ଦେଖନ୍ତୁ ଭିଡିଓ : ସ୍କୁଟିବାଲି ଝିଅର ହାଇ ଭୋଲ୍ଟେଜ ଡ୍ରାମା, ଚାଲାଣ କଟିଲେ ସାରା ରାଜ୍ୟରେ ହ-ଙ୍ଗା-ମା ହେବ,ଜାଣନ୍ତୁ ପୁରା ଘଟ-ଣା

ପଟନା ର ବୋରିଂ ରୋଡ଼ ଚୌରାହ ଠାରେ ରାସ୍ତା ମଝିରେ ହାଇ ଭୋଲ୍ଟେଜ ଡ୍ରାମା କରିଥିଲେ । ଝିଅଟି ପୋ-ଲି-ସ-ବା-ଲା ସହିତ ଭିଡ଼ିଓ ବନାଉଥିବା ମିଡ଼ିଆ ସହ ମଧ୍ୟ ଝ-ଗ-ଡ଼ା କରିଥିଲେ । ଝିଅଟି ଲକଡାଉନ ସତ୍ତ୍ୱେ ମଧ୍ୟ ବିନା ହେଲମେଟରେ ରାତିରେ ସ୍କୁଟି ନେଇ ଯାଉଥିଲେ । ପୋ-ଲି-ସ-ଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା ଓ ପୋ-ଲି-ସ ତାଙ୍କୁ ଅଟକାଇଥିଲେ । ପୋ-ଲି-ସ ତାଙ୍କର ଚାଲାଣ କାଟିବାକୁ ଲାଗିଲା । ଏହିକଥାରେ ଝିଅଟି ବିଗିଡ଼ି ଯାଇ ହ-ଙ୍ଗା-ମା କରିବା ଆରମ୍ଭ କରିଦେଲା ।

ଝିଅଟି ଡ୍ୟୁଟିରେ ଥିବା ପୋ-ଲି-ସ କର୍ମୀକୁ ଧ-ମ-କା-ଇ-ବା-କୁ ଲାଗିଲେ ଆପଣ ମୋର ଚାଲାଣ କାଟିପାରିବେ ନାହିଁ । ସରକାର କିଛି ଭାବି ନଭାବି ଲକଡାଉନ କରିଦେଉଛନ୍ତି ।ଏଥିରେ ସାଧାରଣ ଜନତାଙ୍କୁ ବହୁତ ସମସ୍ୟା ହେଉଛନ୍ତି ଯାହାଦ୍ୱାରା ସରକାରଙ୍କ କିଛି ଫରକ ପଡେନାହିଁ । ଝିଅଟି କହିଥିଲା, ଯଦି ତୁମେ ମୋର ଚାଲାଣ କାଟ ତାହେଲେ ମୁଁ ସମସ୍ତଙ୍କର ଚାଲାଣ କାଟିବି ଓ ତୁମ ଚା-କି-ରୀ ମଧ୍ୟ ଚାଲିଯିବ । ବିହାରରେ ହ-ଙ୍ଗା-ମା ହୋଇଯିବ । ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହାମଧ୍ୟରେ ସମସ୍ତେ ଝିଅଟିକୁ ଭଲ ଭାବରେ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କଥା ମାନିବାକୁ ପ୍ରସ୍ତୁତ ନଥିଲେ । ଏତିକି ମଧ୍ୟ ନୁହେଁ ଘଟଣା ସ୍ଥଳକୁ ପଟନାର ଏସଏସପି ଉପେନ୍ଦ୍ର ଶର୍ମାଙ୍କୁ ଡ଼ାକିବାକୁ କହିଥିଲେ । ସେ କହିଥିଲେ, ଆଜି 11 ଟା ସମୟରେ ମୋତେ ଟ୍ରେନ ଧରିବାକୁ ହେବ ଓ ମୁଁ ବିଗତ କିଛି ଘଣ୍ଟା ହେବ ଗାଡି ଖୋଜୁଛି କିନ୍ତୁ ମୋତେ କିଛି ମିଳୁନାହିଁ ।

ରାସ୍ତାରେ ଝିଅଟିର ଡ୍ରାମା ଚାଲିଲା, ସେ ଚିତ୍କାର କରି କହିବାକୁ ଲାଗିଲେ, ଲୋକମାନେ ଭୋକ ଉପାସରେ ମରୁଛନ୍ତି କିନ୍ତୁ ଏଠାରେ କେହି କାହା କଥା ଶୁଣୁନାହାନ୍ତି । ବାସ ସରକାରଙ୍କୁ ଲକଡାଉନ ଚିନ୍ତା ପଡ଼ିଛି । ଯେଉଁଥିରେ ସାଧାରଣ ଲୋକେ ସମସ୍ୟାରେ ପଡ଼ୁଛନ୍ତି । ମୁଁ ହେଲମେଟ ବିନା ବାହାରିଛି ଯାହାପାଇଁ ମୋର ଚାଲାଣ କଟାଯାଉଛି ।

କୁହାଯାଉଛି ଏହି ଝିଅଟି ପୂର୍ବରୁ ମଧ୍ୟ ଏହିପରି ପୋ-ଲି-ସ ସହିତ ଲଢ଼ିଛି ଓ ଡ୍ରାମା କରିଛନ୍ତି । ପୋ-ଲି-ସ-ର କହିବାହେଲା, କରୋନା ସମୟରେ ନିୟମ ଉଲ୍ଲଙ୍ଘନ କରିବା ଲୋକଙ୍କୁ କୌଣସି ବାହାନା ଦିଆଯିବ ନାହିଁ ।

ଝିଅଟିର ମନକୁ ଯାହା ଆସିଲା ସେ କହିଥିଲା । ଏମିତିରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଠୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ଯ୍ୟନ୍ତ ଅ-ଭ-ଦ୍ର ଟିପ୍ପଣୀ ଦେଇଥିଲେ । ଏହି ସମୟରେ ପୋଲିସ ମହିଳାଙ୍କୁ ବୁଝାଇଲେ କିନ୍ତୁ ସେ ଜମାରୁ ବୁଝିନଥିଲେ ।

ଏତିକି ମଧ୍ୟ ନୁହେଁ ଝିଅଟି ପୋ-ଲି-ସ-ଙ୍କୁ ଧ-ମ-କା-ଇ କହିଲା କି, ମୋର କେତେକ ବଡ଼ ଲୋକଙ୍କ ସହିତ ହାତ ରହିଛି ଓ ଯଦି ସେ ଚାଲାଣ କାଟନ୍ତି ତାହେଲେ ତାଙ୍କର ଚାକିରୀ ଚାଲିଯିବ। ସାରା ବିହାରରେ ହଇଚଇ ସୃଷ୍ଟି ହୋଇଯାଇଛି । ଝିଅଟିର ମନକୁ ଯାହା ଆସିଲା ତାହା ସେ କହିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *