ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କିଆ ନୋଟ ତାହେଲେ ଆପଣ ନଗଦ ପାଇବେ ୪୫,୦୦୦ ଟଙ୍କା,ଜାଣନ୍ତୁ କିପରି ..

ଭାରତ ସରକାରଙ୍କ ତରଫରୁ ହୁଏତ ଏକ ଟଙ୍କିଆ ନୋଟ ଚଳନ ବନ୍ଦ ହୋଇଗଲା କିନ୍ତୁ ଯଦି ଏହା ଆପଣଙ୍କ ପାଖରେ ଅଛି ତାହେଲେ ଏହାର ଦର ହଜାର ହଜାର ଟଙ୍କା ହେବ ।

ଏହି ନୋଟ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ୪୫,୦୦୦ ଟଙ୍କାରେ ଟ୍ରେଡ଼ ହେଉଛି । ଏଥିରେ 1957 ମସିହାର HM ପଟେଲ ଗଭର୍ଣ୍ଣରଙ୍କ ସାଇନ ରହିଛି । ଏହାସହ ଏହି ନୋଟର ସିରିୟଲ ନମ୍ବର୍ 123456 ରହିଛି ।

ଆପଣଙ୍କୁ 26 ବର୍ଷ ପୂର୍ବରୁ ଭାରତ ସରକାର ନିଜର ୧ ଟଙ୍କିଆ ନୋଟ ଚାଳନା ବନ୍ଦ କରିଦେଇଥିଲେ । 1 ଜାନୁଆରୀ 2015 ମସିହାରେ ଏହାର ପ୍ରିଟିଂ ପୁଣି ଆରମ୍ଭ ହୋଇଥିଲା । ହୁଏତ କେତେକ ଲୋକଙ୍କ ପାଖରେ ଏହି ପୁରୁଣା ନୋଟ ରହିଥିବ।

କେଉଁଠି ହେବ ଏହି ନୋଟ ବିକ୍ରି ? :-

ମିଡ଼ିଆ ରିପୋର୍ଟସ ମୁତାବିକ, ଏହି ୧ ଟଙ୍କିଆ ନୋଟ କଏନ ବଜାର ୱେବସାଇଟରେ ବିକ୍ରି ହେଉଛି । ଏହି ୧ ଟଙ୍କିଆ ନୋଟର ମୂଲ୍ୟ 49,999 ଟଙ୍କା ଅଟେ । ଡିସ୍କାଉଣ୍ଟ ପରେ ଏହାର ଦର 44,999 ଟଙ୍କା ରହିଛି । ଏଥିପାଇଁ ଆପଣଙ୍କୁ ଏହି ୱେବସାଇଟର ଶପ ସେକ୍ସନକୁ ଯିବାକୁ ହେବ । ଏହାପରେ ଆପଣଙ୍କୁ ନୋଟ ବଣ୍ଡଲକୁ ଯିବାକୁ ହେବ ଓ ଆପଣଙ୍କୁ ସାରା ସୂଚନା ମିଳିଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *