ସିପି: ଏଥର ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଥିଲେ ମିଳିବ ଅ-ନୁମ-ତି

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସମୁଦାୟ ୧୨ ହଜାର ପାଖାପାଖି ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ନି-ୟ-ମକୁ କ-ଡ଼ାକ-ଡ଼ି ଭାବରେ ପାଳନ କରିବା ପାଇଁ ସରକାର କ-ଟକ-ଣା ଜା-ରି କରିଥିଲେ ମଧ୍ୟ କିଛି ଅ-ମାନି-ଆ ଏହି ନି-ୟ-ମକୁ ଉ-ଲ୍ଲଂଘ-ନ କରୁଛନ୍ତି ବୋଲି ଦେଖାଯାଉଛି। ବର୍ତ୍ତମାନ ଏହିଭଳି କିଛି ଅ-ମାନି-ଆଙ୍କୁ ସାବାଡ କରିବା ଲାଗି କ-ଟକ-ଣାକୁ ଆହୁରି କ-ଡ଼ାକ-ଡ଼ି କରାଯାଉଛି। କମିଶନରେଟ ପୋ-ଲି-ସ ପକ୍ଷରୁ ପରିଚୟ ପତ୍ରର ଦୂରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କର ବି-ରୋ-ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଏନେଇ ଟ୍ୱିନ ସିଟିର ପୋ-ଲି-ସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତିଯେ, ଏଥର ଲକଡାଉନ ଓ ସଟଡାଉନ ସମୟରେ କୌଣସି ପ୍ରକାର ପାସ ଜା-ରି କରାଯାଇ ନାହିଁ। ଲୋକଙ୍କର ବିଶ୍ୱାସକୁ ନେଇ ପୋ-ଲି-ସ କାମ କରୁଅଛି। ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାଗୁଡିକୁ କ-ଟକ-ଣା ମୁ-କ୍ତ କରାଯାଇଛି। ହେଲେ ଏହାର ସୁଯୋଗ ନେଇ କିଛି କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କର କାର୍ଡ ଦେଖାଇ ବୁଲୁଛନ୍ତି। ଏଣୁ ଏହା ଉପରେ ନି-ୟନ୍ତ୍ର-ଣ ଆଣିବା ପାଇଁ ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ(ଯେଉଁ ସମସ୍ତ କ-ଟକ-ଣା ମୁକ୍ତ କରାଯାଇଛି)ର କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ଚାଲିବାକୁ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ନିବେଦନ କରାଯିବ। ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ କେଉଁ କର୍ମଚାରୀଙ୍କୁ ଅଫିସକୁ ଯିବାକୁ ଅ-ନୁମ-ତି ପ୍ରଦାନ କରାଯାଇଛି, ଏହାର ତାଲିକା ଉକ୍ତ ସଂସ୍ଥାର ମୁଖ୍ୟ ଡିସିପିଙ୍କ ନିକଟରେ ଦା-ଖ-ଲ କରିବେ। ଏହାପରେ ସେହି କର୍ମଚାରୀମାନଙ୍କୁ ପରିଚୟପତ୍ର ଓ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଦିଆଯିବ ବୋଲି କମିଶନରେଟ ପୋ-ଲି-ସ କହିଛନ୍ତି।

ଅନ୍ୟପକ୍ଷରେ, ଆଜିଠାରୁ କଟକ-ଭୁବନେଶ୍ୱରରେ ଜୋରଦାର ଚେ-କିଂ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୧୧ ହଜାର ୮୦୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧ହଜାର ୯୨୨ଜଣ ନୂଆ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୫୧୦ଟି ନୂଆ ମା-ମ-ଲା ସହ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। କଟକରୁ ୧,୦୫୨ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି।

କରୋନାର ମୁକାବିଲା କରିବା ପାଇଁ ପୋଲିସର ଭୂମିକା ଓ ଲକଡାଉନର କାର୍ଯ୍ୟକାରୀକୁ ନେଇ ଆଜି ବ୍ରହ୍ମପୁରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋ-ଲି-ସର ମହାନିର୍ଦ୍ଦେଶକ ଅଭୟ। ଡିଜିପି ଆଜି ସକାଳେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ୨ ଏସପି ଓ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ପୋଲିସର ଦକ୍ଷିଣାଞ୍ଚଳ ରେଞ୍ଜରେ ଆସୁଥିବା ଜିଲ୍ଲାରେ ଲକଡାଉନ, ସଟଡାଉନ କାର୍ଯ୍ୟକାରୀ ଓ ଆନ୍ତଃରାଜ୍ୟ ଯାତାୟାତ ଉପରେ ନି-ୟନ୍ତ୍ର-ଣ କରିବା ପାଇଁ ପୋ-ଲି-ସର ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ଏହାପରେ ପୋ-ଲି-ସ ମହାନିର୍ଦ୍ଦେଶକ ଆନ୍ଧ୍ର-ଓଡ଼ିଶା ସୀମା ଗିରିସୋଲା ଚେ-କପୋ-ଷ୍ଟକୁ ଯାଇ ପୋ-ଲି-ସର ଯା-ଞ୍ଚ ଅନୁଧ୍ୟାନ କରିଥିଲେ। ଏ ନେଇ ଗୋଳନ୍ଥରା, ଗୋଷାଣିନୂଆଗାଁ, ଚମାଖଣ୍ଡି ଓ ଗଞ୍ଜା ଥା-ନା ପରିଦର୍ଶନ କରିଛନ୍ତି ଡିଜିପି। ତେବେ ଏଥର ଗଞ୍ଜାମ ଜିଲ୍ଲାର ୨ ଏସପିଙ୍କ ଅଧିନରେ ଥିବା ଥା-ନା ଭଲ କାମ କରିଛି ବୋଲି ଡିଜିପି କହିଛନ୍ତି। ଡିଜିପି ଆନ୍ଧ୍ର ସୀମାକୁ ଲାଗିଥିବା ସମସ୍ତ ରାସ୍ତାକୁ ସିଲ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *