ଡ୍ୟାନ୍ସ କରି କରି ଅଚାନକ ଅନିୟନ୍ତ୍ରିତ ହୋଇଗଲା ଘୋଡା, ତା’ପରେ ବ୍ୟକ୍ତିଙ୍କୁ ଏପରି ନଚେଇଲା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଏପରି ଅନେକ ପଶୁ ଥାଆନ୍ତି, ଯେଉଁମାନଙ୍କୁ ଡ୍ୟାନ୍ସ କରିବାକୁ ମଧ୍ୟ ଭଲ ଲାଗେ | କିଛି ପଶୁମାନଙ୍କର ତ ମ୍ୟୁଜିକ ଶୁଣିବାମାତ୍ରେ ପାଦ ହଲିବାକୁ ଲାଗେ | କିନ୍ତୁ, ଅନେକଥର କିଛି ପଶୁ ଡ୍ୟାନ୍ସ କରି କରି ଅନିୟନ୍ତ୍ରିତ ହୋଇଯାଆନ୍ତି ଏବଂ ତା’ପରେ ତାଣ୍ଡବ କରିବା ଆରମ୍ଭ କରନ୍ତି | ଏପରି ଏକ ମାମଲା ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ହସ ମଧ୍ୟ ବନ୍ଦ ହେବନାହିଁ |

ଭିଡିଓରେ ଡ୍ୟାନ୍ସ କରି କରି ଘୋଡା ଯେପରି ତାଣ୍ଡବ କଲା ତାହା ଦେଖିବା ଭଳି ଥିଲା | ବାସ୍ତବରେ ଜଣେ ବ୍ୟକ୍ତି ଘୋଡା ଉପରେ ବସିଛନ୍ତି | ସେହିପରି ପାଖରେ ମ୍ୟୁଜିକ ବାଜୁଛି | ମ୍ୟୁଜିକ ଶୁଣି ଘୋଡାର ପାଦ ନାଚିବାକୁ ଲାଗେ | ପ୍ରଥମେ ତ ପାଦ ଧୀରେ ଧୀରେ ଚାଲେ | କିନ୍ତୁ, ଅଚାନକ ଅନିୟନ୍ତ୍ରିତ ହୋଇଯାଏ ଏବଂ ତା’ପରେ ଭଙ୍ଗାରୁଜା କରିବା ଆରମ୍ଭ କରିଦିଏ | ଗୋଟିଏ ମୁହୂର୍ତ୍ତରେ ହିଁ ପୁରା ଦୃଶ୍ୟ ବଦଳିଯାଏ | ତେବେ ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କୁ ମଜା ତ ଲାଗୁଛି, କିନ୍ତୁ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି |

ଦେଖନ୍ତୁ ଭିଡିଓ :-

ଥକାପଣ ଦୂର କରୁଥିବା ଭିଡିଓ :-

ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଉଛି | ଟ୍ୱିଟରରେ ଏହି ଭିଡିଓକୁ ‘Hold My Beer’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭାଇରଲ ଭିଡିଓକୁ ୧୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସେହିପରି ଏହି ଭିଡିଓରେ ଲୋକମାନେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *