ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧,୮୦୭ ଜଣ କରୋନା ପଜିଟିଭ, ୨୧ ଜଣ ମୃ-ତ

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୮୦୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୬୧୩ ଜଣ ଏବଂ ୫୧୯୪ ଜଣ ଲୋକାଲ କେ-ସ ରହିଛି। ଆଉ ୨୧ ଜଣଙ୍କର ମହାମାରୀରେ ମୃ-ତ୍ୟୁ ବ-ର-ଣ କରିଛନ୍ତି। ମୃତକଙ୍କ ମଧ୍ୟରୁ କଳାହାଣ୍ଡିରୁ ୪ ଜଣ,ଅନୁଗୁଳ,ଭଦ୍ରକ,କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ,ଢେଙ୍କାନାଳ,ଗଞ୍ଜାମ,ଜଗତସିଂହପୁର,ଯାଜପୁର,କେନ୍ଦୁଝର,କେନ୍ଦ୍ରାପଡ଼ା,ଖୋର୍ଦ୍ଧା,ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫୬୦ ଜଣ,ବାଲେଶ୍ଵର ଜିଲ୍ଲାରୁ ୨୬୦ ଜଣ,ବରଗଡ ଜିଲ୍ଲାରୁ ୪୨୮ ଜଣ,ଭଦ୍ରକ ଜିଲ୍ଲାରୁ ୮୩ ଜଣ,ବଲାଙ୍ଗୀର ଜିଲ୍ଲାରୁ ୪୩୭ ଜଣ,ବୌଦ୍ଧ ଜିଲ୍ଲାରୁ ୧୭୮ ଜଣ,କଟକ ଜିଲ୍ଲାରୁ ୧୦୫୨ ଜଣ,ଦେବଗଡ ଜିଲ୍ଲାରୁ ୧୧୫ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୭୭ ଜଣ,ଗଜପତି ଜିଲ୍ଲାରୁ ୧୦୫ ଜଣ,ଗଞ୍ଜାମ ଜିଲ୍ଲାରୁ ୩୪୧ ଜଣ,ଜଗତସିଂହପୁର ଜିଲ୍ଲାରୁ ୧୩୪ ଜଣ,ଯାଜପୁର ଜିଲ୍ଲାରୁ ୩୦୨ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୨୧ ଜଣ,କଳାହାଣ୍ଡି ଜିଲ୍ଲାରୁ ୪୦୨ ଜଣ,କନ୍ଧମାଳ ଜିଲ୍ଲାରୁ ୯୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୫ ଜଣ,କେନ୍ଦୁଝର ଜିଲ୍ଲାରୁ ୨୩୧ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୫୧୦ ଜଣ,କୋରାପୁଟ ଜିଲ୍ଲାରୁ ୧୨୨ ଜଣ,ମାଲକାନଗିରି ଜିଲ୍ଲାରୁ ୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୭୫ ଜଣ,ନବରଙ୍ଗପୁର ଜିଲ୍ଲାରୁ ୪୧୯ ଜଣ,ନୟାଗଡ ଜିଲ୍ଲାରୁ ୨୦୪ ଜଣ,ନୂଆପଡ଼ା ଜିଲ୍ଲାରୁ ୨୮୬ ଜଣ,ପୁରୀ ଜିଲ୍ଲାରୁ ୪୫୪ ଜଣ,ରାୟଗଡ଼ା ଜିଲ୍ଲାରୁ ୧୩୮ ଜଣ,ସମ୍ବଲପୁର ଜିଲ୍ଲାରୁ ୫୩୩ ଜଣ,ସୋନପୁର ଜିଲ୍ଲାରୁ ୨୧୦ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୧୯୨୨ ଜଣ ଓ ଷ୍ଟେଟ ପୁଲରୁ ୩୦୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୫୨୪୨୨୦୭ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୪୩୧୬୫୮ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯୦୩୩୫ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୨୧ ଜଣ କରୋନା ଆ-କ୍ରା-ନ୍ତରେ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୧୪୦ କୁ ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *