କେଉଁ ରୋଗ ହୋଇଥିଲା? ସକାଳୁ ହୋଇଥାନ୍ତା ପୁଅର ବାହାଘର କିନ୍ତୁ ପୁଅ ପାଲିଙ୍କି ବଦଳରେ କୋ-କେ-ଇରେ ଗଲା

ରାତି ପାହିଲେ ପାଲିଙ୍କିରେ ବସିଥାନ୍ତେ ପୁଅ କିନ୍ତୁ କୋ-କେ-ଇରେ ପୁଅ ଶୋଇଲା। କଥାରେ ଅଛିକି ଦୈ-ବ ଦେ-ବ ଦୁଃ-ଖ ତ କିଏ ବା କରିବ ଲାଘବ? ପୁଅର ବାହାଘର ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଥିଲା। ଘର ସଜ୍ଜାଠାରୁ ଆରମ୍ଭ କରି ପାଲିଙ୍କି ମଧ୍ୟ ସଜା ସରିଥିଲା। ଘର ବନ୍ଧୁବାନ୍ଧବଙ୍କର ଗହଳିରେ ପୂରି ଉଠୁଥିଲା। ବାହା ହେବ ପୁଅ, ଘରେ ନୂଆ ବୋହୂ ରାତି ପାହିଲେ ପାଦ ଦେବ। ସମସ୍ତଙ୍କ ମନରେ ଉତ୍କଣ୍ଠା ଥିଲା। ଅନ୍ୟପଟେ ବାଡ଼ୁଅ ପାଣିରେ ଗାଧୋଇବା ପାଇଁ ଅପେକ୍ଷା କରି ରହିଥିଲା ନବବଧୂ। ଶଳା ଭିଣେଇକୁ ବି-ଧା ମା-ରି-ବା ଲାଗି ପ୍ରସ୍ତୁତ ଥିଲା, ଶାଳୀ ହାତଗଣ୍ଠି ଫିଟାଇବାର ସ୍ୱପ୍ନ ଦେଖୁଥିଲା। ସେପଟେ ନଣନ୍ଦ ନୂଆ ଭାଉଜ କଣ ନଣନ୍ଦ ପୁଟୁଳିରେ ଆଣିବ ସେନେଇ କେତେ ସ୍ୱପ୍ନ ଦେଖୁଥିଲା। କିନ୍ତୁ ସେମାନ ସମସ୍ତଙ୍କର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ପୁଅର ସବାରୀ ଯିବା ପୂର୍ବରୁ କୋ-କେ-ଇରେ ଉଠିଲା।

ଯେଉଁ ପୁଅ ପାଇଁ ପୂରା ପରିବାର ବର୍ଗ ଖୁସୀରେ କୁଣ୍ଢେମୋଟ ହୋଇ ଯାଇଥିଲା ସେ ପରିବାର ଆଖିରେ ବର୍ତ୍ତମାନ ଲୁହ ଶୁଖୁନାହିଁ। ଘର ଦ୍ୱାରେ ହୁ-ଳହୁ-ଳି ଶଙ୍ଖର ଧ୍ୱ-ନି ବଦଳରେ ସୁବୁଛି କେବଳ କା-ନ୍ଦବୋ-ବା-ଳି। ସକାଳ ହେଲେ ମାଆ କାନିରେ କନକଆଞ୍ଜୁଳି ଦେଇ ବାହା ହେବାକୁ ଯାଇଥାନ୍ତା କିନ୍ତୁ ୬ ଖଣ୍ଡ ବାଉଁଶରେ ଶ୍ମ-ଶା-ନକୁ ପୁଅ ଗଲା। ପୁଅର ମରିବା ଖବର ଶୁଣିବା ପରେ ମୁଣ୍ଡ ବାଡ଼େଇ କା-ନ୍ଦୁ-ଛି ମାଆ, ବାପା ଛାତି ବାଡ଼େଇ କା-ନ୍ଦୁ-ଛି। ପରିବାର ଲୋକେ ଓ ସାହି ପଡ଼ିଶା ଝୁ-ରି ହେଉଛନ୍ତି।

Google

ତେବେ ଏହିପରି ଘ-ଟ-ଣା ଘଟିଛି ଉତ୍ତରପ୍ରଦେଶ ଗୋରଖପୁରରେ। ପିପିଗଞ୍ଜ ଅଞ୍ଚଳ ରାମୁଘାଟ ଗାଁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସିଂହଙ୍କ ଏକ ମାତ୍ର ପୁଅ ପ୍ରଶାନ୍ତର ବାହାଘର ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା। ଏପ୍ରିଲ ୨୬ ତାରିଖରେ ପୁଅର ତିଳକ ବି ମଧ୍ୟ ସରିଛି। ଆଜି ବାହାଘର ହୋଇଥାଆନ୍ତ। ହେଲେ ପୁଅ ପ୍ରଶାନ୍ତ ହଠାତ୍‌ ଅ-ସୁ-ସ୍ଥ ହୋଇପଡ଼ିଲା। ଏହାପରେ ତାଙ୍କୁ ଗୋରଖପୁରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସା କରାଯିବା ପରେ ସେ ସମ୍ପୂର୍ଣ ସୁସ୍ଥ ମଧ୍ୟ ହୋଇଯାଇଥିଲେ। କିନ୍ତୁ ଡାକ୍ତରଖାନାରୁ ଡି-ସଚା-ର୍ଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ସମସ୍ତଙ୍କୁ ଛାଡ଼ି ଆ-ରପା-ରିକୁ ଚାଲିଗଲା। କିନ୍ତୁ ଡାକ୍ତରଖାନାରୁ ଘରକୁ ଆସିବା ପରେ ପୁଅ ପ୍ରଶାନ୍ତ ସବୁଦିନ ଲାଗି ଆଖି ବୁ-ଜିଦେ-ଇଛି। ତେବେ କେଉଁ ରୋଗରେ ସେ ପୀ-ଡ଼ି-ତ ଥିଲେ ସେ ବିଷୟରେ କୌଣସି ସୂଚନା ଡାକ୍ତରଖାନା କିମ୍ବା ତାଙ୍କର ଘର ଲୋକଙ୍କଠାରୁ ମିଳିପାରିନାହିଁ। ଏହି ଖବର ସ୍ଥାନୀୟ ଅଂଚଳରେ ବର୍ତ୍ତମାନ ଶୋ-କର ଛା-ୟା ଖେଳେଇ ଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *