ପ୍ରେମିକକୁ ଦେଖି ଡଗି ହୋଇଯାଏ ଯୁବତୀ,ଚାରି ପାଦରେ ଡେଇଁକରି ଭୋକି ଭୋକି ମାଗେ ହାଡ,ଜାଣନ୍ତୁ ପୁରା ଘଟଣା

ପ୍ରେମରେ ବହୁ ରୂପ ଆପଣ ଦେଖିଥିବେ|ପ୍ରେମରେ କିଛି ଲୋକ ହୃଦୟରୁ ଭଲ ପାଆନ୍ତି|କିଛି ଲୋକଙ୍କ ପାଇଁ ଏହା ମିଶାଇଲ ଅଟେ|କିନ୍ତୁ କିଛି ଲୋକଙ୍କ ପ୍ରେମ ତାଙ୍କର ଅଜବ ଗଜବ ପ୍ରକ୍ରିୟା କାରଣରୁ ପ୍ରସିଦ୍ଧ ହୋଇଥାନ୍ତି|ଏବେ ଏରିଜେନାର ଟେକ୍ସନରେ ରହୁଥିବା ୨୬ବର୍ଷୀୟ ଢାଣି ଓ ତାର ପାର୍ଟନର ୩୧ବର୍ଷୀୟ ଜ୍ୟାକର ରୋମାନ୍ସ ଚର୍ଚ୍ଚିତ|ଏହି ଦମ୍ପତି ଯେତେବେଳେ ଵାହାରକୁ ବାହାରନ୍ତି ତାଙ୍କୁ ସମସ୍ତେ ଦେଖିଥାନ୍ତି|ପ୍ରକୃତରେ ଢାଣିକୁ କୁକୁର ଭଳି ରହିବାକୁ ପସନ୍ଦ|ଜୈକର ପାର୍ଟନର ୨୪ ଘଣ୍ଟା ଯାକ ଚାରି ପାଦରେ ଚାଲନ୍ତି|ତାଙ୍କ ବେକରେ ପଟି ବନ୍ଧାଯାଇଥାଏ|ଜୈକ ଯଦି ନିଜ ପାର୍ଟନର ସହ ଵାହାରକୁ ଯାଏ ତେବେ ଵାନ୍ଧିକି ନେଇଥାଏ|ଢାଣି କୁକୁର ଭଳି ଭୁକେ ଓ ଡେଇଁ ଡେଇଁ ନିଜ ପାର୍ଟନର ସହ ଖେଳେ|

ଢାଣୀ ଜୈକ ସହ ୨୪ ଘଣ୍ଟା କୁକୁର ଭଳି ରହେ|ସେ ଚାରି ପାଦରେ ଚାଲେ ଓ ସବୁବେଳେ ଭୁକେ|ସେ କୁକୁର ଭଳି ଡେଇଁ ଜୈକ ସହ ରହେ|ସବୁଠାରୁ ଖାସ କଥା ଏହା ଯେ ଜୈକ ନିଜ ପାର୍ଟନରକୁ ବେକର ପଟି ବାନ୍ଧି ବାହାରକୁ ବୁଲାଇବାକୁ ନେଇଥାଏ|ବାହାରେ ମଧ୍ୟ ଢାଣି ଚାରି ପାଦରେ ଚାଲିଥାଏ|

ଢାଣିକୁ କୁକୁର ଭଳି ରହିବା ପସନ୍ଦ|ସେ ସଦାସର୍ବଦା ଗଳାରେ ପଟି ବାନ୍ଧି ରହିଥାଏ|ଯେପରି ଅନ୍ୟ ଝିଅମାନେ ଗଳାରେ କପଡା ଓ ଗହଣାରେ ରୂଚି ରଖିଥାନ୍ତି ସେଭଳି ଢାଣିର ରୂଚି ଗଳାରେ ରଙ୍ଗବେରଙ୍ଗ ପଟି ଓ ଚେନ୍|ଜୈକ୍ ସେଥିରେ ବାନ୍ଧି ବାହାରକୁ ଵୁଲାଇ ନେଇଥାନ୍ତି|

ଏହି କପଲ ଟିକଟକ୍ ଓ ଇନଷ୍ଟାଗ୍ରାମରେ ନିଜ ଏକାଉଣ୍ଟ୍ ବନାଇଛନ୍ତି|ଏଥିରେ ଢାଣିକୁ ଖାଦ୍ୟ ଖୁଏଇବା ଠାରୁ କୁକୁର ଭଳି ବୁଲେଇବାର ଜୈକକୁ ଦେଖାଯାଏ|ଯଦିଓ ଏହି କପଲକୁ ନେଗେଟିଭ ମନ୍ତବ୍ୟ ମିଳିଛି|ଵହୁ ଲୋକ ଏହି କପଲକୁ ଜଜ୍ କରନ୍ତି|କିନ୍ତୁ ଏଥିପାଇଁ ତାଙ୍କୁ ଫରକ ପଡୁନାହିଁ|ଜୈକ କହିଛନ୍ତି ଯେ ଢାଣୀର ଏଭଳି ରୋମାନ୍ସ କରିବା ଓ ଜୀଇଁବା ପସନ୍ଦ|ତାର ପାର୍ଟନର ହୋଇଥିବା ହେତୁ ଢାଣୀର ଶୋକ ପୂରାକରିବା ମୋ କର୍ତ୍ତବ୍ୟ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *