ଥରେ କି ଦୁଇ ଥର ନୁହଁ ବରଂ 10 ଥର କରୋନା ନେଗେଟିଭ ଆସିବା ପରେ ମଧ୍ୟ କୋଭିଡ଼-19 ରେ ମହିଳାଙ୍କର ହେଲା ମୃ-ତ୍ୟୁ,ଜାଣନ୍ତୁ ପୁରା ଘ-ଟ-ଣା

କରୋନା ଭାଇରସର ଭ୍ୟାକ୍ସିନ ଆସିବାପରେ ମଧ୍ୟ ଏହି ମାମଲାରେ ଜଡିତ କିଛି ଜଟିଳ କେସ ସାମ୍ନାକୁ ଆସୁଛି । ଏମିତି ହିଁ ଏକ ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି । 55 ବର୍ଷୀୟ ଏକ ମହିଳା ବାରମ୍ବାର କରୋନା ଟେଷ୍ଟ କରାଉଥିଲା ଓ ସେ 10 ଥର କରୋନା ନେଗେଟିଭ ଆସିଥିଲେ । କିନ୍ତୁ ଏହାପରେ ମଧ୍ୟ ତାଙ୍କର କୋଭିଡ଼ ରେ ମୃ-ତ୍ୟୁ ହୋଇଗଲା ।

55 ବର୍ଷ ବୟସର ଡେବ୍ରା ସ ହାର୍ନିଆଙ୍କ ଅପରେସନ ପାଇଁ ରୟାଲ ଷ୍ଟକ ୟୁନିଭର୍ସି ହସ୍ପିଟାଲରେ ଥିଲେ । ସେ ଏହି ଅପରେସନ ପରେ ସୁସ୍ଥ ଭାବରେ ରିକଭର କରୁଥିଲେ । କିନ୍ତୁ ଅଚାନକ ତାଙ୍କୁ ଶ୍ଵାସକ୍ରିୟା କରିବାରେ ସମସ୍ୟା ହେଉଥିଲା ଓ ସେ କୋମାକୁ ଚାଲିଯାଇଥିଲେ ଓ ଏହି ମହିଳା ନିଜ ସର୍ଜରୀର ଦୁଇ ସପ୍ତାହ ପରେ ପ୍ରା-ଣ ହରାଇଥିଲେ ।

ଡେବ୍ରାଙ୍କୁ କୋଭିଡ଼ ଫ୍ରି ବୋର୍ଡରେ ରଖାଯାଇଥିଲା ଓ ହସ୍ପିଟାଲର ଲୋକେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଶେଷ ଦେଖା କରିବାପାଇଁ ଡ଼ାକିଥିଲେ । ଯାଞ୍ଚ ପରେ ସାମ୍ନାକୁ ଆସିଥିଲା କି, ଡେବ୍ରାଙ୍କ ମୃ-ତ୍ୟୁ କୋଭିଡ଼ କାରଣରୁ ହୋଇଥିଲା। ଏହା ଶୁଣି ମହିଳାଙ୍କ ପରିବାର ଲୋକଙ୍କ ହୋସ ଉଡ଼ିଯାଇଥିଲା। ତାଙ୍କ ପରିବାର ଲୋକ କହିଥିଲେ, ଯଦି ତାଙ୍କୁ କୋଭିଡ଼ ଥିଲା ତାହେଲେ ତାଙ୍କୁ କୋଭିଡ଼ ଫ୍ରି ବୋର୍ଡରେ କଣପାଇଁ ରଖାଯାଇଥିଲା ।

ଡେବ୍ରା ଙ୍କ ପୁଅ କହିଥିଲେ, ଯେତେବେଳେ ମି ମାଆଙ୍କୁ ଶ୍ଵାସକ୍ରିୟାରେ ସମସ୍ୟା ଆସୁଥିଲା ସେତେବେଳେ ପ୍ରତିଦିନ କରୋନା ଭାଇରସ ଟେଷ୍ଟ କରାଯାଉଥିଲା କିନ୍ତୁ ରିପୋର୍ଟ ନେଗେଟିଭ ଆସୁଥିଲା । ମୋ ମାଆଙ୍କ ଫୁସଫୁସର ମଧ୍ୟ ସାମ୍ପୁଲ ନିଆଯାଇଥିଲା ଓ ସେଥିରେ କରୋନା ଭାଇରସ ଥିବାର କୌଣସି ପ୍ରମାଣ ମିଳିନଥିଲା । ଯେତେବେଳେ ଆମେ ସମସ୍ତେ ମମ ଙ୍କ ମୃ-ତ୍ୟୁ ସାର୍ଟିଫିକେଟ ଦେଖିଥିଲୁ ସେତେବେଳେ ହ-ଇ-ରା-ଣ ହୋଇଯାଇଥିଲୁ ।

କ୍ରିସ କହିଥିଲେ, ଏହି ଡେ-ଥ ସାର୍ଟିଫିକେଟରେ ଲେଖାଥିଲା ତାଙ୍କର ମୃ-ତ୍ୟୁ କୋଭିଡ଼ କାରଣରୁ ହୋଇଥିଲା । ଆମକୁ ବାରମ୍ବାର କୁହାଯାଉଥିଲା କି, ତାଙ୍କୁ କରୋନା ନୁହେଁ ବରଂ ନିମୋନିଆ ହୋଇଛି । ମୋତେ ଏହିକଥାରେ ହଇରାଣ ହେଉଛି କି, ମୋତେ ବିନା କୌଣସି ପିପିଇ କିଟ ଦ୍ୱାରା ମାଆଙ୍କୁ ଭେଟ କରିବାପାଇଁ ଦିଆଯାଇଥିଲା । ଏଥିପାଇଁ ବର୍ତ୍ତମାନ ମୋ ପରିବାରର ଲୋକଙ୍କ ଉପରେ କରୋନା ସଂକ୍ରମଣର ଡ଼ର ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *