କଙ୍ଗନାଙ୍କୁ ହେଲା କରୋନା, କହିଲେ- ଭାଇରସକୁ ଧ୍ୱଂ-ସ କରିଦେବି

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କରୋନାରେ ଆ-କ୍ରା-ନ୍ତ ହୋଇଛନ୍ତି। ଆଜି ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

କଙ୍ଗନା ଲେଖିଛନ୍ତିଯେ କିଛି ଦିନ ହେଲା ତାଙ୍କୁ ବହୁତ ଦୁ-ର୍ବ-ଳ ଲାଗୁଥିଲା। ଥକା ମଧ୍ୟ ଲାଗୁଥିଲା। ଏହା ସହିତ ଆଖି ପୋ-ଡ଼ି-ଲା ଭଳି ଅନୁଭବ ମଧ୍ୟ ହେଉଥିଲା। ସେ ହିମାଚଳ ପ୍ରଦେଶ ଯିବାର ଥିଲା। ତେଣୁ ଗତକାଲି ସେ କରୋନା ଟେଷ୍ଟ କରାଇଥିଲେ। ଆଜି ତାଙ୍କର ରି-ପୋ-ର୍ଟ ପଜିଟିଭ ଆସିଛି।

Google

କଙ୍ଗନା ଆହୁରି ମଧ୍ୟ ଲେଖିଛନ୍ତିଯେ ସେ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ଜାଣି ନଥିଲେଯେ କରୋନା ଭାଇରସ ତାଙ୍କ ଶରୀରେ ଥିଲା। ବର୍ତ୍ତମାନ ସେ ଜାଣିପାରିଛନ୍ତି। ଏଣୁ ସେ ଭାଇରସକୁ ଧ୍ୱଂ-ସ କରିଦେବେ।

ଏହା ସହିତ ସେ ଲୋକମାନଙ୍କୁ କରୋନାକୁ ନ-ଡ-ରି-ବା ପାଇଁ ଅନୁରୋଧ କରିଛନ୍ତି। ଏହାକୁ ଡରିଲେ ସେ ବେଶି ଡ-ରା-ଇବ। କୌଣସି ଶକ୍ତିକୁ ନିଜ ଉପରେ କେବେ ଭାରି ହେବାକୁ ଦିଅନ୍ତୁ ନାହିଁ। ଏହା ସହିତ କୋଭିଡ-୧୯ ଏକ ସ୍ୱଳ୍ପ ସ୍ଥାୟୀ ଫ୍ଲୁ ବୋଲି ସେ ଲେଖିଛନ୍ତି।

ନିକଟରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ପାଇଁ ଚର୍ଚ୍ଚାରେ ରହିଥିଲେ। ଟ୍ୱିଟ ତରଫରୁ ତାଙ୍କର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଛି। ବାରମ୍ୱାର ଟ୍ୱିଟରର ନି-ୟ-ମ ଭ-ଙ୍ଗ କରିବା ଅ-ଭିଯୋ-ଗ କରୁଥିବାରୁ ତାଙ୍କ ବି-ରୋ-ଧରେ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ସେ ଅନ୍ୟ ମାଧ୍ୟମରେ ତାଙ୍କର ଭାବନା ପ୍ରକାଶ କରିବେ ବୋଲି କଙ୍ଗନା କହିଛନ୍ତି। ଟ୍ୱିଟର ବନ୍ଦ ହେବା ପରଠାରୁ ସେ ଇନଷ୍ଟାଗ୍ରାମରେ ତାଙ୍କ ତାଙ୍କର ଭାବନା ପ୍ରକାଶ କରିବା ଆରମ୍ଭ କରି ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *