ଦେଖନ୍ତୁ କୁକୁରର ସ୍ୱା-ମୀଭ-କ୍ତି,ମାଲିକାଣି ମ-ରିବା-ର ୫ ଦିନ ହେଲାଣି ତଥାପି ଶ୍ମ-ଶା-ନ ଘା-ଟରେ ପ-ଡ଼ି ରହିଛି,ଜାଣନ୍ତୁ ପୁରା ଘ-ଟ-ଣା

ବିହାରର ଗୟାରେ ଗୋଟିଏ ବିଶ୍ଵସ୍ଥ କୁକୁରର ସତ କାହାଣୀ ଶୁଣି ଫିଲ୍ମ ‘ତେରୀ ମେହେରବାନିୟା’ର ବିଶ୍ଵସ୍ଥ କୁକୁରର କଥା ମନେ ପଡ଼ିଯିବ | ଫିଲ୍ମରେ ତାର ମାଲିକଙ୍କୁ କିଛି ଗୁ-ଣ୍ଡା ମା-ରିଦି-ଅନ୍ତି, ଯାହାର ପ୍ର-ତିଶୋ-ଧ ବିଶ୍ଵସ୍ଥ କୁକୁର ନେଇଥାଏ | ଏପରି କିଛି ଘ-ଟ-ଣା ଗୟାରେ ମଧ୍ୟ ଦେଖିବାକୁ ମିଳିଛି | ଯେଉଁଠାରେ ମାଲିକାଣିଙ୍କ ମୃ-ତ୍ୟୁ ପରେ ଯେଉଁଠାରେ ମାଲିକାଣିଙ୍କ ଅ-ନ୍ତି-ମ ସଂ-ସ୍କା-ର କରାଯାଇଥିଲା, ସେହି ଜାଗାରେ ଗୋଟିଏ କୁକୁର ପ୍ରାୟ ୪ ଦିନଧରି ଭୋ-କି-ଲା-ଶୋ-ଷି-ଲା ବସିରହିଲା ଏବଂ ନିଜ ମାଲିକାଣି ଆସିବାପାଇଁ ଅପେକ୍ଷା କରିରହିଲା | ଏହି ସମୟରେ ଅନେକ ଲୋକ କୁକୁରକୁ ସେଠାରୁ ହଟାଇବାକୁ ଚାହିଁଲେ, କିନ୍ତୁ କୁକୁରଟି ସମସ୍ତଙ୍କୁ ଭୁ-କି ଭୁ-କି ସେଠାରୁ ତ-ଡ଼ିଦେ-ଲା |

ମା-ମ-ଲା ଗୟା ଜିଲ୍ଲାର ଶେରଗାଟୀ ସବଡିଭିଜନର ଶେରଗାଟୀ ସହରର ସତ୍ୟଙ୍ଗ ନଗରର ବାସିନ୍ଦା ଭଗବାନ ଥଥେରାଙ୍କ ସ୍ତ୍ରୀଙ୍କ ମୃ-ତ୍ୟୁ ଗତ ମେ୧ ରେ ଅଚାନକ ହୋଇଯାଇଥିଲା | ମୃ-ତଦେ-ହକୁ ରାମ ମନ୍ଦିର ଘା-ଟରେ ମୋହର ନଦୀ ନିକଟରେ ଶ-ବଦା-ହ କରାଯାଇଥିଲା | ପରିବାର ଲୋକଙ୍କ ସହିତ ତାଙ୍କ କୁକୁର ମଧ୍ୟ ତାଙ୍କ ସହ ଆସିଥିଲା | ଅ-ନ୍ତି-ମ ସଂ-ସ୍କା-ର ଶେ-ଷ ହେବା ପରେ ସମସ୍ତେ ଫେରି ଆସିଥିଲେ, କିନ୍ତୁ କୁକୁର ସେଠାରେ ବସିରହିଲା, ଯାହା ଗତ ୫ ଦିନ ପର୍ଯ୍ୟନ୍ତ ଭୋ-କି-ଲା-ଶୋ-ଷିଲା ବସିଥିଲା | ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆରମ୍ଭରେ ଲୋକମାନେ କିଛି ବୁଝିପାରିଲେ ନାହିଁ, କିନ୍ତୁ ଯେତେବେଳେ ଏକ କୁକୁରକୁ ଲଗାତାର ୫ ଦିନ ପର୍ଯ୍ୟନ୍ତ ସ-ମା-ଧିସ୍ଥ-ଳରେ ବସିଥିବାର ଦେଖାଯାଉଥିଲା, ସେତେବେଳେ ଲୋକମାନେ ସବୁ କିଛି ବୁଝିପାରିଲେ |

ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ନି-ରୀ-ହ ଏବଂ ସ୍ୱା-ମିଭକ୍ତ ନିଜ ମାଲିକାଣିଙ୍କ ମୃ-ତ୍ୟୁରେ ଅଟେ ଦୁ-ଖୀ ଥିଲା ଯେ ସେ ଅ-ନ୍ତି-ମ ସଂ-ସ୍କା-ର ହୋଇଥିବା ଜାଗାରୁ ଯିବାକୁ ଚାହୁଁନଥିଲା, ଏପରିକି ଯେତେବେଳେ ତାକୁ କିଛି ଲୋକ ଉଠାଇବାକୁ ଗଲେ, ସେତେବେଳେ ସେ ସେମାନଙ୍କ ଉପରେ ଭୋ-କିବା-କୁ ଲାଗିଲା | କିନ୍ତୁ ସାଧାରଣ ଲୋକ ମଧ୍ୟ ଚି-ନ୍ତି-ତ ଥିଲେ ଯେ ସେ ୪ ଦିନ ଭୋ-କରେ ଶୋ-ଷିଲା ବସିଛି, ଏମିତି ହେଲେ ତା ଜୀବନ ଚାଲି ଯାଇପାରେ | ଏହା ପରେ ଯେତେବେଳେ ଲୋକମାନେ ଏହାର କୌଣସି ଅନ୍ୟ ବି-କ-ଳ୍ପ ପାଇନଥିଲେ, ସେତେବେଳେ କିଛି ଲୋକ ତାକୁ ଖା-ଇବା-କୁ ଦେବା ପାଇଁ ଖାଦ୍ୟ ମଧ୍ୟ ରଖିଥିଲେ କିନ୍ତୁ ସେ କିଛି ବି ଖାଇ ନଥିଲା | ତା’ପରେ ସମସ୍ତ ଲୋକ ଫେ-ରି ଆସିଥିଲେ | ତେବେ ପଞ୍ଚମ ଦିନରେ ଏହି କୁକୁର ଆଉ ଦେଖାଯାଇନଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *