଧରି ପାରିବେନାହିଁ । ଭିଡ଼ିଓରେ ଦେଖିବାକୁ ମିଳିବ ଗୋଟିଏ ବାଇକରେ କେମିତି ଏତେ ମାତ୍ରାରେ ଲୋକ ବସିଛନ୍ତି । ଯେଉଁ କ୍ଷେତ୍ରରେ ଦେଖିବାକୁ ଗଲେ ବାଇକରେ ଦୁଇ ଅଧିକ ଆଇନ ମୁତାବିକ ନୁହେଁ, ସେ କ୍ଷେତ୍ରରେ ଆପଣ ଏହି ଭିଡ଼ିଓ ମାଧ୍ୟମରେ ଦେଖିପାରିବେ କି, ଦୁଇରୁ ସାତଜଣ ବସିଛନ୍ତି ଓ ଏହା ଆଇନ ଭଙ୍ଗ କରୁଛି ।

ଇଣ୍ଟରନେଟ ଦୁନିଆରେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି କି, ଯେଉଁଠାରେ ଗୋଟିଏ ବାଇକରେ ଏକରୁ ଉର୍ଦ୍ଧ୍ବ ଲୋକ ବସିଛନ୍ତି । ଏତିକି ମଧ୍ୟ ନୁହେଁ, ଯୁବକଟି ସାତ ଜଣ ଲୋକଙ୍କୁ ବାଇକ ରେ ବସାଇ ବହୁତ ଆରାମରେ ଷ୍ଟ-ଣ୍ଟ ମାରୁଛି ଯାହାକି ତା’ପାଇଁ ଏକ ଖେଳ ସଦୃଶ ଅଟେ । କିନ୍ତୁ ଏମାନେ ଭୁଲି ଯାଉଛନ୍ତି କି, ଏହି ଷ୍ଟ-ଣ୍ଟ ମାତ୍ର ଅଳ୍ପ ସମୟ ଭିତରେ ଦୁର୍ଘଟଣାର ରୂପ ମଧ୍ୟ ନେଇପାରେ ।

ଏହି ଭିଡ଼ିଓକୁ ଯିଏବି ଦେଖୁଛି ହଇରାଣ ହୋଇଯାଉଛି । ଏମିତି କରିବା ବିଲକୁଲ ମଧ୍ୟ ସଠିକ ନୁହେଁ । ଭାଇରାଲ ହେଉଥିବା ଏହି ଭିଡ଼ିଓରେ ସାଢ଼େ ୫ଲକ୍ଷ ରୁ ଉର୍ଦ୍ଧ୍ବ ଭିୟୁ ମିଳିସାରିଛି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ପବନ ଦୀପ ନାମକ ଏକ ବ୍ୟକ୍ତି ଶେୟର କରିଥିଲେ । କେତେକ ଲୋକ ଏଥିରେ ନିଜର ରିଆକ୍ସନ ଦେଇ କହିଛନ୍ତି, କୋଉଠି ଯେମିତି ଦୁର୍ଘଟଣା ହୋଇନଯାଉ ଓ ଏମିତି କରିବା ବିଲକୁଲ ଭୁଲ ଅଟେ ।

ସାଧାରଣତଃ ଦେଖାଯାଏ କେତେକ ଲୋକ ଅନ୍ୟକୁ ଦେଖାଇବାକୁ ଯାଇ ବାଇକରେ ଷ୍ଟ-ଣ୍ଟ ମାରୁଥିବାର ଦେଖାଯାଇଛି। ଏହା କେତେବାର ଏମିତି ସାଙ୍ଘାତିକ ହୋଇଯାଏ ଯେ, ବ୍ୟକ୍ତିକୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଯାଏ । ଏହିପରି ମୂର୍ଖାମୀ କେତେକ ଲୋକଙ୍କ ଜୀବନ ମଧ୍ୟ ନେଇଯାଇଥାଏ । ଏଥିପାଇଁ ଗାଡି ଚଳାଇବା ସମୟରେ ଏମିତି ଅବହେଳା କରିବା ଉଚିତ ନୁହେଁ। ଯାହାକି ଆପଣଙ୍କ ଜୀବନ ନେଇଯାଇପାରେ !

Leave a Reply

Your email address will not be published. Required fields are marked *