ଦୁଇ ଚିତାବାଘ ମଧ୍ୟରେ ହେଲା ଘମାଘୋଟ ଲ-ଢେ-ଇ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ସୋସିଆଲ ମିଡିଆରେ ଜାନୁଆର ମାନଙ୍କ ଲକ୍ଷ ଲକ୍ଷ ଫୋଟୋ ଓ ଭିଡ଼ିଓ ରହିଛି । ଜାନୁଆର ମାନଙ୍କ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଦେଖାଯିବାର ଭିଡ଼ିଓ ଅଟେ । ଜାନୁଆର ମାନଙ୍କ କିଛି ଭିଡ଼ିଓ ମଜାଦାର ଓ କ୍ୟୁଟ ହୋଇଥାଏ । ସେହିପରି କେତେକ ଭୟାନକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ମହଜୁଦ ରହିଛି । ସିଂହ ଓ ଚିତାବାଘକୁ ପ୍ରତ୍ୟେକ ଡରିଥାଆନ୍ତି । ସେ ମଣିଷ ହେଉ କିମ୍ବା ଜାନୁଆର । ଭାବନ୍ତୁ କଣ ହେବ ଯଦି ଉଭୟ ସାମ୍ନା ସାମ୍ନି ହୋଇଯାନ୍ତି ? ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଟି ଚିତବାଘ ପରସ୍ପର ସହିତ ଲ-ଢ଼ୁ-ଛ-ନ୍ତି ।

ଆମେ ସମସ୍ତେ ଜାଣିଛେ କି, ଚିତବାଘ ଆଗରେ ବଡ଼ ବଡ଼ ଜାନୁଆର ମଧ୍ୟ ଫେଲ ମାରି ଯାଇଥାନ୍ତି । କେତେକ ଜାନୁଆର ସେମାନଙ୍କୁ ଦେଖି ତାଙ୍କର ହାଲତ ଖରାପ ହୋଇଯାଇଥାଏ । କିନ୍ତୁ ଏହି ଦୁଇଜଣ ଯଦି ପରସ୍ପର ସାମ୍ନାକୁ ଆସିଥାନ୍ତି ତାହେଲେ ପରିସ୍ଥିତି ବହୁତ ଜଟିଳ ହୋଇଯାଇଥାଏ । ଏହି ଭିଡ଼ିଓ ଦେଖିବାପରେ ହିଁ ଆପଣଙ୍କୁ ଏହାର ଅନୁଭବ ହୋଇଯିବ । ଗଛ ଉପରେ ଗୋଟିଏ ଚିତବାଘ ବସିଥିଲା ଓ ଆଉ ଗୋଟିଏ ଚିତବାଘ ତୁରନ୍ତ ଆସି ଗଛ ଉପରେ ଚଢ଼ି ଆକ୍ରମଣ କରିଦେଲା। ଏହାପରେ ଉଭୟ ଲଢ଼ିବାକୁ ଲାଗିଥିଲେ ଶେଷରେ ପରିଣାମ ଏହା ହେଲା କି, ଉଭୟ ହିଁ ଗଛ ଉପରୁ ଖସି ପଡ଼ିଥିଲେ ।

ଟ୍ୱିଟରରେ ଲାଇଫ ଆଣ୍ଡ ନେଚର ନାମକ ଆକାଉଣ୍ଟରୁ ଏହାକୁ ଶେୟର କରାଯାଇଥିଲା । ଏହି କ୍ୟାପ୍ସନରେ ଲେଖାଥିଲା, A Lioness attacking on cheetah । ସୋସିଆଲ ମିଡିଆରେ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ଓ ଏହି ଭିଡ଼ିଓରେ ମଧ୍ୟ ବହୁତ କମେଣ୍ଟସ ଦେଉଛନ୍ତି । ଲୋକମାନେ ହୃଦୟ ଥାମିକରି ଏହି ଭିଡ଼ିଓ ଦେଖୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *