ଖେଳନାରେ ଖେଳୁଥିବା ପିଲାମାନଙ୍କର ଭିଡ଼ିଓ କଲେ ମାଆ, ୟୁଟ୍ୟୁବରେ ପୋଷ୍ଟ୍ କରିବା ମାତ୍ରେ ହୋଇଗଲା ୧୧ କୋଟି ୨୬ ଲକ୍ଷ ଟଙ୍କା ରୋଜଗାର,ଜାଣନ୍ତୁ ପୁରା ଖବର

2020 ପରେ ଦୁନିଆର ଅଧିକାଂଶ ଦେଶରେ ଲକ୍ ଡାଉନ୍ କରି ଦିଆଯାଇଥିଲା। ତେବେ ଏ ସମୟରେ ମଧ୍ୟ କିଛି ଲୋକ ଚୁପ୍ ରହି ବସି ନଥିଲେ। ୟୁଟ୍ୟୁବରେ ଏପରି ଅନେକ ଲୋକ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ନିଜର କଣ୍ଟେଣ୍ଟ କ୍ରିଏସନ ରୁ ଭଲ ଟଙ୍କା ରୋଜଗାର କରିଛନ୍ତି। ଏହା ମଧ୍ୟରେ ବର୍ତ୍ତମାନ ବ୍ରିଟେନର ସବୁଠାରୁ କମ ବୟସର ୟୁଟ୍ୟୁବ ମିଲିୟନେୟର ସାମ୍ନାକୁ ଆସିଛନ୍ତି । ଏମାନଙ୍କ ବୟସ ମାତ୍ର 6 ଏବଂ 7 ବର୍ଷ ଅଟେ। ଦୁଇ ଭାଇଭଉଣୀ ୟୁଟ୍ୟୁବରେ Toys and Little Gaby Ltd ନାମ ରେ ପ୍ରସ୍ତୁତ ହୋଇଥିବା ଆକାଉଣ୍ଟ ମାଧ୍ୟମରେ ଟଙ୍କା ରୋଜଗାର କରୁଛନ୍ତି । ଏମାନଙ୍କର ଦର୍ଶକ 7.9 ବିଲିୟନ୍ ଅଟନ୍ତି। ନିଜର ପ୍ରସ୍ତୁତ କରୁଥିବା ଭିଡିଓ ରୁ ଦୁହେଁ ବର୍ଷକୁ 11 କୋଟି 26 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ବ୍ରିଟେନରେ ହେଲେ ୟଙ୍ଗେଷ୍ଟ ଇନ୍ଫ୍ଲୁଏନସର :-

ଗାବି ଏବଂ ଆଲେକ୍ସଙ୍କୁ ବ୍ରିଟେନର ସବୁଠାରୁ ୟଙ୍ଗେଷ୍ଟ ଇନ୍ଫ୍ଲୁଏନସର ରେ ଗଣନା କରାଯାଏ। ସେମାନେ ଗତ ଏକ ବର୍ଷରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ସବୁଠାରୁ ବଡ଼ କଥା ଏହା ଯେ ଦୁହିଁଙ୍କ ବୟସ ମାତ୍ର 6 ଏବଂ 7 ବର୍ଷ ଅଟେ। ଦୁହିଁଙ୍କର ୟୁଟ୍ୟୁବ ଚ୍ୟାନେଲ ରହିଛି, ଯାହଙ୍କର କୋଟି କୋଟି ଦର୍ଶକ ଅଛନ୍ତି। ଏଥିରୁ ମିଳୁଥିବା ଆଡ଼ ରୁ ଏମାନଙ୍କର ରୋଜଗାର ହୋଇଥାଏ। ଏହି ଚ୍ୟାନେଲ ରେ ଦୁହେଁ ଖେଳନାରେ ଖେଳନ୍ତି ଏବଂ ପାନକେକ ତିଆରି କରନ୍ତି। ଏହି ଭିଡିଓ ଗୁଡ଼ିକୁ କୋଟି କୋଟି ଲୋକ ଦେଖନ୍ତି ।

ମାଆ ମ୍ୟାନେଜ କରନ୍ତି ଆକାଉଣ୍ଟ:-

ଗାବୀ ଏବଂ ଆଲେକ୍ସ ବହୁତ୍ ଛୋଟ ଅଛନ୍ତି। ତେଣୁ ସେମାନଙ୍କୁ ଭିଡିଓ ତିଆରି କରିବା ଏବଂ ଅପଲୋଡ଼ କରିବା ଆସେନାହିଁ। ଏହି କାରଣରୁ ସେମାନଙ୍କ 30 ବର୍ଷୀୟ ମା Sabine Vilumsone ସେମାନଙ୍କ ଚ୍ୟାନେଲ କୁ ଅପରେଟ କରନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲ Toys and Little Gaby Ltd, ଯେଉଁଠାରେ ଏପ୍ରିଲ୍ 2019 ରେ 3 କୋଟି 61 ଲକ୍ଷ ଟଙ୍କା ରୋଜଗାର କରିଥିଲେ, ସେହିପରି ଏହି ରୋଜଗାର 2021 ଏପ୍ରିଲ୍ ମାସରେ ବଢି 15 କୋଟି 65 ଲକ୍ଷ ଟଙ୍କା ହୋଇଗଲା।

ଅନଲାଇନ୍ ପାପୁଲାର ହେଲା ଚ୍ୟାନେଲ :-

ଏହି ପିଲାମାନଙ୍କର ୟୁଟ୍ୟୁବ ଚ୍ୟାନେଲ ଲୋକଙ୍କୁ ବହୁତ୍ ଭଲ ଲାଗୁଛି । ଏହି ପିଲାମାନଙ୍କର ଗଣନା ବର୍ତ୍ତମାନ ନୂତନ ଜେନେରେଶନ ର ସୋସିଆଲ ମିଡିଆ ଷ୍ଟାର ଭାବରେ ହେବାକୁ ଲାଗିଛି । ଏହି ପିଲାମାନଙ୍କର ଆକାଉଣ୍ଟର ଅଧିକାଂଶ ଦର୍ଶକ ଛୋଟ ପିଲା ଅଟନ୍ତି, ଯେଉଁମାନଙ୍କୁ ଏମାନଙ୍କର ଗେମ୍ ଖେଳିବା ଏବଂ ଏମାନଙ୍କର ମସ୍ତି ବହୁତ୍ ଭଲ ଲାଗେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *