ଆକାଶ ଚୋପ୍ରା କରିଲେ ଭବିଷ୍ୟବାଣୀ: ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଟେଷ୍ଟ ଖେଳିପାରିବେ ନାହିଁ, କାରଣ ଜାଣନ୍ତୁ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜୁନରେ ହେବାକୁ ଥିବା ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ୨୦ ଜଣିଆ ଦଳ ଘୋଷଣା କରିଛି। ଫିଟନେସ ସମସ୍ୟାରେ ପାସ କରି ସାରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଏବଂ ଦୃତ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳି ପାରିଛି।

Google

ଦଳରେ ସ୍ଥାନ ପାଇନଥିବା ଖେଳାଳିଙ୍କ ମଧ୍ୟରେ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି। ବର୍ତ୍ତମାନ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ନମିଳିବା ବିଷୟରେ ପୂର୍ବତନ ଓପନର ତଥା ସମୀକ୍ଷକ ଆକାଶ ଚୋପ୍ରାଙ୍କୁ ପସନ୍ଦ ଆସିନାହିଁ। ଆକାଶ ପୂର୍ବ ଅନୁମାନ କରି କହିଛନ୍ତିଯେ ବର୍ତ୍ତମାନ ହୋଇପାରେକି ଦୀର୍ଘ ଦିନ ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ଦଳରେ ନଜର ଆସିପାରନ୍ତି ନାହିଁ। ଆକାଶ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତିଯେ, ‘ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଅନ୍ତିମ ମ୍ୟାଚ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୟନ କରିବା ଠିକ ହେବ ନାହିଁ। କିନ୍ତୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ୫ଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ତାଙ୍କୁ ଦଳରେ ସ୍ଥାନ ଦେବା ଜରୁରୀ ଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *