ପେଟ୍ରୋଲ ପମ୍ପ ଲୁଟିବାକୁ ଆସିଥିଲେ ୩ଜଣ ଚୋ-ର, ମହିଳା ୩ ଜଣ ଚୋ-ରଙ୍କୁ ଶିଖାଇଲେ ସବକ, ଦେଖନ୍ତୁ ଭିଡିଓ

ଗୋଟେପଟେ ସାରା ଦୁନିଆରେ କରୋନାର ହାହାକାର ଦେଖାଯାଉଛି ତୋ ଅନ୍ୟ ପକ୍ଷେ ଚୋରୀର ଘଟଣା ମଧ୍ୟ ବଢିବାରେ ଲାଗିଛି। କେବଳ ଘର ଓ ବ୍ଯାଙ୍କ ନୁହେଁ ବର୍ତ୍ତମାନ ପେଟ୍ରୋଲ ପମ୍ପ ମଧ୍ୟ ସୁରକ୍ଷିତ ନାହିଁ। ଚୋ-ର ଆଜିକାଲି ଏଠାରେ ମଧ୍ୟ ଲୁଟିବା ଆରମ୍ଭ କରିଲେଣି। ପେଟ୍ରୋଲ ପମ୍ପ ଏକ ଏମିତି ସ୍ଥାନ ଯେଉଁଠି ପ୍ରତ୍ଯେକ ଦିନ ହଜାର ସଂଖ୍ୟାରେ ଲୋକ ପେଟ୍ରୋଲ ଡିଜେଲ ଭର୍ତ୍ତି କରିବା ପାଇଁ ଆସନ୍ତି। ବିଳମ୍ବ ରାତି ପର୍ଯ୍ଯନ୍ତ ଏହା ମଧ୍ୟ ଖୋଲା ରହିଥାଏ। ଏମାନଙ୍କ ପାଖରେ ଦିନସାରା ଆୟ କରିଥିବା ବହୁତ ପଇସା ଥାଏ। ଏମିତିରେ ଚୋ-ରଙ୍କ ପାଇଁ ଏହା ଏକ ଉଚିତ ଟାର୍ଗେଟ ହୋଇଥାଏ।

ଏହାଭାବି ୩ଜଣ ଚୋ-ର ଧଳା ଭ୍ୟାନରେ ବସି ପେଟ୍ରୋଲ ପମ୍ପ ଲୁଟିବାକୁ ଆସିଥିଲେ, କିନ୍ତୁ ସେଠାରେ କାମ କରୁଥିବା ଜଣେ ମହିଳା ବୁଦ୍ଧି ବଳରେ ତିନିଜଣଙ୍କୁ ସେଠାରୁ ତଡିଦେଲେ। ଏହି ସମ୍ପୂର୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଗଲା। ବର୍ତ୍ତମାନ ମହିଳାଙ୍କ ବାହାଦୁରୀର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଭିଡିଓରେ ଦେଖିପାରିବେକି କିପରି ୩ଜଣ ଚୋର ଧଳା ଭ୍ୟାନରେ ପେଟ୍ରୋଲ ପମ୍ପକୁ ଆସନ୍ତି ଓ ଲୁଟିବା ପାଇଁ ବାହାରକୁ ଆସନ୍ତି।

ସେଠାରେ କାମ କରୁଥିବା ମହିଳା ଚୋରଙ୍କର ହରକତକୁ ପ୍ରଥମରୁ ମାପି ନେଇଥିଲେ। ଚୋ-ର ଯେତେବେଳେ ଆସେ ସେତେବେଳେ ସେ ଏକ କାରରେ ପେଟ୍ରୋଲ ଭର୍ତ୍ତି କରୁଥିଲେ। ଏମିତିରେ ସେ ପେଟ୍ରୋଲ ପମ୍ପ ସାହାଯ୍ୟରେ ଚୋ-ରଙ୍କ ଉପରକୁ ପକାଇଦିଅନ୍ତି। ଯେଉଁଥିପାଇଁ ଚୋ-ରମାନେ ବାଧ୍ୟ ହୁଅନ୍ତି ସେଠାରୁ ଯିବା ପାଇଁ। ଚୋ-ରଙ୍କୁ ମଧ୍ୟ ଏହି ଡର ଥିଲାକି କାଳେ ସେମାନେ ଏହି ପେଟ୍ରୋଲ ଦ୍ଵାରା ନିଆଁର କବଳରେ ନ ଆସିଯାନ୍ତୁ।

ଏହି ସଂପୂର୍ଣ୍ଣ ଦୃଶ୍ୟ କୌଣସି ଫିଲ୍ମୀ ସିନେମା ପରି ଲାଗେ। ସୋସିଆଲ ମିଡିଆରେ ମହିଳାଙ୍କ ବାହାଦୁରୀର ପ୍ରଶଂସା କରାଯାଉଛି। ଯିଏବି ଏହି ଭିଡିଓକୁ ଦେଖୁଛନ୍ତି ସେ ମହିଳାଙ୍କର ବୁଦ୍ଧିର ପ୍ରଶଂସା କରୁଛନ୍ତି। ଆପଣ ମଧ୍ୟ ଏହି ଭିଡିଓକୁ ଦେଖିନିଅନ୍ତୁ।

ଏହି ଭିଡିଓ କେବେ ଓ କେଉଁଠିକାର ତାହା ଜଣାପଡିନାହିଁ। ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ବହୁତ ଚର୍ଚ୍ଚା ହେଉଅଛି। ଏହି ଭିଡିଓ ଆମକୁ ଏହା ଶିଖାଇଥାଏକି କେଉଁପରି ଆମକୁ ସବୁବେଳେ ଆଲର୍ଟ ରହିବା ଉଚିତ। ବିପଦ ଆସିଲେ ଡରିବା ଅନୁଚିତ। ଏହାକୁ ବୁଝିସୁଝି ସାମ୍ନା କରିବା ଉଚିତ। ଆପଣମାନେ ଏହି ମହିଳାଙ୍କର କାରନାମା କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହା ସହିତ ଭିଡିଓ ପସନ୍ଦ ଆସିଲେ ସେୟାର ମଧ୍ୟ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *