ଶାରିରୀକ ସମ୍ବନ୍ଧ ସମୟରେ ଅଚାନକ ଶୋଇପଡ଼ିଲା ସ୍ୱାମୀ, ମହିଳାଙ୍କର ହୋଇଗଲା ମୃ-ତ୍ୟୁ,ଜାଣନ୍ତୁ ପୁରା ଘ-ଟ-ଣା

ବ୍ରିଟେନର ଏକ କପଲ ଛୁଟି ମନାଇବା ଓ ରୋମାଣ୍ଟିକ ଆଡ଼ଭେଞ୍ଚର ପାଇଁ ଏକ ରିଜର୍ଟରେ ରହିଥିଲେ । କିନ୍ତୁ ପତିଙ୍କୁ ଅଚାନକ ନିଦ୍ରା ଆସିବା ଦ୍ୱାରା ମହିଳାଙ୍କ ମୃ-ତ୍ୟୁ ହୋଇଗଲା । ଏହି ମାମଲାରେ କୋର୍ଟ 52 ବର୍ଷୀୟ ୱାରେନ ମାର୍ଟିନ କ୍ଳାଟନଙ୍କୁ ଗମ୍ଭୀର ଅବହେଳା ପାଇଁ ଦୋଷୀ ମାନିଥିଲେ ଓ ତାଙ୍କୁ 6 ବର୍ଷର ଦ-ଣ୍ଡ ଶୁଣାଇଥିଲେ ।

ମାର୍ଟିନ ନିଜର 38 ବର୍ଷୀୟ ପତ୍ନୀ କ୍ଲେୟର ହ୍ଵାଇଟଙ୍କ ସହ ଲକଜୁରୀୟସ ଲଜ କୁ ଯାଇଥିଲେ । ୱାରେନ ଓ କ୍ଲେୟର ଏହି ଟ୍ରିପରେ କିଛି ଆଡ଼ଭେଞ୍ଚର କରିବାକୁ ନିଷ୍ପତ୍ତି ନେଇଥିଲେ । ମ-ଦ, ଡ୍ର-ଗ୍ସ ସହିତ ଏହି ଟ୍ରିପରେ ରେଡ଼ ଟେପ ଓ ହ୍ଵାଇଟ ଟେପ ମାନ ମହଜୁଦ ଥିଲା ।

ସୂଚନା ଅନୁଯାୟୀ, ମାର୍ଟିନ କ୍ଲେୟରଙ୍କୁ ବାନ୍ଧି ଦେଇଥିଲା ଓ ତାଙ୍କ ମୁହଁରେ ମୋଜା ରଖି ଦେଇଥିଲେ । ମାର୍ଟିନ ଅଧିକ ନିଶା କରିଥିବାରୁ ତାକୁ ନିଦ ଆସିଥିଲା । ସେପଟେ କ୍ଲେୟର ବନ୍ଧାଥିବା ଅବସ୍ଥାରେ କିଛି କରିପାରିନଥିଲେ ଓ ତାଙ୍କର ପ୍ରା-ଣ ଉଡିଯାଇଥିଲା ।

ଏହା ଜଣାପଡିନାହିଁ କି, ମାର୍ଟିନ କ୍ଲେୟରଙ୍କ ମୁହଁରେ ଟେ-ପ ବାନ୍ଧିଥିଲେ କି ନାହିଁ । ମାର୍ଟିନ ଯେତେବେଳେ ସକାଳୁ ଉଠିଥିଲେ ସେତେବେଳେ ଦେଖିଲେ, କ୍ଲେୟରଙ୍କ ମୃ-ତ୍ୟୁ ହୋଇଯାଇଛି ଓ ସେ ସାହାର୍ଯ୍ୟ ମାଗିବା ପରିବର୍ତ୍ତେ ସେଠାରୁ ଫେ-ରା-ର ହୋଇଯାଇଥିଲେ । ରିଜର୍ଟ ମାଲିକ ଏହି ସୂଚନା ପୋ-ଲି-ସ-କୁ ଜଣାଇଥିଲେ ।

ଦ ସନ ରିପୋର୍ଟ ଅନୁସାରେ, ଏହି ଘଟଣା ପରେ ମହିଳାଙ୍କ ପରିବାର ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ୍ଲେୟରଙ୍କ ମାଆ ଜୁଲି ଡେଭିସ କହିଥିଲେ କି, ତାଙ୍କ ଝିଅ ମରିବାପରେ ସେ କିଛିଦିନ ହେବ ମାନସିକ ରୂପରେ ଚିନ୍ତିତ ଥିଲେ । ସେ ଏହିକଥାକୁ ନେଇ ବହୁତ ଦୁଃଖୀ ଥିଲେ କି, ସେ ଆଉ କେବେ ନିଜ ଝିଅର କଥା ଶୁଣିପାରିବେ ନାହିଁ ।

ସେହିପରି କ୍ଲେୟରଙ୍କ ଭଉଣୀଙ୍କ କହିବାହେଲା, ତାଙ୍କ ଭଉଣୀ ମରିବାପରେ ସେ ପିଟିଏସଡ଼ି ଭଳି ରୋଗର ଶି-କା-ର ହୋଇଯାଇଛନ୍ତି । କ୍ରିସ୍ତି କହିଥିଲେ, ତାଙ୍କୁ ସ୍ୱପ୍ନ ଆସୁଛି କି, କେହି ତାଙ୍କ ଉପରେ ଆକ୍ରମଣ କରୁଛି ଓ ତାଙ୍କୁ ମା-ରି-ଦେ-ବା-କୁ ଚେଷ୍ଟା କରୁଛି । ନିଜ ଭଉଣୀ ଠାରୁ ଅଲଗା ହେବାର ଦୁଃଖ ସେ ସହି ପାରୁନାହାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *