ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କରୋନାରେ ସଂକ୍ରମିତ, ୧୭ ଜଣ ମୃ-ତ

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୮୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୧୪୯ ଜଣ ଏବଂ ୪୮୩୩ ଜଣ ଲୋକାଲ କେ-ସ ରହିଛି। ଆଉ ୧୭ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃ-ତ-କଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩ ଜଣ,ବାଲେଶ୍ଵର ଜିଲ୍ଲାରୁ ଜଣେ,ବୌଦ୍ଧ ଜିଲ୍ଲାରୁ ଜଣେ,ଭୁବନେଶ୍ୱର ଜିଲ୍ଲାରୁ ୨ ଜଣ,ଢେଙ୍କାନାଳ ଜିଲ୍ଲାରୁ ଜଣେ,ଗଞ୍ଜାମ ଜିଲ୍ଲାରୁ ଜଣେ,କଳାହାଣ୍ଡି ଜିଲ୍ଲାରୁ ୨ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ଜଣେ,ନୂଆପଡ଼ା ଜିଲ୍ଲାରୁ ୨ ଜଣ,ପୁରୀ ଜିଲ୍ଲାରୁ ଜଣେ,ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫୩୯ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୦୩ ଜଣ,ବରଗଡ ଜିଲ୍ଲାରୁ ୪୩୧ ଜଣ,ଭଦ୍ରକ ଜିଲ୍ଲାରୁ ୨୩୧ ଜଣ,ବଲାଙ୍ଗୀର ଜିଲ୍ଲାରୁ ୪୨୬ ଜଣ,ବୌଦ୍ଧ ଜିଲ୍ଲାରୁ ୧୮୦ ଜଣ,କଟକ ଜିଲ୍ଲାରୁ ୮୮୫ ଜଣ,ଦେବଗଡ ଜିଲ୍ଲାରୁ ୧୨୭ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୮୯ ଜଣ,ଗଜପତି ଜିଲ୍ଲାରୁ ୧୧୧ ଜଣ,ଗଞ୍ଜାମ ଜିଲ୍ଲାରୁ ୧୭୭ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୩୨ ଜଣ,ଯାଜପୁର ଜିଲ୍ଲାରୁ ୩୪୯ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୮୦ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୭୦ ଜଣ,କନ୍ଧମାଳ ଜିଲ୍ଲାରୁ ୧୩୪ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୧ ଜଣ,କେନ୍ଦୁଝର ଜିଲ୍ଲାରୁ ୨୫୩ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୫୩୯ ଜଣ,କୋରାପୁଟ ଜିଲ୍ଲାରୁ ୧୯୫ ଜଣ,ମାଲକାନଗିରି ଜିଲ୍ଲାରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୩୯ ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୩୫ ଜଣ,ନୟାଗଡ ଜିଲ୍ଲାରୁ ୧୯୨ ଜଣ,ନୂଆପଡ଼ା ଜିଲ୍ଲାରୁ ୩୭୮ ଜଣ,ପୁରୀ ଜିଲ୍ଲାରୁ ୩୯୮ ଜଣ,ରାୟଗଡ଼ା ଜିଲ୍ଲାରୁ ୨୧୨ ଜଣ,ସମ୍ବଲପୁର ଜିଲ୍ଲାରୁ ୪୫୪ ଜଣ,ସୋନପୁର ଜିଲ୍ଲାରୁ ୨୧୫ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୯୬୪ ଜଣ ଓ ଷ୍ଟେଟ ପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୫୬୫୬୪୮ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୪୬୫୧୩୩ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯୮୨୩୦ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୧୭ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *