ମାଆ ସହିତ ଚିଡ଼ିଆଖାନା ବୁଲିବାକୁ ଆସିଥିଲା ଏକ ମାସର ପିଲା,ଗୋରିଲା ଦେଖିଲା ପରେ କଲା ଏମିତି କିଛି,ଦେଖନ୍ତୁ ଭିଡିଓ

ମନୁଷ୍ୟ ଓ ପଶୁମାନଙ୍କୁ କଥାବାର୍ତ୍ତା ହେବା ପାଇଁ ସବୁବେଳେ ଶବ୍ଦର କିମ୍ବା ଧ୍ୱନିର ଆବଶ୍ୟକତା ହୋଇନଥାଏ। ଗରିଲାର ଏହି ଭିଡିଓକୁ ଦେଖିକରି ଆପଣଙ୍କୁ ଏମିତି ହିଁ ଲାଗିବ। ବୋଷ୍ଟନରେ ଫ୍ରାଙ୍କିଲୀନ ପାର୍କ ଜୁ ରେ ଏକ ମାସର ପିଲାକୁ ଦେଖି ଗରିଲା ଅଲଗା ପ୍ରକାର ପ୍ରତିକ୍ରିୟା ଡେକା, ଏହି ଭିଡିଓକୁ ଦେଖି ଆପଣଙ୍କ ଚେହେରାରେ ମଧ୍ୟ ହସ ଆସିଯିବ। ଭିଡିଓରେ ଗରିଲା କାଚ ପଛରେ ଏକ ପିଲାକୁ ତାର ମା ସହିତ ଦେଖିଲ।

ଏହା ପରେ ଗରିଲା ଈଷାରା କରିବାକୁ ଲାଗିଲା। ଏହା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଗଲେ। ମାଇକେଲ ଅଷ୍ଟିନ ନାମକ ଜଣେ ବ୍ୟକ୍ତି ନିଜର ପତ୍ନୀ ଏମିଲିନା ଓ ଝିଅ କେନିୟନ ଏହି ମନମୋହକ ଭିଡିଓକୁ ରେ-କ-ର୍ଡ କରଯାଇଥିଲା, ଯାହାକୁ ୯୦ହଜାର ଥର ଦେଖାଯାଇସାରିଥିଲା। ଗରିଲାର ନାମ କିକି ଥିଲା। ଏହାର ବୁଲୁଥିବା ପିଲାଟିର ନାମ ପାବ୍ଲୋ ଥିଲା।

ଦେଖନ୍ତୁ ଭିଡିଓ:-

ମାଇକେଲ କହିଲେ,’ଏମିଲିନା ମୋତେ କହୁଥିଲେଇ କିକି ବହୁତ ହୃଦୟସ୍ପର୍ଶୀ ଅଟେ। ସେ ବାରମ୍ବାର କେନିୟନଙ୍କୁ ଧରୁଥିଲେ। ଦ୍ଵିତୀୟଥର ଯେତେବେଳେ କିକି ନଜର ମିଳାଇଲେ ତୋ ସେ ନିଜର ପିଲା ପାବ୍ଲୋକୁ ଧରିନେଲା ଓ ଦୁଇ ଗୋଡ ମଧ୍ୟରେ ଧରିନେଲା।’

ସେ କହିଲେକି,”ମୋର ସ୍ତ୍ରୀ ଚଟାଣରେ ବସିଥିଲେ ଓ କିକି ଆସିଲା ଓ ତୁରନ୍ତ ଆମ ସହ କଥାବାର୍ତ୍ତା ହେବାକୁ ଲାଗିଲା। ଏହା ସବୁଠାରୁ ଅଦ୍ଭୁତ ଅନୁଭବ ଥିଲା, ଯେଉଁଥିରେ ସେ କେନିୟନକୁ ହାତରେ ଧରିବାକୁ ଓ ତାକୁ କାଚ ମାଧ୍ୟମରେ ଚାଟିବାକୁ ଚେଷ୍ଟା କରୁଥିଲା, ସେ କେବଳ ଆମକୁ ଠାରରେ ଏମିତି ଦେଖୁଥିଲା ଯେମିତି ସେ କହୁଥିଲାକି “ଇଏ ଆପଣଙ୍କ ପିଲା ଅଟେ”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *