ବର୍ତ୍ତମାନ ଏହି କୁକୁର ସହିତ ହନିମୁନ ଯିବେ ୨୨୦ଜଣ ପୁରୁଷଙ୍କ ସହ ଡେଟ କରି ସାରିଥିବା ଏହି ଅଭିନେତ୍ରୀ ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଜଣେ ମହିଳା ଯିଏ କି ଜଣେ ପ୍ରସିଦ୍ଧ ମଡେଲ ଅଟନ୍ତି। ସେ ୨୨୦ଜଣ ପୁରୁଷଙ୍କୁ ଡେଟ କରିଛନ୍ତି କିନ୍ତୁ ମଡେଲ ଜଣକ ସେଥିରେ ସନ୍ତୁଷ୍ଟ ହୋଇନଥିବାରୁ ମଡେଲ ଜଣକ ତାଙ୍କର କୁକୁର ସହ ‘ବିବାହ’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଲିଜାବେଥ ହୋଡ ତାଙ୍କର ପୋଷା କୁକୁର ଲୋଗାନକୁ ବିବାହ କରିବା ପାଇଁ ଏକ ଚର୍ଚ୍ଚକୁ ମନାଇବା ପାଇଁ ଚାହୁଁଛନ୍ତି। କୁକୁରକୁ ବିବାହ କରିବା ପାଇଁ ବର୍ତ୍ତମାନ ଏଲିଜାବେଥ ମଧ୍ୟ ଯଥେଷ୍ଟ ଯୋଜନା କରିଛନ୍ତି। ଖବର ଅନୁସାରେ, ବିବାହ ସମୟରେ ମହିଳା ଜଣକ ବିବାହ ରିଙ୍ଗ ପିନ୍ଧିଥିବାବେଳେ ଲଗାନ ଏକ ଡ୍ରେସ ପିନ୍ଧିବେ।

ବିବାହ ସମୟରେ କେବଳ ୨୦ଜଣଙ୍କୁ ଡକାଯିବ। ଏହା ପରେ ଏଲିଜାବେଥ କୁକୁରଙ୍କ ସହ ଫ୍ରେଣ୍ଡଲି ହୋଟେଲକୁ ହନିମୁନ ପାଇଁ ଯିବେ। ବ୍ରିଟେନର ବର୍କ୍ସରେ ରହୁଥିବା ଏଲିଜାବେଥ ଦୁଇଦିନ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ମଧ୍ୟ କିଛି ବ୍ୟକ୍ତିଗତ କାରଣରୁ ସେ ଆଦୌ ବିବାହ କରି ପାରିନଥିଲେ। ଏଲିଜାବେଥ କହିଛନ୍ତିଯେ ସେ ପୁରୁଷମାନଙ୍କ ଉପରେ ଭରସା କରି ଥକି ଯାଇଛନ୍ତି। ସେ କହିଛନ୍ତିକି- ମୁଁ ଗତ ୮ବର୍ଷ ମଧ୍ୟରେ ୬ଟି ଡେଟିଂ ସାଇଟ ମାଧ୍ୟମରେ ୨୨୦ଜଣ ପୁରୁଷଙ୍କୁ ଡେଟ କରିଛି କିନ୍ତୁ ଏଥିରେ କିଛି ଭଲ ଅନୁଭୂତି ମିଳିନାହିଁ।

Google

ଏଲିଜାବେଥ କହିଛନ୍ତିକି- ଏହା ପରେ ମୁଁ ଭାବିଲିକି ଲଗାନଙ୍କୁ ବିବାହ କରିବା ସର୍ବୋତ୍ତମ ନିଷ୍ପତ୍ତି ହେବ। ସେ କଦାପି ମୋ ଠାରୁ ଦୂରେଇ ଯିବ ନାହିଁ ଏବଂ ଆମେ ଉଭୟ ପରସ୍ପରକୁ ବହୁତ ଭଲ ପାଉ ଏବଂ ଏହା ମଧ୍ୟ କହିଛନ୍ତିଯେ ଅନେକ ଲୋକ ଭାବିବେଯେ, ମୁଁ ପାଗଳ ହୋଇଗଲି, କିନ୍ତୁ ଏହା ସତ୍ୟ ଅଟେ। ଓ ଆମେ ସବୁବେଳେ ଏକାଠି ରହିବୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *