‘ଭାଇ ଇଏ ତୁମ ଘର ନା ହୋଟେଲ’, ରସିଦ ଖାନଙ୍କ ଘର ଦେଖି ବ୍ରାଭୋ ହୋଇଗଲେ ଆଶ୍ଚର୍ଯ୍ୟ,ଆପଣ ବି ଦେଖନ୍ତୁ

ଆଇପିଏଲ 2021 ସ୍ଥଗିତ ହେବା କାରଣରୁ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ସ୍ପିନ ବୋଲର ରସିଦ ଖାନ ନିଜର ଦେଶ ଫେରିଯାଇଛନ୍ତି । ଏହି ସମୟରେ ସେ ଇଂଷ୍ଟାଗ୍ରାମ ଏକ ପୋଷ୍ଟ କାରଣରୁ ଚର୍ଚ୍ଚାରେ ରହିଛନ୍ତି ।

ମମଲାଟି ହେଉଛି, ରସିଦ ଖାନ ଇଂଷ୍ଟାଗ୍ରାମରେ ନିଜ ଘରର ଫୋଟୋ ପୋଷ୍ଟ କରିଥିଲେ । ଏହାକୁ ନେଇ କ୍ରିକେଟର ଓ ଫ୍ୟାନ୍ସ ମାନେ ମଜାଦାର ରିଆକ୍ସନ ଦେଇଛନ୍ତି । ଏହି ରିଆକ୍ସନ ମଧ୍ୟରୁ ସିଏସକେ ଅଲରାଉଣ୍ଡର ବ୍ରାଭୋଙ୍କ ରିଆକ୍ସନ ସବୁଠାରୁ ଅଲଗା ଥିଲା ।

ରସିଦ ଖାନ ନିଜ ଘରର ଫୋଟୋ ଶେୟର କରିଥିଲେ ଓ ଏହା ଦେଖିବାକୁ କୌଣସି ଆଲିସାନ ବଙ୍ଗଳା ଠାରୁ ମଧ୍ୟ କମ ନଥିଲା ଓ ତାଙ୍କର ଏହି ପୋଷ୍ଟରେ ବ୍ରାଭୋ କମେଣ୍ଟ କରି ପଚାରିଥିଲେ, ଭାଇ, ଏହା ତୁମ ଘର ନା ହୋଟେଲ । ସୁରକ୍ଷିତ ରୁହ ମୋ ସାଙ୍ଗ ।

ସେହିପରି ବାକି ଫ୍ୟାନ୍ସ ମଧ୍ୟ ରସିଦଙ୍କ ଘରକୁ ଦେଖି ବହୁତ ହଇରାଣ ହୋଇଯାଇଛନ୍ତି । କାରଣ ଏହା ଘର ଠାରୁ ଅଧିକ ମହଲ ପରି ଲାଗୁଥିଲା । ଆପଣଙ୍କୁ ଜଣାଇଦେଉଛୁ କି, ବର୍ତ୍ତମାନ ଆଇପିଏଲ ସସପେଣ୍ଡ ହୋଇଯାଇଛି ଓ ଖେଳାଳି ମାନେ ନିଜ ନିଜର ଦେଶକୁ ଫେରିଯାଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *