ଦେଖନ୍ତୁ ଭିଡିଓ : ବାଇକରେ ପ୍ରଥମେ ଯୋଗାଡ କରି ବସିଥିଲେ ଚାରିଜଣ ଲୋକ,ପୁଣି ପଞ୍ଚମ ବ୍ୟକ୍ତିଙ୍କୁ ଅଜବ ପ୍ରକାରେ କଲେ ଆଡଜଷ୍ଟ

ଗୋଟିଏ ସାଧାରଣ କାରରେ ୫ଜଣ ବସିବାର ଜାଗା ରହିଥାଏ ଓ ଯଦି ଚେଷ୍ଟା କରାଯାଏ ତେବେ ୬ ଜଣ ଆରାମରେ ବସିପାରିବେ,କିନ୍ତୁ ଵାଇକରେ ଆପଣ ଯେତେବି ଆଡଜଷ୍ଟ କରିଲେ ୫ଜଣ ବ୍ୟକ୍ତିଙ୍କୁ ବସାଇ ଆପଣ ମୋଟରସାଇକେଲ ସହଜରେ ଚଳାଇପାରିବେ ନାହିଁ,କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି|

ଏଵେ ଏମିତି ଏକ ଭିଡିଓ ଭାଇରାଲ ହେଉଛି|ଯାହାକୁ ଦେଖିବା ପରେ ଆପଣ ମଧ୍ୟ ବୁଝିପାରିବେ ଯେ ଭାରତୀୟ ମାନଙ୍କ ଯୁଗାଡ ଆଉ କୈାଣସି ଜାଗାରେ ମିଳିବନାହିଁ ଓ ମୁକାବିଲା କରିପାରିବ ନାହିଁ|ଏହା କୈାଣସି ଚମତ୍କାର ଠାରୁ କମ ନାହିଁ,ଏକ ସାଧାରଣ ବାଇକରେ ଏକାଥରେ ୫ଜଣ ଯାତ୍ରା କରୁଛନ୍ତି|ମାମଲା ମଜଦାର ଅଟେ|କିନ୍ତୁ ଗମ୍ଭୀର ମଧ୍ୟ ଅଟେ|କାରଣ ଏଭଳି ଷ୍ଟଣ୍ଟ ଫଳରେ ଆପଣଙ୍କୁ ହସ୍ପିଟାଲରେ ବା ଜେଲରେ ଭର୍ତ୍ତି କରାଯାଇପାରେ|

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ବାଇକରେ ପ୍ରଥମେ ୪ଜଣ ଆଡଜଷ୍ଟ କରି ବସିଥାନ୍ତି|ଏହା ପରେ ବଳିଥିବା ବ୍ୟକ୍ତିକୁ ନିଜ ଗୋଡରେ ଶୁଆଇ ଦିଅନ୍ତି ଓ ଯାତ୍ରା ଆରମ୍ଭ କରିଥାନ୍ତି|ଏହାସହ ଏହି ଭିଡିଓକୁ କ୍ରିଏଟର ଶକ୍ତିମାନର ଟାଇଟେଲ ଟ୍ରିକ ଯୋଡିଦେଇଛି ଯାହା ଏହି ଗମ୍ଭୀର ମାମଲାକୁ ମଜାଦାର ବନାଉଛି|

ଆପଣଙ୍କୁ ଜାଣିବା ପାଇଁ କହିରଖେ ଯେ ଏହି ୧ମିନିଟ୍ ୧୪ ସେକେଣ୍ଡର ଏହି ଭିଡିଓକୁ ଖବର ଟୁଇଟର ୟୁଜର @କାବେରୀ ଶୁକ୍ରବାର ସେୟାର କରିଥିଲେ,ଯାହା ସହ ସେ କ୍ୟାପ୍ସନରେ ଲେଖିଥିଲେ ଅସମ୍ଭବ ଅଟେ|ଏହାକୁ ନ୍ୟୁଜ ଲେଖାଯିବା ପର୍ଯ୍ୟନ୍ତ ତିନି ହଜାର ଭିଉଜ୍ ଓ ୧୩୫ ଲାଇକ୍ ମିଳିସାରିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *