ବୃଦ୍ଧା ମହିଳା ଖତରନାକ ସାପ ସହିତ କଲେ ଏପରି କିଛି,ଭିଡିଓ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଆଜିକାଲି କିଛି ନା କିଛି ଭିଡିଓ ଭାଇରଲ ହୋଇଚାଲିଛି | ଏଥିମଧ୍ୟରୁ କିଛି ଭିଡିଓକୁ ଦେଖି ଲୋକମାନଙ୍କୁ ଖୁବ ମଜା ଲାଗେ, ସେହିପରି ଏପରି କିଛି ଭିଡିଓ ଦେଖିବାକୁ ମଧ୍ୟ ମିଳିଥାଏ, ଯାହା ବିଷୟରେ ସାଧାରଣତଃ ଚିନ୍ତା ମଧ୍ୟ କରାଯାଇପାରିବ ନାହିଁ | ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି | କାରଣ ଜଣେ ମହିଳା ନିର୍ଭୟ ସହିତ ସାପକୁ ତଡ଼ିଲେ, ତାହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ |

ଯେଉଁ ସାପର ନାମ ଶୁଣି ହିଁ ଲୋକଙ୍କର ଝାଳ ବାହାରି ଆସେ, ଏପରି ପରିସ୍ଥିତିରେ ଯଦି କାହାର ସେହି ସାପ ସହିତ ସମ୍ନାସାମ୍ନି ହୋଇଯାଏ ସେତେବେଳେ କଣ ଅବସ୍ଥା ହେବ, ତାହା ଭାବିବା ମଧ୍ୟ କଷ୍ଟକର ଅଟେ | କିନ୍ତୁ ଏହି ବୃଦ୍ଧା ମହିଳା ତ ସୀମା ପାର କରିଦେଲେ | ଏକ ବଡ଼ ସାପକୁ ଟାଣି ଟାଣି ସେ ବାହାରକୁ ଆଣିଲେ ଏବଂ ଜୋରରେ ଦୁରକୁ ଫିଙ୍ଗିଦେଲେ | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ କିପରି ଭାବେ ମହିଳାଜଣକ ସାପକୁ ଧରିବାକୁ ଯାଉଛନ୍ତି ଏବଂ ଜୋରରେ ଦୁରକୁ ଫିଙ୍ଗି ଦେଉଛନ୍ତି | ଯିଏବି ଏହି ଭିଡିଓକୁ ଦେଖିଛନ୍ତି ତାର ଝାଳ ବାହାରିଯାଇଛି |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଭିଡିଓ ଭାଇରଲ :-

ଏହି ଭିଡିଓକୁ ଦେଖିବାପରେ ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ ମଧ୍ୟ ଆପଣ ସମୋହିତ ହୋଇଯାଇଥିବେ |ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହାକୁ ସେୟାର କରାଯାଉଛି | ଟ୍ୱିଟରରେ ଏହି ଭିଡିଓକୁ ‘Fred Schultz’ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓକୁ ୨୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସେହିପରି ଏହି ଖତରନାକ ଭିଡିଓକୁ ଦେଖିବାପରେ ଲୋକମାନେ ଏହାଉପରେ ଖୁବ କମେଣ୍ଟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *