ମୋଟା ରକମ ଖର୍ଚ୍ଚ କରି ଥାଇଲାଣ୍ଡରୁ ଡକାଇଲେ କଲ ଗାର୍ଲ, ଦୁଇ ଦିନରେ କରୋନାରେ ମୃ-ତ୍ୟୁ,ଜାଣନ୍ତୁ ପୁରା ଖବର

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନାର କହର ଜାରି ରହିଛି ଓ ଇତି ମଧ୍ୟରେ ସେଠାରେ କରୋନାର ମୃ-ତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଲକ୍ଷ୍ନୌରେ ଥାଇଲାଣ୍ଡରୁ ଆସିଥିବା ଜଣେ ମହିଳାଙ୍କର ଦୁଇଦିନ ପରେ କରୋନାରେ ମୃ-ତ୍ୟୁ ହୋଇଗଲା। ପୋ-ଲି-ସ ମହିଳାଙ୍କର ଅନ୍ତିମ ସଂସ୍କାର କରିଲେ ଓ ଯାଞ୍ଚରୁ ଜଣାପଡିଛିକି ମହିଳା ଜଣକ କଲଗାର୍ଲ ଥିଲେ ଯାହାଙ୍କୁ ଜଣେ କାରୋବାରି ବ୍ୟକ୍ତି ପଇସା ଖର୍ଚ୍ଚ କରି ଡକାଇଥିଲେ।

ସୂଚନା ମୁତାବିକ, ପାଖାପାଖି ୧୦ଦିନ ପୂର୍ବେ ଜଣେ ବଡ ବ୍ୟବସାୟୀଙ୍କ ପୁଅ ଏହି ମହିଳାଙ୍କୁ ଲକ୍ଷ୍ନୌକୁ ଡ଼ାକିଥିଲେ। ଗାଇଡ ସଲମାନ ଖାନଙ୍କ ଜରିଆରେ ମହିଳା ଲକ୍ଷ୍ନୌ ଆସିଥିଲେ କିନ୍ତୁ ଏଠାରେ ଆସିବାର ୨ଦିନ ପରେ ତାଙ୍କର ଦେହ ଖରାପ ହେଲା, ଯାହାପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ମହିଳା ମେ ୩ତାରିଖରେ ହସ୍ପିଟାଲରେ ମୃ-ତ୍ୟୁବରଣ କରିଲେ।

ମହିଳାଙ୍କ ମୃ-ତ୍ୟୁ ପରେ ଲକ୍ଷ୍ନୌ ପୋ-ଲି-ସ ଦିଲ୍ଲୀରେ ଥିବା ଥାଇଲାଣ୍ଡ ଏମ୍ବେସୀକୁ ସମ୍ପର୍କ କରିଥିଲେ। ଯାହାପରେ ଏମ୍ବେସୀକୁ ଏକ ଚିଠି ଆସିଥିଲା। ଚିଠି ଜରିଆରେ ଜଣାପଡିଲାକି ଏମ୍ବେସୀ ଦ୍ଵାରା ମହିଳାଙ୍କ ପରିବାରକୁ ତାଙ୍କର ମୃ-ତ୍ୟୁ ବିଷୟରେ ଜଣାଗଲା ଯାହାପରେ ତାଙ୍କର ପରିବାର ମହିଳାଙ୍କ ଅନ୍ତିମ ସଂସ୍କାର ଭାରତରେ କରିବା ପାଇଁଅନୁରୋଧ କରିଲେ। ଏହା ସହିତ ପୀ-ଡି-ତ ପରିବାର ଅସ୍ଥିକୁ ଥାଇଲାଣ୍ଡ ପଠାଇଦେବା ପାଇଁ ଅନୁରୋଧ କରିଥିଲେ। ଏମ୍ବେସୀ ପତ୍ରରେ ଗାଇଡ ସଲମାନ ବିଷୟରେ ମଧ୍ୟ କୁହାଯାଇଥିଲା।

ଥାଇଲାଣ୍ଡ ଏମ୍ବେସୀ ଲକ୍ଷ୍ନୌ ପ୍ରଶାସନକୁ ମହିଳାଙ୍କର ମୃତ୍ୟୁର ପ୍ରମାଣ ପତ୍ର ମଧ୍ୟ ମାଗିଛି। ବିଭୂତି ଖଣ୍ଡ ଥାନା ଅଧିକାରୀ ଚନ୍ଦ୍ର ଶେଖର ସିଂ ଆଜତକ ସହ କଥାବାର୍ତ୍ତା ହେଉଥିବା ସମୟରେ କହିଥିଲେକି ଲକ୍ଷ୍ନୌ ପୋ-ଲି-ସ ମହିଳାଙ୍କର ମୃ-ତ୍ୟୁ ପରେ ତାଙ୍କର ଶ-ବ-କୁ ଅନ୍ତିମ ସଂସ୍କାର କରିଲେ ଓ ଏମ୍ବେସୀକୁ ସୂଚିତ କରିଲେ।

ପୋ-ଲି-ସ-ର ସୂତ୍ର ଅନୁସାରେ, ମହିଳାଙ୍କୁ କଲଗାର୍ଲ ବୋଲି କୁହାଯାଉଛି। ଏସବୁ ମଧ୍ୟରେ କୌଣସି ଆନ୍ତର୍ଜାତୀୟ ସେ-କ୍ସ ରେକେଟ ଥିବାର ସନ୍ଦେହ କରାଯାଉଛି। ବର୍ତ୍ତମାନ ଏହି ବିଷୟରେ କୌଣସି ଅଧିକାରିକ ପୃଷ୍ଟି ହୋଇନାହିଁ। ଏଲଆଇଆୟୁର ଦଳ ଏହି ମାମଲାର ଯାଞ୍ଚ ଲାଗିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *