ପିତାଙ୍କର କୋଭିଡ଼ରେ ମୃ-ତ୍ୟୁ ହେବାପରେ, ସାରା ପରିବାର ସା-ମୂହି-କ ଭାବରେ କଲେ ଆ-ତ୍ମ-ହ-ତ୍ୟା,ଜାଣନ୍ତୁ ପୁରା ଘ-ଟ-ଣା

ଗୁଜୁରାଟ ସମେତ ସାରା ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରୀ ଅ-ନି-ୟନ୍ତ୍ରି-ତ ହୋଇଯାଇଛି । ଏମିତିରେ ବି ସୌରାଷ୍ଟ୍ରରେ କରୋନାର କ-ହ-ର ବଢ଼ିବାରେ ଲାଗିଛି । ଦେବଭୂମି ଦ୍ୱାରକା ଜିଲ୍ଲାରେ କେତେକ ସଦସ୍ୟଙ୍କ କରୋନାରେ ମୃ-ତ୍ୟୁ ହୋଇଯିବାରୁ ତାଙ୍କର ପରିଜନ ତାଙ୍କୁ ହ-ରା-ଇ ବସୁଛନ୍ତି। ଦ୍ୱାରକା ରୁ ଏକ ମା-ମ-ଲା ସାମ୍ନାକୁ ଆସିଛି ଯେ, ଜଣେ ବ୍ୟକ୍ତିଙ୍କ କରୋନାରେ ମୃ-ତ୍ୟୁ ହେବାପରେ ସାରା ପରିବାର ଆ-ତ୍ମ-ହ-ତ୍ୟା କରିଦେଲେ।

ପରିବାର ସଦସ୍ୟଙ୍କ କରୋନାରେ ମୃ-ତ୍ୟୁ ପରେ, ପୁରା ପରିବାର ଶେ-ଷ :-

ଦ୍ୱାରକାରେ ରହିଥିବା ଜଏଶ ଭାଇ ଜଳଖିଆ ଦୋକାନ ଚଳାନ୍ତି। କରୋନା ସଂକ୍ରମିତ ହେବାପରେ ତାଙ୍କର ଗୁରୁବାର ଦିନ ମୃ-ତ୍ୟୁ ହୋଇଯାଇଥିଲା । ନି-ଧ-ନ ଖବର ସାମ୍ନାକୁ ଆସିବାପରେ ସାରା ପରିବାର ଭ-ୟ କରିଯାଇଥିଲା । ଏହାପରେ ଶୁକ୍ରବାର ଦିନ ଜଏଶଙ୍କ ଅ-ନ୍ତି-ମ ସଂ-ସ୍କା-ର ପରେ ପତ୍ନୀ ସାଧନା ବେନ ଓ ତାଙ୍କର ଦୁଇ ପୁଅ ଆ-ତ୍ମହ-ତ୍ୟା କରିଦେଲେ । କୁହାଯାଉଛି ପରିବାରର ଏହି ତିନି ସଦସ୍ୟ ବି-ଷ ପି-ଇ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏହି ଘ-ଟ-ଣାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ କ୍ଷୀରବାଲା କ୍ଷୀର ଦେବାକୁ ଆସିବା ସମୟରେ ଦେଖେ ତ, ଘର ଖୋଲା ରହିଥିଲା ଓ ତିନିଜଣ ସଦସ୍ୟଙ୍କ ଶ-ବ ଭୂମିରେ ପଡିଥିଲା । ଏହାପରେ ତୁ-ର-ନ୍ତ ପୋ-ଲି-ସ-କୁ ସୂଚନା ଦିଆଗଲା ଓ ମା-ମ-ଲାର ଯା-ଞ୍ଚ ମଧ୍ୟ କରାଗଲା । ଘ-ଟ-ଣା ସ୍ଥଳରେ ପୋ-ଲି-ସ ଟିମ ଶ-ବକୁ କ-ବ-ଜାରେ ନେଇ ସା-ମୂହି-କ ଆ-ତ୍ମହ-ତ୍ୟାର ମା-ମ-ଲା ଦା-ର-ଜ କରିଥିଲେ ।

ପରିବାର କଲେ ସା-ମୂହି-କ ହ-ତ୍ୟା :-

ଦେବଭୂମି ଦ୍ୱାରକାରେ ହୋଇଥିବା ଏହି ଘ-ଟ-ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କରୋନା କାଳରେ ପରିସ୍ଥିତି ଏତେ ଜ-ଟି-ଳ ହୋଇଯାଇଛି ଯେ, କହିବା ଉଚିତ ହେବନାହିଁ । ଏହାମଧ୍ୟରେ ସାମୂହିକ ଆ-ତ୍ମ-ହ-ତ୍ୟା-ର ଘ-ଟ-ଣା ମଧ୍ୟ ସାମ୍ନାକୁ ଆସି ସମସ୍ତଙ୍କୁ ହ-ଇରା-ଣ କରିଦେଇଛନ୍ତି । କୁହାଯାଇଛି ଜଏଶ ଭାଇ ଜେନଙ୍କର କରୋନାରେ ନି-ଧ-ନ ହୋଇଯାଇଥିଲା । ସାରା ପରିବାର ଚିନ୍ତାରେ ଆସିଯାଇଥିଲା । କୁହାଯାଉଛି କି, ପରିବାର ଏହି ନି-ଧ-ନର ଦୁଃ-ଖ ସ-ହ୍ୟ କରିନପାରି ଶେ-ଷରେ ସା-ମୂହି-କ ଆ-ତ୍ମ-ହ-ତ୍ୟା କରିଥିଲେ ।

ମାହାମାରୀର ଭ-ୟ ମଧ୍ୟ ଖ-ତ-ରନା-କ :-

ଗୁଜୁରାଟରେ କରୋନା ମାହାମାରୀ ସମ୍ପର୍କରେ କହିବାକୁ ଗଲେ, ସାରା ରାଜ୍ୟରେ ବର୍ତ୍ତମାନ କୋଭିଡ଼ର ଏକ ବଡ଼ ଏପିସେଣ୍ଟର ହୋଇଯାଇଛି । ପ୍ରତିଦିନ କରୋନାରେ ଏତେ ମୃ-ତ୍ୟୁ ହେଉଛି କି, ମା-ମ-ଲା ଗମ୍ଭୀର ହୋଇଯାଉଛି । ବିଗିଡିଥିବା ପରିସ୍ଥିତି ମଧ୍ୟରେ ଦ୍ୱାରକାରୁ ଆସିଥିବା ଏହି ଖବର ଲୋକଙ୍କୁ ହ-ଇରା-ଣ କରିଦେଇଛି । ଏହି ଘ-ଟ-ଣା ପରେ କୁହାଯାଉଛି କି, କେବଳ ମାହାମାରୀରେ ମୃ-ତ୍ୟୁ ହୁଏନାହିଁ କେବଳ ଏଥିରୁ ଜନ୍ମ ହେଉଥିବା ଡ଼-ର ରେ ମଧ୍ୟ ଲୋକଙ୍କ ମୃ-ତ୍ୟୁ ହୋଇଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *