ମହିଳାଙ୍କ ବଡ଼ ଦା-ବି – ୫୦ ଥର ଏଲିଏନ କରି ସାରିଛନ୍ତି କି-ଡନା-ପ, ଏକୁଟିଆ ନେଇଯାଇ ଶରୀରରେ କରିଥାନ୍ତି ଏପରି ଚିହ୍ନ,ଜାଣନ୍ତୁ ପୁରା ଖବର

ଏଲିଏନ ଦୁନିଆରେ ଅଛନ୍ତି କି ନାହିଁ, ଏହାକୁ ନେଇ ଅନେକ ସମୟ ଧରି ବି-ତ-ର୍କ ଚାଲିଆସିଛି | ଅନେକଥର ଅନେକ ଲୋକ ଏଲିଏନ UFO ଦେଖିଥିବାର ଦା-ବି କରିଛନ୍ତି, କିନ୍ତୁ ଏହାର କୌଣସି ପ୍ରମାଣ ମଧ୍ୟ ମିଳିନାହିଁ | ଯଦି କୌଣସି ପ୍ରମାଣ ମିଳିଗଲେ ମଧ୍ୟ ତାକୁ ଏଡ଼ିଟେଡ଼ କିମ୍ବା ମି-ଛ ବୋଲି କୁହାଯାଇଛି | ବର୍ତ୍ତମାନ ବ୍ରିଟେନର ବ୍ରାଡ଼ଫୋର୍ଡ଼ରେ ରହୁଥିବା ୫୦ ବର୍ଷୀୟ ପାଉଲା ସ୍ମିଥ ଦା-ବି କରିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ପଚାଶରୁ ଅଧିକଥର ଏଲିଏନ କି-ଡନା-ପ କରି ସାରିଛନ୍ତି | ପାଉଲା କହିଛନ୍ତି ଯେ ଏଲିଏନ ତାଙ୍କୁ UFO ରେ ନେଇଯାନ୍ତି ଏବଂ ଅଲଗା ଦୁନିଆରେ ବୁଲାଇଥାନ୍ତି |

ମହିଳା ଦେଖାଇଲେ ପ୍ରମାଣ :-

ପାଉଲା କହିଛନ୍ତ ଯେ ଏଲିଏନମାନେ ତାଙ୍କୁ ସେବେଠାରୁ କି-ଡନା-ପ କରିବାକୁ ଲାଗିଛନ୍ତି, ଯେତେବେଳେ ସେ ଛୋଟ ଥିଲେ | ତା’ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ରୁ ଅଧିକଥର ହୋଇସାରିଛି | ପାଉଲାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି | ସେ ନିଜ ଶରୀରରେ ସୃଷ୍ଟି ହୋଇଥିବା ଅନେକ ଚିହ୍ନ ଦେଖାଇଛନ୍ତି | ସେ କହିଛନ୍ତି ଯେ ଯେତେବେଳେ ଏଲିଏନ ତାଙ୍କୁ କି-ଡନା-ପ କରନ୍ତି, ସେତେବେଳେ ସେମାନେ ତାଙ୍କ ଶରୀରରେ ଏକ ଖାସ ଚିହ୍ନ କରିଦିଅନ୍ତି | ଏହା ୟୁନିକ ଚିହ୍ନ ହୋଇଥାଏ, ଯାହାର ଏଲିଏନ୍ସମାନଙ୍କର ଦୁନିଆରେ ବିଶେଷ ଅର୍ଥ ରହିଥାଏ |

ୱା-ର୍ଣ୍ଣି-ଙ୍ଗ ନ ଦେଇ ନେଇଯାଆନ୍ତି ଏଲିଏନ୍ସ :-

ପାଉଲାଙ୍କ କହିବାନୁସାରେ ଏଲିଏନ୍ସ ତାଙ୍କୁ ଏପର୍ଯ୍ୟନ୍ତ ୫୨ ଥର କି-ଡନା-ପ କରିସାରିଛନ୍ତି | ଏଲିଏନ୍ସ ନେବା ପୂର୍ବରୁ କିଛି ବି ୱା-ର୍ଣ୍ଣି-ଙ୍ଗ ଦେଇନଥାନ୍ତି | ତାଙ୍କ ପରିବାର ଲୋକ କୁହନ୍ତି ଯେ ଅଚାନକ ପାଉଲା ଘରୁ ଚାରିରୁ ପାଞ୍ଚ ଘଣ୍ଟା ପାଇଁ ଗା-ଏ-ବ ହୋଇଯାନ୍ତି | ଏହାପରେ ଅଚାନକ ଆସିଯାଆନ୍ତି | ପାଉଲାଙ୍କ ଅନୁଯାୟୀ ଏହି ସମୟରେ ସେ UFO ରେ ଏଲିଏନ୍ସଙ୍କ ସହିତ ରୁହନ୍ତି, ଯେଉଁମାନେ ତାଙ୍କୁ ବିଭିନ୍ନ ପ୍ରକାରର ଟେକନିକ ଦେଖାଇଥାନ୍ତି | ଏହି ଟେକନିକ ବର୍ତ୍ତମାନ ପୃଥିବୀରେ ଉପଲବ୍ଧ ନାହିଁ |

କରିଦିଅନ୍ତି ବେହୋସ :-

ପାଉଲା କହିଛନ୍ତି ଯେ କିଡନାପ କରିବାପରେ ତାଙ୍କୁ ଅଜବ ପ୍ରକାରର ଔଷଧ ଦିଆଯାଏ | ଏହାଦ୍ୱାରା ସେ ପଳାଇଯିବାକୁ ଚାହାନ୍ତି କିନ୍ତୁ ଯାଇପାରନ୍ତି ନାହିଁ | ସେ ବହୁତ ଦୁ-ର୍ବ-ଳ ହୋଇପଡନ୍ତି | ଏଲିଏନ୍ସ ତାଙ୍କୁ ସମୁଦ୍ର ଏବଂ ଆକାଶର ରଙ୍ଗ ବଦଳାଉଥିବାର ଦେଖାନ୍ତି | ପାଉଲା ଏକ ପେଣ୍ଟିଙ୍ଗ ମଧ୍ୟ ତିଆରି କରିଛନ୍ତି, ଯେଉଁଥିରେ ସେ ଦେଖାଇଛନ୍ତି ଯେ ପ୍ରକୃତରେ ତାଙ୍କୁ ଯେଉଁ ଏଲିଏନ୍ସ ନେଇଯାଆନ୍ତି, ସେମାନେ କିପରି ଦେଖାଯାନ୍ତି | ପାଉଲା ନିଜ ଏକ୍ସପିରିଏନ୍ସ ଲୋକଙ୍କ ସହିତ ଯେତେବେଳେ ସେୟାର କଲେ, ସେତେବେଳେ ଅନେକ ଲୋକ ତାଙ୍କୁ ପାଗଳ କହିଥିଲେ | କିନ୍ତୁ ପାଉଲାଙ୍କୁ କିଛି ବି ଫରକ ପଡେନାହିଁ | ସେ କହିଛନ୍ତି ଯେ ଏପରି ଅନେକ ଲୋକ ଥିବେ, ଯେଉଁମାନଙ୍କୁ ଏଲିଏନ୍ସ ଦେଖା ଦେଇଥିବେ | ସେମାନେ ମଧ୍ୟ ସାମ୍ନାକୁ ଆସିବା ଉଚିତ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *