ଦେଖନ୍ତୁ ଭିଡିଓ : ମାଆ ହାତର ଲାଉ-କୁନ୍ଦୁରୀ ତରକାରୀ ଖାଇ ଖାଇ ବିରକ୍ତ ହୋଇଗଲା ଛୁଆ, ତା ପରେ ରାଗିକି ଏମିତି ଦେଲା ଜବାବ

ସୋସିଆଲ ମିଡିଆରେ ଏକ ଛୋଟ ଛୁଆର ଭିଡିଓ ବହୁ ଜୋରରେ ଭାଇରାଲ ହେଉଛି ଯାହାକୁ ଦେଖିକି ଆପଣ ମଧ୍ୟ ହସିହସି ଗଡିଯିବେ|ଭାରତରେ କରୋନାର ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି,ଏମିତିରେ ଵହୁତ ରାଜ୍ୟ ଲକଡାଉନ୍ ଲଗାଇଛନ୍ତି|ଏମିତିରେ ବଜାର ଓ ରେଷ୍ଟୁରାଣ୍ଟ ବନ୍ଦ ରହିଛି|ଏମିତିରେ ଛୁଆକୁ ଘରର ଖାଦ୍ୟ ଖାଇବାକୁ ପଡୁଛି|ଏମିତିରେ ମାଆଙ୍କ ହାତରନ୍ଧାର ଏକପ୍ରକାର ଖାଦ୍ୟ ଖାଇଖାଇ ଏତେ ବିରକ୍ତ ହୋଇଗଲାଣି ଯେ ସେ କ୍ୟାମେରା ସାମ୍ନାରେ ରାଗରେ ବିରକ୍ତି ପ୍ରକାଶ କଲା|ଏହି ଭିଡିଓକୁ ଧନରାଜ ନାଥଵାନୀ ସେୟାର କରିଛନ୍ତି|

ଭିଡ଼ିଓରେ ଦେଖାଯାଏ ଯେ ଛୁଆ ରାଗରେ କହୁଛି ଯେ “ମୋତେ ମାଆକୁ ବୁଝା ପଡୁନି|ସକାଳେ ସନ୍ଧ୍ୟାରେ ଯେତେବେଳେ ଖାଦ୍ୟ ବନାଇବା ପାଇଁ ଯିବ ପଚାରେ ପୁଅ କ’ଣ ବନେଇବି|ମୁଁ ତ ପ୍ରଥମରୁ କହେ ତୁମ ପସନ୍ଦର ବନାଅ|ପୁଣି ସେ ପଚାରିବେ|ଯେମିତି ଡିମାଣ୍ଡ କରିବି, ସେତେବେଳେ ଏହା ନାହିଁ,ସେୟା ନାହିଁ ବୋଲି କହି ଶେଷରେ ମମିର ପ୍ରିୟ ହୋଇଥାଏ କୁନ୍ଦୁରି ଓ ଲାଉ|ମୋତେ ଜଣା ପଡେନାହିଁ ସେ ପଚାରନ୍ତି କାହିଁକି?ପ୍ରଥମେ ଇଛା ଜନ୍ମାଇ ସେୟା କରନ୍ତି|”

ଧନରାଜ ନାଥବାନୀ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ମୁଁ ଆପଣଙ୍କ ଫିଲିଙ୍ଗ ବୁଝିପାରେ|

ଏହି ଭିଡିଓକୁ ସେ ୭ ମଇକୁ ସେୟାର କରିଥିଲେ, ଯେଉଁଥିରେ ଏପର୍ଯ୍ୟନ୍ତ ହଜାରେରୁ ଉର୍ଦ୍ଧ୍ବ ଭିଉ ଆସି ସାରିଲାଣି|ଏହାସହ ୧୦୦ରୁ ଉର୍ଦ୍ଧ୍ବ ଲାଇକ୍ ଓ ବହୁ ରିଟୁଇଟ୍ ମଧ୍ୟ ରହିଛି|ଲୋକମାନେ କମେଣ୍ଟ ସେକ୍ସନରେ ଗଜବ ରିଆକ୍ସନ ମଧ୍ୟ ଦେଇଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *